ରାଣୀ ପଣ୍ଡା ଗରୀବ ଲୋକଙ୍କ ପାଇଁ ସାଜନ୍ତି ଦେବଦୂତ।

ରାଣୀ ପଣ୍ଡାଙ୍କୁ ନେଇ ଏବେ କିଏ କେତେ କଥା କହୁଛନ୍ତି କିଏ କହୁଛନ୍ତି ସେ ମଣିଷ ମା-ରି ଦେଇଛନ୍ତି। ଆଉ କିଏ କହୁଛନ୍ତି ଏହା ସେ ଜାଣି ଜାଣି କରି ନାହାଁନ୍ତି। ତେବେ ଏହି ସମୟରେ ଜଣେ ବ୍ୟକ୍ତି ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି ରାଣୀ ପଣ୍ଡାଙ୍କ ବିଷୟରେ। ରାଣୀ ପଣ୍ଡା ମୋର ବନ୍ଧୁ ନୁହନ୍ତି କି ଶତୃ ମଧ୍ୟ ନୁହଁନ୍ତି। ମୁଁ ସାଧାରଣ ମଣିଷ ଆଉ ସେ ଜଣେ ଅଭିନେତ୍ରୀ। ମୁଁ ଯେତିକି ରାଣୀ ପଣ୍ଡାଙ୍କୁ ଜାଣିଛି ସେ ଗରିବଙ୍କ ଭଗବାନ। ଗରିବଙ୍କ ଦୁଃଖ ଦେଖିଲେ ନେତା ମନ୍ତ୍ରୀ ପଛେ ରାଣୀ ପଣ୍ଡା ପ୍ରଥମେ ଆଗେଇ ଆସନ୍ତି ଦୁଃଖିନୀର ସାହାଯ୍ୟ କରିବାକୁ।

ଗରିବ ଅସହାୟ ଟିଏ ରାତି ଅଧରେ ରାଣୀଙ୍କ ସାହାଯ୍ୟ ଲୋଡିଲେ ରାଣୀ ପଣ୍ଡା ରାତି ଅଧରେ ବି ଛିଡା ହୁଅନ୍ତି ସେହି ଅସହାୟ ପରିବାର ନିକଟରେ। ରାଣୀ ପଣ୍ଡା ସମସ୍ତଙ୍କ ସୁଖର ଦୁଃଖର ବନ୍ଧୁ। ରାଣୀ ପଣ୍ଡା ଅନେକ ଲୋକଙ୍କ ପାଇଁ ମସିହା ସାଜିଛନ୍ତି। ଯଦି ଗୋଟେ ଗରିବ ବାପା ଖାଇବାକୁ ପାଇ ନାହାନ୍ତି ରାଣୀ ଝିଅ ହୋଇ ଯାଇଁ ସେହି ଗରିବ ବାପାକୁ ଦାନା ଦେଇଛନ୍ତ। ଯଦି କେଉଁଠି ଗରିବ ଝିଅ ଟିଏ ବାହା ହୋଇ ପାରିନି ରାଣୀ ସେହି ଗରିବ ଝିଅର ଭଉଣୀ ହୋଇ ଯାଇ ବିବାହ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି।

ଯିଏ ଗରିବ ଅସହାୟ ପାଇଁ ଏତେ କିଛି କରିପାରିଛନ୍ତି ସେ କିପରି କାହାର ଜୀବନ ନେଇ ପାରିବେ ବୋଲି ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରିଛନ୍ତି ? ଏ କେବଳ ଗୋଟେ ଦୁର୍ଘ-ଟଣା ଥିଲା। ନହେଲେ ଯିଏ ଗରୀବର ଦୁଃ-ଖ ଦେଖିଲେ କାନ୍ଦି ପକାନ୍ତି ସେ କିପରି ଭାବେ ଗରୀବକୁ ମା-ରି ପାରିଥାନ୍ତେ। ରାଣୀଙ୍କ ଲିଷ୍ଟ ଯଦି ଦେଖିବ ତେବେ ସେ ତାଙ୍କ ଜୀବନ ଭିତରେ ଅନେକ ଗରିବ ଅସହାୟଙ୍କ ପାଇଁ ସାହାଯ୍ୟ କରି ସମୟ ଅସମୟରେ ତାଙ୍କ ସାଥିରେ ଛିଡା ହୋଇଛନ୍ତି।

କାରଣ ରାଣୀ ପଣ୍ଡା ଛୋଟ ଦିନରୁ ସଂ-ଘର୍ଷ କରି ବଡ଼ ହୋଇଛନ୍ତି। ରାଣୀ ପଣ୍ଡା ଛୋଟ ଦିନୁ ଦୁଃଖ କଣ ବୁଝିଛନ୍ତି। ରାଣୀ ପଣ୍ଡା କେତେ ସଂ-ଘର୍ଷ କରି ବଡ଼ ହୋଇଛନ୍ତି ସେ କଥା ସାରା ଓଡିଶା ବାସୀ ଜାଣିଛନ୍ତି। ହେଲେ ଦୁର୍ଘଟଣା କେତେବେଳେ ଘଟିବ ତାହା କେହି ଜାଣି ନାହାଁନ୍ତି। ବିପଦ କେତେବେଳେ ଆସିବ ତାହା ମଧ୍ୟ କେହି ଜାଣି ନାହାଁନ୍ତି।

