ସାମ୍ନାକୁ ଆସିଲା ବୋହୂର ଅସଲ ଚେହେରା , ମି-ଛ କହି ଶଶୁରଙ୍କୁ ହଇ-ରାଣ କରୁଥିଲା ବୋହୁ

ଶଶୁର ବାପା ସମାନ ଲୋକ । ଆଉ ବାପଘରୁ ଆସିବା ପରେ ଶଶୁର ହିଁ ବାପା ହୋଇ ଯାଇଥାଆନ୍ତି । ଝିଅଟିଏ ନିଜର ସମସ୍ତ ସୁବିଧା ଅସୁବିଧା କାହାକୁ କହି ପାରୁ କି ନ ପାରୁ , ନିଜ ବାପାଙ୍କୁ କହିଥାଏ । ଠିକ୍ ସେହିପରି ବୋହୁଟିଏ ମଧ୍ୟ ନିଜର ସମସ୍ତ ଅସୁବିଧା ନିଜ ପିତା ସମାନ ଶଶୁରଙ୍କୁ କହିପାରିବ । ଆଜିକାର ଦୁନିଆଁରେ ଅନେକ ଶଶୁର ଆଉ ଶାଶୁ ଅଛନ୍ତି , ଯେଉଁମାନେ ନିଜ ବୋହୂକୁ ବୋହୁ ନୁହେଁ ବରଂ ଝିଅର ଆଖ୍ୟା ଦେଉଛନ୍ତି ଆଉ ତାର ସବୁ ଅଳି ଅଝଟ ପୁରା କରୁଛନ୍ତି ।

କିନ୍ତୁ ଥରେ ଚିନ୍ତା କରନ୍ତୁ , ଯେତେବେଳେ ବୋହୁଟିଏ ନିଜ ଶଶୁର ପ୍ରତି ଏଭଳି ଲ-ଜ୍ଜାକ-ର ଅଭି-ଯୋଗ ଆଣିବ , ସେତେବେଳେ କେହି କଣ ବାଟରେ ମୁହଁ ଦେଖାଇ ଚାଲି ପାରିବେ । ତେବେ ଏହି ଖବର ଆଜିକାର ନୁହେଁ ବରଂ ଅନେକ ମାସ ପୂର୍ବର ଅଟେ । ଜଣେ ବୋହୁ ନିଜ ଶଶୁର ନାମରେ ଆଣିଥିଲେ ସଙ୍ଗୀନ ଅଭି-ଯୋଗ ଆଉ କହିଥିଲେ କି ଶଶୁର ତାଙ୍କ ଉପରେ ଅ-ତ୍ୟାଚା-ର କରୁଛନ୍ତି । ଆଉ ତାଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି ।

ସେ ଆହୁରିମଧ୍ୟ କହିଥିଲେ କି , ଶଶୁର ତାଙ୍କ ସହ ଶାରୀ-ରିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରୁଛନ୍ତି ଆଉ ତାଙ୍କର ଶରୀ-ରର ଅଙ୍ଗକୁ ଛୁଇଁବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏଭଳି ଅଭି-ଯୋଗ ଯୋଗୁଁ ଅତ୍ୟନ୍ତ ଲ-ଜ୍ଜା ଅନୁଭବ କରୁଥିଲେ ଶଶୁର ବାବନ ସାହୁ । ସେ ମଧ୍ୟ ପୁଅ ବୋହୁ ନାମରେ ଥା-ନାରେ ଅଭି-ଯୋଗ କରିଥିଲେ ଆଉ କହିଥିଲେ କି ପୁଅ ବୋହୂ ସେମାନଙ୍କ ଉପରେ ଅ-ତ୍ୟାଚା-ର କରୁଛନ୍ତି । କିନ୍ତୁ ତାଙ୍କ କଥା ପୋ-ଲି-ସ ଶୁଣି ନଥିଲେ । ବିଚରା ବୁଢା ବୟସରେ ଏତେ ଲ-ଜ୍ଜା ସହିବାକୁ ପଡିଥିଲା ତାଙ୍କୁ ।

କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସିଛି ସବୁ ସତ କଥା । କଥାର ଗୁମର ଖୋଲିଛି ଆଉ ଜଣାପଡିଛି ଯେ ଶଶୁର ନାମରେ ଏଭଳି ମି-ଥ୍ୟ ଅଭି-ଯୋଗ ଲଗାଇଥିଲେ ବୋହୁ । ଆଉ ଏଭଳି କାର-ନାମା କେବଳ ସମ୍ପତ୍ତି ପାଇଁ ଥିଲା । ସ୍ୱାମୀ ସ୍ତ୍ରୀଙ୍କ ନାମରେ ସବୁ ସମ୍ପତ୍ତି କରିଦେବା ପାଇଁ ଶାଶୁ ଶଶୁରଙ୍କୁ କହୁଥିଲେ ପୁଅ ବୋହୂ କିନ୍ତୁ ସେମାନେ ମାନି ନଥିଲେ ।ଆଉ ତାପରେ ଏଭଳି ସଙ୍ଗୀନ ଅଭି-ଯୋଗ ଆଣିଥିଲେ ସେମାନେ । ଅନ୍ୟପକ୍ଷରେ ଶାଶୁ ଶଶୁରଙ୍କୁ ମା-ଡ଼ ମଧ୍ୟ ମା-ରିଥାନ୍ତି ବୋହୁ । ତେବେ ଏ ବୁଢା ବୟସରେ ଆଉ କିଛି ସହି ପାରୁ ନାହାଁନ୍ତି ସେମାନେ । ବାସ୍ତବରେ ଏହା ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ ।

Leave a Reply

Your email address will not be published. Required fields are marked *