ଫେ-ରାର ମହିଳାଙ୍କ ଚାଞ୍ଚଲ୍ୟକାର ବୟାନ , ସ୍ୱାମୀ ତା-ନ୍ତ୍ରିକ ବିଦ୍ୟା ଜାଣିଛନ୍ତି

ଆପଣ ମାନେ ସମସ୍ତେ ବର୍ତ୍ତମାନର ବହୁଚର୍ଚ୍ଚିତ ମା-ମ-ଲା ବିଷୟରେ ଜାଣିଥିବେ । ଆଉ ମାମ-ଲାଟି ହେଉଛି ଜଣେ ବିବାହିତା ମହିଳା ବିବାହର ୧୨ ବର୍ଷ ପରେ ନିଜ ପ୍ରେମିକ ସହ ପଳାଇ ଯାଇଛନ୍ତି । ଆଉ ଭୁଲି ଯାଇଛନ୍ତି ନିଜ ପେଟ ଚିରି ଜନ୍ମ ଦେଇଥିବା ସେହି ଦୁଇ ଦୁଇଟି ପିଲାକୁ । ପ୍ରେମ ଆଗରେ ମାଆର ମମତା ଫିକା ପଡିଯାଇଛି । ଆଉ ଫିକା ପଡିଯାଇଛି ୧୨ ବର୍ଷ ଧରି ଭଲ ପାଇ ଆସୁଥିବା ସ୍ୱାମୀର ପ୍ରେମ । ଯେଉଁ ସ୍ୱାମୀ ନିଜ ସ୍ତ୍ରୀର ପ୍ରେମରେ ପାଗଳ ହୋଇ ନିଜର ସମସ୍ତ ସମ୍ପତ୍ତିକୁ ସ୍ତ୍ରୀର ନାମରେ କରି ଦେଇଥିଲା ।

ଆଉ ବର୍ତ୍ତମାନ ସେହି ସ୍ୱାମୀ ଭି-କାରୀ ହୋଇ ବସିଛି । ନିଜ ଅଧିକାର ପାଇଁ ଲ-ଢେ-ଇ କରି ଚାଲିଛି । ନିଜର କଷ୍ଟରୁ ଉପାର୍ଜନ କରିଥିବା ସମ୍ପତ୍ତିକୁ ପାଇବା ପାଇଁ ବର୍ତ୍ତମାନ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେଉଛନ୍ତି ସ୍ୱାମୀ । କିପରି ନିଜର ସମ୍ପତ୍ତିକୁ ଫେରି ପାଇବେ ଆଉ କିପରି ନିଜ ପିଲାମାନଙ୍କୁ ଭଲ ମଣିଷ କରିବେ , ସେ ତାଙ୍କୁ ଘାରି ବସିଛି । ତେବେ ଏ ସବୁ ମଧ୍ୟରେ ଫେ-ରା-ର ସ୍ତ୍ରୀ ଦେଇଛନ୍ତି ଏଭଳି କିଛି ଚାଞ୍ଚଲ୍ୟକାର ବ-ୟା-ନ । କହିଛନ୍ତି ତାଙ୍କ ସ୍ୱାମୀ ଜଣେ ତା-ନ୍ତ୍ରିକ ଅଟନ୍ତି । ଆଉ ତା-ନ୍ତ୍ରିକ ବିଦ୍ୟା ମଧ୍ୟ ଜାଣିଛନ୍ତି ।

କେବଳ ଏତିକି ନୁହେଁ , ସେ ତାଙ୍କୁ ଅନେକ ସମୟରେ ମା-ଡ଼ ମା-ରିଥାନ୍ତି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦେହରେ ସେହି ମା-ଡ଼ ଚିହ୍ନ ରହିଛି । ସେ ଅତ୍ୟନ୍ତ କଷ୍ଟ ମଧ୍ୟ ଅନୁଭବ କରୁଛନ୍ତି । ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି କି , ସେ ଛା-ଡପ-ତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଯେତେ ଶୀଘ୍ର ସମ୍ଭବ ସେ ତାଙ୍କ ସ୍ୱାମୀଙ୍କୁ ଛା-ଡପ-ତ୍ର ଦେଇ ଦେବେ । ଆଉ ଶାନ୍ତିରେ ଜୀବନଯାପନ କରିବେ । ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି କି , ଯଦି ତାଙ୍କ ସ୍ୱାମୀ ସୁଧୀର ତାଙ୍କୁ ମା-ଡ଼ ମା-ରୁଥିଲେ ଆଉ ଅ-ତ୍ୟାଚା-ର କରୁଥିଲେ , ତେବେ ୧୨ ବର୍ଷ ଧରି ସେ କିପରି ସ୍ୱାମୀଙ୍କ ସହ ରହିଥିଲେ ।

ଯଦି ଏତେ ସମସ୍ୟା ହେଉଥିଲା ତେବେ କେବେ ଠାରୁ ଛା-ଡପ-ତ୍ର ଦେଇ ଦେବାର ଥିଲା । ଏଭଳି ପରିସ୍ଥିତିରେ କିଏ ମି-ଛ କହୁଛି ସେ କଥା କିଏ ବା ଜାଣିଛି । ଆହୁରିମଧ୍ୟ ନିଜ ମାଆର ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି ବେବି ଅର୍ଚ୍ଚନାଙ୍କର ୯ ବର୍ଷର ଝିଅ । କହିଛନ୍ତି ତାଙ୍କ ମାଆ ରାତିରେ କାହା ସହିତ ଫୋନରେ ଚାଟିଂ କରୁଥିଲେ ଆଉ କଥା ମଧ୍ୟ ହେଉଥିଲେ କିନ୍ତୁ ଯେତେବେଳେ ସେମାନେ କେହି ରୁମ ଭିତରକୁ ଆସି ଯାଉଥିଲେ , ସେ ଫୋନ ଲୁ-ଚା-ଇ ଦେଉଥିଲେ।

Leave a Reply

Your email address will not be published. Required fields are marked *