ପାଗଳ ପ୍ରେମିକ , ଭାଇ ବି-ରୋ-ଧ କରିବାରୁ ଭାଇକୁ ଆକ୍ର-ମଣ କରିଲା ପ୍ରେମିକ

ଏ ଦୁନିଆଁର ଲୋକ ପ୍ରେମରେ କଣ କରି ପକାଉଛନ୍ତି ଜାଣି ପାରୁନାହାଁନ୍ତି । ପ୍ରତ୍ୟେକ ଦିନ ଏଭଳି ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି । ପ୍ରେମରେ ଲୋକେ କଣ ଯେ ନ କରୁଛନ୍ତି । ଅନେକ ନୂଆ ନୂଆ ଖବର ବିଷୟରେ ପ୍ରତିଦିନ ଶୁଣିବାକୁ ମିଳୁଅଛି । କିଏ କାହାକୁ ମାର-ପିଟ କରୁଛି ତ ଆଉ କିଏ କାହାକୁ ପ୍ରେମ ପାଇଁ ହ-ତ୍ୟା କରିଦେଉଛି । ଆଜିର ଦୁନିଆଁ ପ୍ରେମରେ ପୁରା ଅନ୍ଧ ହୋଇଯାଇଛି । ସେଥିପାଇଁ ସମସ୍ତେ ଏଭଳି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଆଦୌ କିଛି ଚିନ୍ତା କରୁ ନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ ଏଭଳି ଆଶ୍ଚର୍ଯ୍ୟକର ଘ-ଟଣା ସାମ୍ନାକୁ ଆସିଅଛି । ଘଟ-ଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥା-ନା ଅନ୍ତର୍ଗତ ମୋଚିନ୍ଦା ଗ୍ରାମର । ତେବେ ସୂଚନା ମୁତାବିକ , ଆନନ୍ଦପୁରର ବୁବୁ ସାହୁଙ୍କୁ ଗୁଡୁ ଜେନା ନାମକ ଜଣେ ବ୍ୟକ୍ତି ଛୁରା ମା-ଡ଼ ଆକ୍ର-ମଣ କରିଥିବା କଥା ସାମ୍ନାକୁ ଆସିଛି । ନିଜ ପ୍ରେମ ପାଇଁ ବ୍ୟକ୍ତି ଜଣକ ଏଭଳି କା-ଣ୍ଡ ଘଟାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ଏଭଳି ମର-ଣାତ୍ମକ ଆକ୍ର-ମଣ କରିବା ପୂର୍ବରୁ ବ୍ୟକ୍ତି ଜଣକ ଆଦୌ କିଛି ଚିନ୍ତା କରିନଥିଲେ ।

ପ୍ରେମରେ ପାଗଳ ହୋଇଥିବା ପାଗଳ ପ୍ରେମିକର ଏଭଳି କା-ଣ୍ଡ ବାସ୍ତବରେ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ତେବେ ସୂଚନା ଅନୁଯାୟୀ , ବୁବୁ ସାହୁଙ୍କର ଭଉଣୀଙ୍କୁ ଗୁଡୁ ଅନେକ ଦିନ ଧରି ପ୍ରେମ କରି ଆସୁଥିଲା ଆଉ ଅନେକ ସମୟରେ ତାଙ୍କୁ କମେଣ୍ଟ ମଧ୍ୟ ମା-ରୁଥିଲା । କିନ୍ତୁ ଏହାକୁ ପ୍ରତି-ବାଦ କରୁଥିଲେ ବୁବୁ । ସେ ନିଜ ଭଉଣୀ ସହ ଏଭଳି ହେବାକୁ ଆଦୌ ଦେଉନଥିଲେ । ଆଉ ଅନେକ ଥର ପ୍ରତି-ବାଦ ମଧ୍ୟ କରିଥିଲେ । କିନ୍ତୁ ଏହାକୁ ଆଦୌ ମାନିବାକୁ ରାଜି ନଥିଲା ଗୁଡୁ । ସେ ପ୍ରତିବାଦ ପରେ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲା ଆଉ ବୁବୁଙ୍କୁ ଜୀବନରୁ ମା-ରିଦେ-ବା ପାଇଁ ନିର୍ଧା-ରିତ କରିଥିଲା ।

ଆଉ ସେଥିପାଇଁ ସେ ଏକ ଯୋଜନା କରିଥିଲା । ତେବେ ନିଜ ଲୋକମାନଙ୍କୁ ଲଗାଇ ବୁବୁଙ୍କ ଉପରେ ଆକ୍ର-ମଣ କରିଥିଲା । ଆଉ ଛୁ-ରୀ ମା-ରିଥିଲା । ଆଉ ତାଙ୍କୁ ଅନେକ ଡ଼-ରାଇ ଥିଲା ମଧ୍ୟ । ତେବେ ଏହାପରେ ବୁବୁ ସାହୁଙ୍କୁ ଗୁରୁ-ତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଆଉ ଏହାପରେ ବୁବୁ ସାହୁ କହିଛନ୍ତି କି , ତାଙ୍କ ଜୀବନ ପ୍ରତି ବି-ପଦ ରହିଛି । ଗୁଡୁ ଜେନା ପାଖରେ ବନ୍ଧୁକ ରହିଛି ଆଉ ସେ କେତେବେଳେ ବି ଆକ୍ର-ମଣ କରିପାରେ । ତେବେ ବର୍ତ୍ତମାନ ପୋ-ଲି-ସ ଏହି ଘଟ-ଣାର ତ-ଦ-ନ୍ତ କରୁଛି ।

Leave a Reply

Your email address will not be published. Required fields are marked *