ଏକାଥରେ ଜ-ଳିଲା ୫ ଜଣଙ୍କର ଜୁଇ , ଶୋ-କ ରେ ବୁଡ଼ିଗଲା ପୁରା ଗାଁ

ଦୁଃ-ଖ କେତେବେଳେ କାହା ଭାଗ୍ୟରେ ଆସିବ , ସେ କଥା କିଏ ଜାଣିଥାଏ । କୁହାଯାଏ ଆଜିର ମଣିଷ କାଲି କି ନାହିଁ । ତେବେ ଏଭଳି ଏକ କଥା ସତ୍ୟ ହୋଇଯାଇଛି , ଆଉ ଏକା ଥରକେ ଲୁ-ହରେ ଭସାଇ ଦେଇଛି ଗୋଟିଏ ଗାଁକୁ । ଗାଁରେ ସମସ୍ତେ ଭା-ଙ୍ଗି ପଡିଛନ୍ତି । ସମସ୍ତଙ୍କ ଆଖିରେ ଲୁ-ହର ଧାର ବୋହି ଚାଲିଛି । ସମସ୍ତେ କଣ କରିବେ ଜାଣି ପାରୁନାହାଁନ୍ତି ।

ଏଭଳି ଏକ ଦୁଃ-ଖଦ ଖବର ଆସିଛି ବାଙ୍ଗୁରା ଗାଁରୁ । ଗାଁର ପାଞ୍ଚଟି ପରିବାର ଏକାଥରେ ନିଜ ଲୋକଙ୍କୁ ହରାଇ ବସିଛନ୍ତି । ଆଉ ପାଟି କରି ଗାଁ ଦାଣ୍ଡ କମ୍ପାଇ ଦେଉଛନ୍ତି । କିଏ ନିଜ ବାପାକୁ ହରାଇଛି ତ ଆଉ କିଏ ନିଜ କକାକୁ ଆଉ ପୁଣି କିଏ ନିଜ ଭାଇକୁ ତ ଆଉ କିଏ ସ୍ୱାମୀଙ୍କୁ । ତେବେ ଏଭଳି ଦୁଃ-ଖ ଆସିବ କିଏ ବା ଜାଣିଥିଲା । ହଠାତ ଦଇବ ଏଭଳି କା-ଣ୍ଡ ଘଟାଇ ଦେଲା ।

ସୂଚନା ମୁତାବିକ , କାମାକ୍ଷାନଗର ଜାତୀୟ ରାଜପଥରେ ଏଭଳି ଏକ ଭ-ୟଙ୍କର ସଡକ ଦୁର୍ଘ-ଟଣାରେ ଗୋଟିଏ ଗାଁର ପାଞ୍ଚ ଜଣ ଆଖି ବୁଜି ଦେଇଛନ୍ତି । ଆଉ ସାଙ୍ଗେ ସାଙ୍ଗେ ଘ-ଟଣା ସ୍ଥଳରେ ହିଁ ମୃ-ତ୍ୟୁବ-ରଣ କରିଛନ୍ତି । ତେବେ ସୂଚନା ଅନୁଯାୟୀ , ସକାଳ ପ୍ରାୟତଃ ୫ଟା ସମୟରେ ଗୋଟିଏ ଗାଁର ୫ ଜଣ ଲୋକ ବାହାରି ଯାଇଥିଲେ କାମକୁ । କିନ୍ତୁ ହଠାତ ଆଗ ଆଡୁ ଗୋଟିଏ ଟ୍ରକ ଆସି ତାଙ୍କୁ ଧ-କ୍କା ଦେଇଥିଲା ।

ଆଉ ସାଙ୍ଗେ ସାଙ୍ଗେ ହିଁ ପାଞ୍ଚ ଜଣ ଆଖି ବୁଜି ଦେଇଥିଲେ । ତେବେ ଲୋକେ ସେଠାରେ ଏକତ୍ରିତ ହୋଇ ଟ୍ରକ ଚାଳକକୁ ଧରିଥିଲେ । ଏପଟେ ମୃ-ତ ବ୍ୟକ୍ତି ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଆଉ ଡାକ୍ତର ସେମାନଙ୍କୁ ମୃ-ତ ଘୋଷିତ କରି ଶ-ବ ବ୍ୟବ-ଚ୍ଛେଦ କରିଥିଲେ । ଏପଟେ ଗାଁରେ କାନ୍ଦ ବୋବାଳିରେ ଫାଟି ପଡିଥିଲା । କିଏ ବେହୋସ ହୋଇ ଯାଉଥିଲେ ତ ଆଉ କିଏ ନିଜର ଧୋ-ର୍ଯ୍ୟ ହରାଇ ବସୁଥିଲେ ।

Leave a Reply

Your email address will not be published. Required fields are marked *