ଛୁଟି ନ ମିଳିବାରୁ ଓଡ଼ିଆ ଯବାନଙ୍କ ଗୁ-ଳିବ-ର୍ଷା , ଏଏସଆଇ ଆର କେ ଷଡ଼ଙ୍ଗୀଙ୍କ ମୃ-ତ୍ୟୁ,ଜାଣନ୍ତୁ ପୁରା ଘ-ଟଣା

ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଏଭଳି କଥା ଯାହା ବିଷୟରେ ଶୁଣି ଆପଣ ବାସ୍ତବରେ ଆଶ୍ଚ-ର୍ଯ୍ୟଚ-କିତ ହୋଇଯିବେ । ଏଭଳି ଘ-ଟଣା ବିଷୟରେ ହୁଏତ ଆପଣ ପୂର୍ବରୁ କେବେ ଶୁଣି ନଥିବେ । କିନ୍ତୁ ସେ ଯାହା ବି ହେଉ , ଏହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ । କୋଲକାତାରେ ଜଣେ ଓଡ଼ିଆ ଯବାନଙ୍କର ଗୁ-ଳି ମା-ଡ଼ କାରଣରୁ ଆଉ ଜଣେ ଯବାନଙ୍କର ଜୀବନ ଚାଲିଯାଇଛି ।

ସୂଚନା ମୁତାବିକ , କୋଲକାତା ମ୍ୟୁଜିଅମରେ ଏଭଳି ଘଟ-ଣା ଘଟି-ଅଛି । କୋଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିଅମରେ କାଲି ଏଭଳି ଦୁର୍ଘ-ଟଣା ଘଟିଯାଇଛି । ମ୍ୟୁଜିଅମରେ ସୁର-କ୍ଷା ପାଇଁ ନିୟୋଜିତ ଥିବା ଜଣେ ସିଏସଏଫ ଯବାନଙ୍କର ଗୁ-ଳି ମା-ଡ଼ କାରଣରୁ ଆଉ ଜଣେ ଯବାନଙ୍କର ପ୍ରା-ଣ ଚାଲିଯାଇଛି ଆଉ କିଛି ଜଣ ଆ-ହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ କୋଲକାତାର କାଏଡ଼ ଷ୍ଟ୍ରିଟ୍ ରେ ଅବସ୍ଥିତ ଥିବା ଇଣ୍ଡିଆନ ମ୍ୟୁଜିଅମରେ ନିୟୋଜିତ ଥିବା ମୁଖ୍ୟ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଏଭଳି କା-ଣ୍ଡ ଘ-ଟାଇଛନ୍ତି । ସେ ହଠାତ ନିଜ ସାଥି ଯବାନ ମାନଙ୍କ ଉପରକୁ ଗୁ-ଳି ଚଳାଇଥିଲେ ଆଉ ସମସ୍ତେ କିଛି ବି ବୁଝି ପାରିନଥିଲେ ।

ହଠାତ ତାଙ୍କର କଣ ହୋଇଗଲା ଯେ , ସେ ଏଭଳି ଗୁ-ଳି ଚଳାଇବା ଆରମ୍ଭ କରିଦେଲେ । ତେବେ ଅକ୍ଷୟ କୁମାର ମିଶ୍ରଙ୍କ ଗୁ-ଳି ଚାଳନା କାରଣରୁ ଇନ୍ସପେକ୍ଟର ରଞ୍ଜିତ କୁମାର ସଢଙ୍ଗୀ ଆଉ ଜଣେ କନଷ୍ଟେବଳ ସବୀର ଭୋସଙ୍କ ଶରୀରରେ ଗୁ-ଳି ବାଜିଥିଲା ।

ଆଉ ଘ-ଟଣା ସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ରଞ୍ଜିତ ସଢଙ୍ଗୀ କିନ୍ତୁ ଅନ୍ୟପକ୍ଷରେ ଭୋସଙ୍କର ଅବସ୍ଥା ମଧ୍ୟ ଗୁରୁ-ତର ରହିଥିବା ଜଣାପଡିଛି । ସୂଚନା ମୁତାବିକ , ଅକ୍ଷୟ କୁମାର ୨୫ ରୁ ୩୦ ରା-ଉଣ୍ଡ ଗୁ-ଳି ଚାଳନା କରିଥିଲେ । ଖବର ପାଇବା ପରେ କୋଲକାତା ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଅଭି-ଯୁକ୍ତ ଅକ୍ଷୟ କୁମାରଙ୍କୁ ନିୟନ୍ତ୍ରଣ କରିଥିଲା ।

ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ , ଏଭଳି ଘ-ଟଣା ଘଟାଇବା ପଛରେ ମାନସିକ ଚାପ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । କାରଣ କିଛି ଦିନ ପରେ ଅକ୍ଷୟ କୁମାର ତାଙ୍କ ବାପାଙ୍କ କାମ କ୍ରିୟା ପାଇଁ ଘରକୁ ଯିବା ପାଇଁ ଛୁଟି ଆବେଦନ କରିଥିଲେ କିନ୍ତୁ ତାଙ୍କୁ ଛୁଟି ମିଳି ନଥିଲା ଆଉ ଯାହା ପରଠାରୁ ସେ ମାନସିକ ଯ-ନ୍ତ୍ରଣା ଦେଇ ଗତି କରୁଥିଲେ ଆଉ ଏଭଳି କା-ଣ୍ଡ ଘଟାଇ ଦେଲେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *