ଆଡଭୋକେଟ ବ୍ୟୋମକେଶ ଗଣମାଧ୍ୟମରେ କହିଲେ କିଛି ଏହିଭଳି କଥା ! ଶସ୍ତା ସମାଜସେବୀ ଓ ମିଡ଼ିଆ ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସୁଛନ୍ତି ସ୍ତ୍ରୀ :-

ବର୍ତ୍ତମାନ ସମୟରେ ଓଡ଼ିଶାରେ ଅନେକ ପାରିବାରିକ କଳହ ମାମ-ଲା ବିଚା-ରାଧୀନ ରହିଛି । ମାତ୍ର ଗତ ବର୍ଷ ତପସ୍ୱିନୀ ମାମ-ଲା ଠାରୁ ସେହି ଭଳି ଅନେକ ମାମ-ଲା ସାମ୍ନାକୁ ଆସୁଛି । ଅର୍ଥାତ ତପସ୍ୱିନୀଙ୍କ ଭଳି ଆହୁରି ଅନେକ ମହିଳା ଶାଶୁ ଘର ଆଗରେ ଧାରଣାରେ ବସିବାର ପନ୍ଥା ଆପଣାଉଛନ୍ତି

ତେବେ ଏହିଭଳି ପ୍ରହସନ ମାମ-ଲାକୁ ନେଇ ଓଡ଼ିଶାର ବିଶିଷ୍ଟ ଆଡଭୋକେଟ ବ୍ୟୋମକେଶ ମୁହଁ ଖୋଲିଛନ୍ତି ଏବଂ ଏସବୁ ମାମ-ଲାର ସତ୍ୟତା ସାମ୍ନାକୁ ଆଣିଛନ୍ତି । ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ବ୍ୟୋମକେଶ ଏହି ମାମ-ଲା ସବୁ ବିରୋ-ଧରେ କହିବାର କାରଣ ହେଉଛି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଆଉ ଏକ ଘଟ-ଣା । ଯେଉଁ ଘଟ-ଣାରେ ଆଉ ଜଣେ ମହିଳା ନିଜ ଶାଶୁ ଘର ସାମ୍ନାରେ ନ୍ୟା-ୟ ପାଇଁ ଧାରଣାରେ ବସିଛନ୍ତି ।

ତେବେ ବ୍ୟୋମକେଶଙ୍କ କହିବା କଥା ଯେ ଯେଉଁ ମହିଳା ମାନେ ଉଭୟ ଶାଶୁ ଘରେ ଏବଂ ବାପ ଘରେ ଚଳି ପାରନ୍ତି ନାହିଁ ସେଇମାନେ ହିଁ ଶେଷରେ ଏପରି କାମ କରନ୍ତି । ନିଜର ମାନ ସମ୍ମାନ ହାନୀ କରିବା ସହିତ ନିଜ ଶାଶୁ ଘର ଲୋକଙ୍କ ମାନ ସମ୍ମାନ ହାନୀ କରିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ହେବା ପଛରେ ଆହୁରି ହାତ ରହିଛି କିଛି ଶସ୍ତା ସମାଜସେବୀ ଏବଂ ମିଡ଼ିଆର ।

ଯେଉଁ ମାନଙ୍କ ବେପାରୁଆ କାମ ଯୋଗୁଁ ଏପରି କାମ କରିବାକୁ ଅନେକ ମହିଳାଙ୍କ ଆସ୍ପର୍ଦ୍ଧା ବଢୁଛି । ପ୍ରଥମ କଥା ଏହା ଯେ ଯଦି କେହି ସ୍ତ୍ରୀର କୌଣସି କାରଣରୁ ଶାଶୁ ଘରେ ସ୍ୱାମୀ ସହ କିମ୍ବା ଅନ୍ୟ ଲୋକଙ୍କ ସହ ବିବା-ଦ ହେଉଛି ତେବେ ସେ ପ୍ରଥମେ ସେହି ମାମ-ଲାକୁ ଘରେ ହିଁ ସମାଧାନ କରିବା କଥା

ଏହାପରେ ସେ ଗାଁ ପଞ୍ଚାୟତ ବୈଠକ ଡାକି ବ୍ୟକ୍ତିଗତ ଭାବରେ ତାହାର ସମାଧାନ ପାଇଁ ଆବେଦନ କରି ପାରିବେ । ମାତ୍ର ସେମାନେ ଶାଶୁ ଶ୍ୱଶୁର ସ୍ୱାମୀଙ୍କ ନାମରେ ପ୍ରଥମେ କେ-ସ କରି ସାରିବା ପରେ ହିଁ ଏପରି କାମ କରୁଛନ୍ତି । ଯେତେବେଳେ ସବୁଦିଗରୁ ହିଁ ତାଙ୍କ ସପକ୍ଷରେ ମାମ-ଲା ଆସିବା ବନ୍ଦ ହୋଇଯାଉଛି ସେତେବେଳେ ସେମାନେ ଧାରଣାରେ ବସିବା କିମ୍ବା ମିଡ଼ିଆ ସାହାଯ୍ୟ ଲୋଡ଼ିବା କାମ କରୁଛନ୍ତି ।

ଯାହାଦ୍ୱାରା ଆଇ-ନ ମଧ୍ୟ କ୍ଷୁଣ୍ଣ ହେଉଛି ଏବଂ ସମାଜ ଉପରେ ମଧ୍ୟ ଏହାର ଖରାପ ପ୍ର-ଭାବ ପଡ଼ୁଛି । ବ୍ୟୋମକେଶଙ୍କ କହିବା କଥା ଯଦି କେହି ମହିଳା ନିଜ ଶାଶୁ ଘରେ ରହିବାକୁ ଚାହୁଁଛନ୍ତି ତେବେ ସେ କୋର୍ଟରୁ ସିଧାସଳଖ ନିଷ୍ପତ୍ତି ଆଣିଲେ ପୋ-ଲିସ ସେହି କାମ କରି ପାରିବ । ମାତ୍ର ତାହା ଲୋକେ କରୁ ନାହାଁନ୍ତି ଯାହାକି ସମ୍ପୂର୍ଣ୍ଣ ଭୁଲ ଅଟେ

ପୁଣି ଧାରଣା ବସିବା ଆଗରୁ ସେମାନେ ଶାଶୁ ଘର ଲୋକଙ୍କ ନାମରେ ପ୍ରଥମେ କେ-ସ କରୁଛନ୍ତି । ଯେଉଁ କାରଣରୁ ମାମ-ଲା ଗମ୍ଭୀର ହେଉଛି । ବାସ୍ତବରେ ଆଡଭୋକେଟ ବ୍ୟୋମକେସ ବକ୍ସି ଏହି ବିଷୟରେ କହିବାର ଯଥାର୍ଥ ଅଛି ଯେ ଯେଉଁ ବାପା ମା ନିଜ ପୁଅକୁ ଏତେ କଷ୍ଟରେ ଲାଳନ ପାଳନ କରି ମଣିଷ କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ନିଜ ବାପା ମାଙ୍କ ସପକ୍ଷରେ ଯିବେ । ମାତ୍ର ଅଧିକାଂଶ ମହିଳା ଏହି କାରଣରୁ ପରିବାରରେ ସମସ୍ୟା ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଘଟ-ଣାରେ ଜଣେ ମହିଳା ନିଜ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *