ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ନିଶା ଏବଂ ପାୟଲଙ୍କ ଫୋନ୍ କଲ୍ ରେକର୍ଡ।

ଗତ କିଛିଦିନ ହେବ ନିଶା ମହାରଣାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେଥିପାଇଁ କିଛି ଭଲ କାମ ପାଇଁ ହୁଅନ୍ତୁ କିମ୍ଵା ବିବାଦ ପାଇଁ ସେ ସବୁବେଳେ ଚର୍ଚ୍ଚାରେ। ସେ ଯେବେ ଠାରୁ ଓଡ଼ିଶାର ସନ୍ନି ଲିଓନି ହେବେ ବୋଲି କହିଛନ୍ତି ସେବେ ଠାରୁ ତାଙ୍କ ପଛରେ ଗୋଟେ ପରେ ଗୋଟେ ବି-ବାଦ ଲାଗିରହିଛି। କିଛି ଦିନ ହେଲା ସମାଜ ସେବୀ ପାୟଲ ଏବଂ ନିଶାଙ୍କ ଭିତରେ ବହୁତ୍ ଜୋରେ ଝ-ଗଡା ହେଇଥିଲା। କେତେବେଳେ ସୋସିଆଲ ମିଡ଼ିଆରେ ନିଶା ପାୟଲଙ୍କ ବିରୁ-ଦ୍ଧରେ କହୁଛନ୍ତି ତ କେତେବେଳେ ପାୟଲ ନିଶାଙ୍କ ବିରୁ-ଦ୍ଧରେ। କିନ୍ତୁ ଗତକାଲି ନିଶା ଏବଂ ପାୟଲ ସାମ୍ନା ସମ୍ନି ମୋବାଇଲ୍ ରେ କଥା ହେଇ ଯାଇଛନ୍ତି।

ପାୟଲଙ୍କ କଥାରୁ ଯାହା ଲାଗୁଥିଲା ସେ ନିଶାଙ୍କୁ ଆଗରୁ ବହୁତ୍ ଭଲରେ ଜାଣିଥିଲେ। କିନ୍ତୁ ଏବେ ଆଉ ସେମାନଙ୍କ ଭିତରେ କଥା ବାର୍ତ୍ତା ନାହିଁ। ଜାନୁଆରୀ ୧୬ ତାରିଖ ସକାଳ ୬.୧୫ ରେ ନିଶାଙ୍କ ଫୋନ୍ ରୁ ପାୟଲଙ୍କ ପାଖକୁ ଗୋଟେ ମିସ୍ କଲ୍ ଯାଇଥିଲା ସେଥିପାଇଁ ପାୟଲ ନିଶାଙ୍କୁ କଲ୍ ବ୍ୟାକ୍ କଲେ। କିନ୍ତୁ ନିଶା ଫୋନ୍ ଉଠାଇ କହିଲେ ତମେ କିଏ ମୁଁ ଜାଣିନି ଆଉ କହିଲେ ସେ ଦିନ ଭୁଲରେ ହାତ ବାଜି ତମ ପାଖକୁ କଲ୍ ଲାଗି ଗଲା ମୁଁ ତମ ପାଖକୁ କଲ୍ କରିନି।

ତା’ପରେ ପାୟଲ ନିଶାକୁ ବୁଝେଇଲି କହିଲେ ଆରେ ମୁଁ ପାୟଲ ଦିଦି କହୁଛି। ତୁ ଏବେ ସେମିତି କାଇଁ ହଉଛୁ। କ’ଣ ମିଳିଛି ତତେ ଏମିତି ସୋସିଆଲ ମିଡିଆରେ ଲ-ଙ୍ଗଳା ହେଇକି। ଆଗରୁ ତୁ କେତେ ଭଲ ଥିଲୁ। ମୁଁ ତୋର ଗୋଟେ ଫଟୋ ଷ୍ଟାଟସ୍ ରେ ଦେଇ ଦେଇଥିଲି ବୋଲି ତୁ ମତେ କେତେ ପାଟି କରିଥିଲୁ। ଏବେ ତୁ କାଇଁ ସେମିତି ହଉଛୁ ବାପା ମାଆ ତତେ କିଛି ଭଲ କାମ କରିବା ପାଇଁ ଅଠିକି ଛାଡିଛନ୍ତି ତୁ କ’ଣ କରୁଛୁ ତାଙ୍କ ନାଁ ବଦ-ନାମ କରୁଛୁ।

ପାୟଲଙ୍କ କଥା ଶୁଣି ନିଶା ରା-ଗି ଯାଇ କହିଲେ ତୁ କହିବାକୁ କିଏ ବେ। ମୋ ଇଚ୍ଛା ଯାହା ହବା ମୁଁ କରିବି। ମତେ ଆମ ଘର ଲୋକ ତ କିଛି କହୁ ନାହାଁନ୍ତି ତୁ କିଏ କହିବାକୁ। ତୁ ଆଗ ତୋ କଥା ସମ୍ଭାଳେ ମୋ କଥାରେ ମୁଣ୍ଡ ପୁରେଇବା କିଛି ଦରକାର ନାହିଁ। ତା’ପରେ ଦୁଇ ଜଣ ରା-ଗି ଯାଇ ଗା-ଳି ଗୁଲ-ଜରେ ବହୁତ୍ କଥା କଥା ହେଲେ ତା’ପରେ ନିଶା ଫୋନ୍ କା-ଟି ଦେଲେ।

Leave a Reply

Your email address will not be published. Required fields are marked *