ପୋ-ଲିସ ଜା-ଲରେ ଜଗବନ୍ଧୁ , ଆଖିରୁ ଲୁ-ହ ଝରାଇ ହାତ ଯୋଡୁଛି ଆଉ କହୁଛି ଗରିବ ଘରର ପୁଅଟିଏ ମୁଁ

ପୋ-ଲିସ ହାତରେ ଧରା ପଡିଛନ୍ତି ଲେଡୀ ବ୍ଲା-କ ମେ-ଲର୍ ଆଉ ତାର ସ୍ଵାମୀ । ପ୍ରଥମେ ପୋଲି-ସର ଜା-ଲରେ ଫ-ଶୀ ଯାଇଥିଲା ସୁନ୍ଦରୀ ନାରୀ ତଥା ଲେଡୀ ବ୍ଲା-କ ମେ-ଲର୍ ଅର୍ଚ୍ଚନା ନାଗ ଆଉ ପରେ ଧ-ରା ପଡ଼ିଛି ତା ସ୍ଵାମୀ । ସେତେବେଳେ ଧ-ରା ପଡିଥିବା ଜଗବନ୍ଧୁ ନିଜର ସ୍ବାସ୍ଥ୍ୟ ସମସ୍ୟା ଦେଖାଇ ଜେ-ଲରୁ ମୁକୁଳି ଆସିଥିଲା କିନ୍ତୁ ଆଉ ସେପରି ହୋଇପାରିବ ନାହିଁ । ଏବେ ସେ ଧରା ପଡ଼ିଛି ପୋ-ଲିସ ହାତରେ ଆଉ ବେଶି ଦିନ ବାହାରେ ବୁଲି ପାରିଲା ନାହିଁ ଜଗବନ୍ଧୁ ।

ଧରା ପଡ଼ିଗଲା ଆଉ ପୋ-ଲିସ ତାକୁ ଧରି ଆଣି ସେହି ଅନ୍ଧାର କଠୋରି ମଧ୍ୟରେ ରଖିଦେଲା । ଏବେ ଆଉ ସେହି ରାସ-ଲୀଳା ହୋଇପାରିବ ନାହିଁ କି ଭିଡିଓ ସୁ-ଟିଂ ମଧ୍ୟ ହୋଇପାରିବ ନାହିଁ । ଏବେ ନା ରହିବ ସେ ଖୁସି ନା ମିଳିବ ସେ ସୁଖ । ଆଉ ବଡ ବଡ଼ିଆ ଆସିବେ ନାହିଁ ତାଙ୍କ ଘରକୁ କି ପଇସା ଫୋ-ପାଡ଼ି ଦେଇ ରଖିବେ ନାହିଁ ସ-ମ୍ପର୍କ । ଆଉ ତାପରେ ସେହି ବଡ ବଡିଆଙ୍କୁ ମଧ୍ୟ ବ୍ଲା-କମେ-ଲ କରିପାରିବେ ନାହିଁ ସ୍ଵାମୀ ସ୍ତ୍ରୀ ।

ତେବେ ସେ ଖୁସି ଆଉ ସୁଖ ସରିଗଲା । ଏବେ ଆଖିରୁ ଲୁ-ହ ଗଡାଇବା ଦିନ ଆରମ୍ଭ ହୋଇଯାଇଛି । ପୋଲିସ ଆଗରେ ପୂର୍ବରୁ ଲୁ-ହ ଗଡ଼ାଇ ନେହୁରା ହେଉଥିଲା ଅର୍ଚ୍ଚନା ଆଉ ଏବେ ନାଗ ଜା-ଲରେ ଫ-ସିଥିବା ଜଗବନ୍ଧୁ ପାଖରେ ବି କିଛି ଉପାୟ ନାହିଁ । ସେ ବି ପୋ-ଲିସ ଆଗରେ ହାତ ଯୋଡ଼ି ଲୁ-ହ ଝରାଉଛି ଆଉ କହୁଛି ମୋର ଭୁଲ ହୋଇଯାଇଛି । ମୁଁ ଏକ ଗରିବ ଘରର ପିଲା । ସେଦିନ ଅର୍ଚ୍ଚନାର ଫା-ଶରେ ପଡ଼ି ବ-ର୍ବାଦ ହୋଇଗଲି ମୁଁ । ମୋ ପାଖରେ ଆଉ କିଛି ଉପାୟ ନଥିଲା ।

ଟଙ୍କା ଲୋଭ ମୋତେ ବାୟା କରିଦେଲା ଆଉ ମୁଁ କିଛି ଦେଖି ପାରିଲି ନାହିଁ । ସେଦିନ ସେହି ଭୁଲ କରିନଥିଲେ ଆଜି ମୁଁ ଏଠାରେ ଆଉ ନଥାନ୍ତି । ଆଜି ମୁଁ ଖୁସିରେ ରହିଥାନ୍ତି ଆଉ ଭଲରେ ଥାଆନ୍ତି । ବାପା ମାଆ କଥାକୁ ଆଡେଇ ଦେଇ ସେଦିନ ଚାଲି ଆସିଥିଲି ଆଉ ତାର ଫଳ ଆଜି ମୁଁ ଭୋଗୁଛି । ତେବେ ଏପରି କିଛି କଥା କହି ପୋ-ଲିସ ଆଗରେ ଲୁ-ହ ଝରାଉଛି ଜଗବନ୍ଧୁ । ଅନ୍ୟ ଉପାୟ ଆଉ ତା ପାଖରେ କିଛି ନାହିଁ । ବାସ୍ ଆଖିରୁ ଧାର ଧାର ଲୁ-ହ ବୋହିବା ଦିନ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *