ମହିଳାଙ୍କୁ ପାଗଳ କଲା ଡ୍ରାଇଭର ପ୍ରେମ , ସ୍ୱାମୀ ପାଇଁ ହାୟର କଲା ସୁପାରୀ କିଲର…

ଜଣେ ଡ୍ରାଇଭରଙ୍କ ପ୍ରେମରେ ପଡ଼ି ନିଜ ସ୍ୱାମୀ ପାଇଁ ସୁପରି କି-ଲର ନିୟୋଜିତ କରିବା ଘ-ଟ-ଣା ବର୍ତ୍ତମାନ ରାଜଧାନୀରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଇଞ୍ଜିନିୟର ସ୍ୱାମୀଙ୍କୁ ମା-ରିବା ଅଭି-ଯୋଗରେ ଡ୍ରାଇଭର ଗି-ର-ଫ ହୋଇଛି । ଅଭି-ଯୁକ୍ତ ଡ୍ରାଇଭର ଅନୁଗୁଳର । ସୁପରି କି-ଲର ଏବଂ ଇଞ୍ଜିନିୟରଙ୍କ ସ୍ତ୍ରୀ ଫେ-ରାର । ସୂଚନା ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେ-ସ-ନରେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ ବିନାୟକ ବେହେରା । ୨୦୧୮ ରେ ପୁରୀକୁ ତାଙ୍କର ବଦଳି ହୋଇଥିଲା । ତେବେ ସେ ତାଙ୍କ ପରିବାର ସହିତ ପୁରୀରେ ରହୁଥିବା ସମୟରେ ନିଜ ପତ୍ନୀ ଏବଂ ଡ୍ରାଇଭର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେଣୁ ରାସ୍ତାରେ କଣ୍ଟା ସାଜିଥିବା ନିଜ ସ୍ୱାମୀକୁ ମା-ରି-ବା ପାଇଁ ଜିତୁ ନାମକ ସୁପରି କି-ଲ-ରକୁ ଏକ ଲକ୍ଷ ଟଙ୍କା ଦେଇଥିବା ସୁଚନା ମିଳିଛି ।

ମଞ୍ଚେଶ୍ୱର ଥା-ନା ସ୍ପର୍ଟସ କମ୍ପ୍ଲେକ୍ସରେ ଜିତୁ ଏବଂ ତାର ଅନ୍ୟ ସାଥି ବିନାୟକଙ୍କୁ ମର-ଣାନ୍ତ-କ କରିଥିଲେ । ଗୁରୁ-ତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ଲାନ ବିଫଳ ଶୁଣିବା ପରେ ଡ୍ରାଇଭର ଅଶୋକ ଏବଂ ସ୍ତ୍ରୀ ଧଉଳି ଅପାର୍ଟମେଣ୍ଟରେ ଲୁ-ଚିଥିବା ସୂଚନା ମିଳିବା ମାତ୍ରେ ପୋ-ଲି-ସ ଚଢ଼ାଉ କରିଥିଲା । ତେବେ ଏଥିରେ ଅଶୋକ ଧରା ପଡ଼ିଛି ମାତ୍ର ଅଭି-ଯୁକ୍ତ ସ୍ତ୍ରୀ ଖସି ପଳାଇ ଯାଇଛି । ତେବେ ଅଭି-ଯୁକ୍ତ ଅଶୋକ ପୋ-ଲି-ସ ଆଗରେ ସବୁ ସତ କଥା ମାନିଛି ।

ତେବେ ବାସ୍ତବ କଥା ଏହା ଯେ ବିନାୟକଙ୍କ ପୁରୀକୁ ବଦଳି ପରେ ତାଙ୍କ ସ୍ତ୍ରୀ ଏବଂ ଡ୍ରାଇଭର ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଯାହା ବିନାୟକ ଜାଣିବା ପରେ ଘରେ ଅନେକ ସମୟରେ ଅଶାନ୍ତି ଦେଖା ଦେଉଥିଲା । ତେଣୁ ତାଙ୍କ ସ୍ତ୍ରୀ ନିଜ ସନ୍ତାନ ସହିତ ଅଲଗା ରହିଥିବା ମଧ୍ୟ ଜାଣିବାକୁ ମିଳିଛି । ଏହି ସମୟରେ ବିନାୟକ ବିଭିନ୍ନ କାରଣକୁ ନେଇ ଥା-ନାରେ ଅଭି-ଯୋଗ କରିବାରୁ ଡ୍ରାଇଭର ପ୍ରେମିକ ଏବଂ ସ୍ତ୍ରୀ ବିନାୟକଙ୍କୁ ଜୀବନରୁ ହଟାଇ ଦେବାକୁ ଚେଷ୍ଟା କଲେ । ପୁଣି ତାଙ୍କୁ ଏହି କାରଣରୁ ମଞ୍ଚେଶ୍ୱର ଏବଂ ଜଗତସିଂହପୁରରେ ମଧ୍ୟ ଦୁଇଥର ଆକ୍ର-ମଣ କରାଯାଇଛି ।

ତେବେ ଅଶୋକ ସାହୁ ଧରା ପଡ଼ିବା ପରେ ତାର ଅନ୍ୟ ଜଣେ ସହଯୋଗୀ ଥିବା ମଧ୍ୟ ଜଣା ପଡ଼ିଛି । ସେ ପୋଲିସ ସାମ୍ନାରେ ସବୁ ଦୋ-ଷ ମାନିଛନ୍ତି ଏବଂ ଏଥିପାଇଁ ଏକ ଲକ୍ଷ ଟଙ୍କା ନେଇଥିବା ମଧ୍ୟ କହିଛନ୍ତି । ତେବେ ସହଯୋଗୀ ବର୍ତ୍ତମାନ ସୁଦ୍ଧା ଫେ-ରା-ର ରହିଛି ଏବଂ ପତ୍ନୀକୁ ମଧ୍ୟ ଧରିବା ପାଇଁ ମଞ୍ଚେଶ୍ୱର ଥା-ନା ପୋ-ଲି-ସ ଉଦ୍ୟମ ଚଳାଇଛି । ଏହାସହିତ ଅଭି-ଯୋଗ ଅନୁଯାୟୀ ମାମ-ଲାରେ ତ-ଦ-ନ୍ତ ଜା-ରି ରହିଛି ।

Leave a Reply

Your email address will not be published. Required fields are marked *