ତେବେ ବ୍ୟକ୍ତି ଜଣଙ୍କ କହିବା ଅନୁଯାୟୀ ରାଣୀ କେଉଁଠି ଅଭିନୟ କରିବାକୁ ଗଲେ ଟଙ୍କା ରୋଜଗାର କଲେ ସେ ଗରିବଙ୍କ ଦୁଃଖ ଦେଖିବ। ଯଦି ରାଣୀ ପଣ୍ଡା କେଉଁ ଆଡେ ନ ଯିବେ କି ଅଭିନୟ ନ କରିବେ ତେବେ ସେ କିପରି ଭାବେ ଗରିବ ଅସହାୟ ଲୋକଙ୍କ ଦୁଃଖ ବୁଝିବେ। ରାଣୀ ପଣ୍ଡାଙ୍କ ବାପାଙ୍କ ମେଞ୍ଚା ମେଞ୍ଚା ଟଙ୍କା ନାହିଁ ଯେ ସେ ତାଙ୍କ ବାପାଙ୍କ ଟଙ୍କାରୁ ଗରିବ ଅସହାୟଙ୍କୁ ସାହାଯ୍ୟ କରିବେ। ରାଣୀ ତ ନିଜେ ବହୁତ ଦୁଃ-ଖ କଷ୍ଟରେ ବଡ଼ ହୋଇଛନ୍ତି।

ଆଉ ସେଥିପାଇଁ ସେ ଅନ୍ୟର ଦୁଃଖ ଦେଖିଲେ ସହି ପାରନ୍ତି ନାହିଁ। ଦିନ ରାତି କିଛି ନ ମାନି ସେ ଧାଇଁ ଯାଆନ୍ତି ଦୁଃଖିନୀ ପରିବାରର ଦୁଃଖ ଦୂର କରିବାକୁ। ତେବେ ରାଣୀ ପଣ୍ଡାଙ୍କୁ ମି-ଛରେ ଆଉ ଭୁଲରେ କିଛି ନ କହିବାକୁ ସେ କହିଛନ୍ତି। ଯେପରି ରାଣୀ ଲାଇଭ ଆସି କହିଥିଲେ। ଯେଉଁ ସମୟରେ ଗାଡି ଦୁର୍ଘ-ଟଣା ଘଟିଥିଲା ସେହି ସମୟରେ ରାଣୀ ପଣ୍ଡା ବ୍ୟସ୍ତ ବିବ୍ରତ ହୋଇ କଲ କରୁଥିଲେ। କିପରି ସେ ସାହାଯ୍ୟ କରି ପାରିବେ ତୁରନ୍ତ ସୁକାନ୍ତଙ୍କୁ ହସ୍ପିଟାଲ ନେବାକୁ। ହେଲେ ଲୋକେ କହିଲେ ରାଣୀ ପଣ୍ଡା ଫଟୋ ଉଠାଉ ଥିଲେ।

ଲୋକଙ୍କ କାମ ହେଉଛି କହିବା। ତେଣୁ ଅନେକ ଲୋକେ ଅନେକ କଥା କହିବେ। ହେଲେ ରାଣୀ ପଣ୍ଡା ଜଣେ ଭଲ ମଣିଷ ବୋଲି ସେ କହିଛନ୍ତି। ଏତେ ସବୁ ଘଟିଗଲା ପରେ ବି ରାଣୀ ସୁକାନ୍ତଙ୍କ ପରିବାରକୁ ପର କରି ଦେଇ ନାହାଁନ୍ତି। ରାଣୀ ଏତେ ସବୁ ପରେ ବି ସୁକାନ୍ତଙ୍କ ପରିବାରକୁ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି। ରାଣୀ ଏତେ ସବୁ ପରେ ବି ସୁକାନ୍ତଙ୍କ ପରିବାର ଦାୟିତ୍ବ ନେଇଛନ୍ତି। ତେଣୁ ରାଣୀ ପଣ୍ଡାଙ୍କୁ ଆଶୀର୍ବାଦ କରନ୍ତୁ ସେ କିପରି ଆଗକୁ ବଢି ପାରିବେ। ଲୋକଙ୍କ ସାହାଯ୍ୟ କରି ପାରିବେ। ରାଣୀ ଯେହେତୁ ଜଣେ ଭଲ ମଣିଷ ତେଣୁ ସେ ଆଗକୁ ଗଲେ ଗରିବ ଲୋକଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରି ପାରିବେ।

Leave a Reply

Your email address will not be published. Required fields are marked *