ନିରଞ୍ଜନକୁ ଦେଖି ବିରିୟାନି ଖାଇବା ପାଇଁ ମାଗିଲେ ଶର୍ମିଷ୍ଠା।, ଆଉ ତାପରେ…. : ଦେଖନ୍ତୁ ଭିଡିଓ

ଦୀର୍ଘ ଦୁଇ ମାସର ତଦନ୍ତ ପରେ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ ପରଦା ଉଠି ପାରିଛି। ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ କ୍ରାଇ-ମବ୍ରାଞ୍ଚ ପରଦା ଉଠେଇବାରେ ସଫଳ ହୋଇପାରିଛି। ମାନସଙ୍କ ହ-ତ୍ୟା ପଛରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଙ୍କ ହାତ ରହିଛି। ତେବେ ତଦନ୍ତକାରୀ ଟିମ କହିବାନୁଯାୟୀ ନିରଞ୍ଜନ ସମସ୍ତ ସତ ମାନିଛନ୍ତି। ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଦେବା ସହ ଭଡ଼ାରେ କାର୍ କରାଇ ଦେଇଥିବା ମଧ୍ୟ ମାନିଛନ୍ତି।

ନିରଞ୍ଜନ ସ୍ୱାଇଁ ଦେଇଥିବା ବୟାନ ଅନୁସାରେ, ମାନସ ସ୍ବାଇଁଙ୍କ ହ-ତ୍ୟା ସମୟରେ ସେ ନିଜେ, ଶର୍ମିଷ୍ଠା, ଝୁନା ଭୋଇ ଓ ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତେବେ ନିରଞ୍ଜନ ତାଙ୍କୁ ହ-ତ୍ୟା କରିଛନ୍ତି କି ନାହିଁ ସେ ବିଷୟରେ କହି ନଥିଲେ ମଧ୍ୟ ହ-ତ୍ୟା ସମୟରେ ନିରଞ୍ଜନ ସେଠାରେ ରହିଥିବା ମାନିଛନ୍ତି। ନିରଞ୍ଜନ ଙ୍କ କହିବାନୁଯାୟୀ, ସେ ଶର୍ମିଷ୍ଠା ଙ୍କୁ ଫେରାର କରିବାରେ ସହଯୋଗ କରିଥିଲେ। ବର୍ତ୍ତମାନ କୋର୍ଟରେ କେସ ଚାଲିଛି। ତେବେ ଏତିକି ବେଳେ ନିରଞ୍ଜନ ଏବଂ ଶର୍ମିଷ୍ଠା ମୁଁହା ମୁହିଁ ହୋଇଛନ୍ତି।

ତେବେ ନିରଞ୍ଜନଙ୍କ ମନରେ ଶର୍ମିଷ୍ଠାଙ୍କୁ ନେଇ ଅନେକ କ୍ରୋଧ ଓ କୋପ ରହିଥିବା ଜଣା ପଡୁଥିଲା। ତେବେ ଶର୍ମିଷ୍ଠା ଜାଣିଛନ୍ତି ନିରଞ୍ଜନ କୋମଳ ହୃଦୟ ଲୋକ ଅଟନ୍ତି। ତାଙ୍କର ଭିତରେ ରହିଥିବା ରାଗ ରୁଷା ବହୁତ କମ୍ ଦିନରେ ଶେଷ ହୋଇଯିବ। ଶର୍ମିଷ୍ଠା ନିରଞ୍ଜନଙ୍କୁ ଡହଳ ହୋଇ ଚାହିଁଥିଲେ ମଧ୍ୟ ଚୁପ ହୋଇ ରହିଥିଲେ ନିରଞ୍ଜନ। ତେବେ ନିରଞ୍ଜନ ଙ୍କ ଚୁପ ରହିଯିବା ବିଷୟରେ ଶର୍ମିଷ୍ଠା ଭଲ ଭାବରେ ବୁଝି ଯାଇଥିଲେ। ତଥାପି କଥା ହେବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ନିରଞ୍ଜନ କୌଣସି ଉତ୍ତର ଦେଇ ନଥିଲେ।

ଶେଷରେ ଚାନ୍ଦିପୁର ଜେଲକୁ ଗୋଟିଏ ଭ୍ୟାନ୍ ରେ ବସି ଯାଉଥିବା ବେଳେ ଶର୍ମିଷ୍ଠା ବିରିୟାନି ଖାଇବା ପାଇଁ ଜିଦ ଧରି ବସିଥିଲେ। କିନ୍ତୁ ନିରଞ୍ଜନ ଙ୍କ ଗୋଟିଏ ଗର୍ଜ୍ଜନ ରେ ଚୁପ ହୋଇ ଯାଇଥିଲେ। ଏହାପରେ ଦୁହେଁ ଆସି ଚାନ୍ଦିପୁର ଜେଲରେ ପହଞ୍ଚି ଥିଲେ। ଶେଷରେ ଦୁହେଁ ଦୁହିଁଙ୍କ ମୁଁହକୁ ଅନେଇ ଥିଲେ ଏବଂ ଜେଲ ଭିତରକୁ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *