ଏମିତି ପୁଅ କାହାକୁ ନ ମିଳୁ:- ଅସହାୟ ମାଆ ବାପାକୁ ନି-ର୍ମମ ଭାବେ ପି-ଟିଲା ପୁଅ। କା-ନ୍ଦି କା-ନ୍ଦି କାଟୁଛନ୍ତି ଜୀବନ। ଦେଖନ୍ତୁ ଏହି ଭିଡ଼ିଓ।

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କ-ଷ୍ଟ ଯ-ନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆ-ତ୍ମହରା ହୋଇପଡେ। ମାଆ ସର୍ବଦା ନିଜ ପିଲାର ମଙ୍ଗଳ ଚାହିଁଥାଏ। ନିଜେ ଦୁଃ-ଖ କ-ଷ୍ଟରେ ରହିଥିଲେ ମଧ୍ୟ ପିଲାର ସୁଖ ଚାହିଁ ଥାଏ।

ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳା-ଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲିପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନ ନେବା ତେବେ ଏହାର ପରିମାଣ ପରବର୍ତ୍ତୀ ସମୟରେ ଅତି ଭୟଙ୍କର ହୋଇଥାଏ।

ଶାସ୍ତ୍ର ରେ ଲେଖା ହୋଇଛି ପିତା ସ୍ଵର୍ଗ, ପିତା ପରମେଶ୍ଵର, ପିତା ହିଁ ପରମ ଧର୍ମ, ପିତାରେ ହିଁ ପରମ ସୁଖ। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ସେ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ

ବର୍ତ୍ତମାନ ସମୟରେ ଯୁବପିଢ଼ି ମାନେ ଅଧିକ ମାତ୍ରାରେ ଭୋଗବିଳସରେ ଜୀବନ ଅତି ବାହିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ବିଶେଷ କରି ଆଜିର ଯୁବପିଢ଼ି ସ୍ତ୍ରୀ ଓ ପିଲାଛୁଆଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି। ଜନ୍ମ କରିଥିବା ବାପା ଓ ମାଆ କୁ ବୃଦ୍ଧ ଆଶ୍ରମରେ ଛାଡି ଦେଇ ଖୁସିରେ ରହିବା ପାଇଁ ଦେଖୁଛନ୍ତି। ତେବେ ସେମାନେ ଭୁଲି ଯାଉଛନ୍ତି ଯେ ସେଥିରେ ମିଳୁଥିବା କଷ୍ଟ ସେମାନଙ୍କ ପାଇଁ କାଳ ସାଜିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ବୃଦ୍ଧ ବାପା ଓ ମାଆ କା-ନ୍ଦୁଛନ୍ତି। ନିଜ ଜନ୍ମ କଲା ପିଲା ତାଙ୍କ ଉପରେ ଅ-ତ୍ୟାଚା-ର କରୁଛି।

ଅସହାୟ ବାପା ଓ ମାଆ ଙ୍କ ଉପରେ ବୋହୂ ଓ ପୁଅର ଅ-ତ୍ୟାଚା-ର। ନିଜ ଜନ୍ମ କଲା ପୁଅ ଗୋଡେଇ ଗୋଡେ଼ଇ ବାପା ଓ ମାଆକୁ ମା-ଡ଼ ମା-ରିଛି। ତେବେ ପୁଅର ମାଡ଼ରେ ବୃଦ୍ଧ ବାପର ହାତ ମଧ୍ୟ ଭା-ଙ୍ଗି ଯାଇଛି। ରା-କ୍ଷସ ଭଳି ପୁଅଠୁ ନିଜକୁ ର-କ୍ଷା କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛି। ଅନ୍ୟପଟେ ପୁଅର ଏଭଳି ହିଂ-ସ୍ର ଓ ଅ-ତ୍ୟାଚା-ର ରୂପ ଦେଖିବା ପରେ ଆଖିରୁ ପାଣି ଶୁଖୁ ନାହିଁ। ମୋତେ ଅନ୍ୟ ଜାଗାରେ ଛାଡି ଦିଅ ବୋଲି ପ୍ରାର୍ଥନା କରୁଛି ବୁଢ଼ୀ ମାଆ।

ସୂଚନା ଅନୁସାରେ, ବୃଦ୍ଧ ସ୍ୱାମୀ ଓ ସ୍ତ୍ରୀ ପୁଅର ନି-ର୍ଯ୍ୟାତ-ନା ଓ ଅ-ତ୍ୟାଚା-ର ଆଉ ସହି ପାରୁ ନାହାଁନ୍ତି। ଖାଇବାକୁ ମାଗିଲେ ବୋହୂ ମା-ଡ଼ ମା-ରୁଛି। ଖାଇବାକୁ ଦେଉ ନାହିଁ। ଅନ୍ୟପଟେ ଜନ୍ମ କରିଥିବା ପୁଅ ସେହି ସବୁ କରିବା ପାଇଁ ବୋହୂକୁ ପ୍ରୋତ୍ସାହନ ଦେଉଛି। ତେବେ ଝଗ-ଡାରେ ବାପକୁ ଏପରି ଧ-କ୍କା ମା-ରିଲା ଯେଉଁଥିରେ ବାପାର ଏକ ହାତ ଭା-ଙ୍ଗିଗଲା। ଏହାପୂର୍ବରୁ ଏହିଭଳି ଅନେକ ଘ-ଟଣା ଘ-ଟିଥିବା ଅସ-ହାୟ ବାପା ଓ ମାଆ କହିଛନ୍ତି।

Leave a Reply

Your email address will not be published. Required fields are marked *