ପୋଲିସ ହାତରେ ଅର୍ଚ୍ଚନାଙ୍କ ଡାଏରୀ , ଏଥର ଖୋଲିବ ଗୁ-ମର ପେଡ଼ି , ଜଣା ପଡ଼ିବ କିଏ କିଏ ଅଛନ୍ତି ସାମିଲ

ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ଅର୍ଚ୍ଚନାଙ୍କ ସତ୍ୟତା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଜଣା ପଡିବାରେ ଲାଗିଛି ଘଟ-ଣାର ପ୍ରକୃତ ସତ୍ୟତା କଣ। ଆଉ କେଉଁ କେଉଁ ଲୋକମାନେ ଥିଲେ ଏଥିରେ ସାମିଲ , ତାହା ମଧ୍ୟ ଜଣା ପଡ଼ିବ । ବର୍ତ୍ତମାନ ନିଜ କଲା କର୍ମର ଫଳ ଭୋଗ କରୁଛନ୍ତି ଅର୍ଚ୍ଚନା । ଜେ-ଲ ମଧ୍ୟରେ ଦିନ ରାତି ଜାଣି ପାରୁ ନାହାଁନ୍ତି । ଯେଉଁ ରାଜପ୍ରାସାଦରେ ସେ ରହୁଥିଲେ ଆଉ ସେ ସୁଖ ନାହିଁ । ଏଥର ପାଉଛନ୍ତି ଅସଲ କ-ଷ୍ଟ ।

ଏହା ମଧ୍ୟରେ ଆପଣ ସମସ୍ତେ ଜାଣି ସାରିଥିବେ ଅର୍ଚ୍ଚନାଙ୍କ ସ୍ଵାମୀ ଅର୍ଥାତ୍ ଜଗବନ୍ଧୁଙ୍କୁ ପୋ-ଲିସ ଗତକାଲି ଗି-ରଫ କରି ନେଇଛି । ଅନେକ ଦିନ ହେବ ଫେ-ରାର ରହିଥିବା ଜଗବନ୍ଧୁଙ୍କୁ ପୋ-ଲିସ କାଲି ତାଙ୍କ ଘରୁ ବାହାର କରିଛି ଆଉ ଗି-ରଫ କରିଛି । ଏବେ ଘ-ଟଣା ଆହୁରି ନୂଆ ମୋଡ ନେବାକୁ ଯାଉଛି କାହିକିଁ ନା ଜଗବନ୍ଧୁ ମଧ୍ୟ ବର୍ତ୍ତମାନ ସମୟରେ ପୋଲି-ସର ଉତ୍ତର ଦେବେ ଆଉ ଜଣା ପଡ଼ିବ ପ୍ରକୃତ କାରଣ । କିପରି ଦୁହେଁ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ ସବୁ ଜଣା ପଡ଼ିବ ।

କିନ୍ତୁ ବର୍ତ୍ତମାନ ସମୟରେ ଏପରି ଏକ କଥା ସାମ୍ନାକୁ ଆସିଚି , ଯାହା ସବୁ ଗୁମର ଖୋଲିବ ବୋଲି ଜଣା ପଡିଛି । ପୋଲି-ସରେ କହିବା ଅନୁଯାୟୀ , ଅର୍ଚ୍ଚନାଙ୍କର ଡାଏରୀ ଲାଗିଛି ପୋ-ଲିସ ହାତରେ । ବର୍ତ୍ତମାନ ସେହି ଡାଏରୀ ଆଧାରରେ ମାମ-ଲାର ତ-ଦନ୍ତ କରାଯିବ । ସେହି ଡାଏରୀ ରୁ ପୋ-ଲିସ କିଛି ନା କିଛି ସୁରାଗ ପାଇବ ନିଶ୍ଚିତ । ଯାହା ଦ୍ୱାରା ପୋ-ଲିସ ସେହି ଲୋକଙ୍କ ନିକଟରେ ପହଂଚି ପାରିବ , ଯେଉଁ ମାନେ ଏଥିରେ ଥିଲେ ଜଡିତ । ଆଉ ଗୋଟିଏ ଗୋଟିଏ କରି ସମସ୍ତଙ୍କୁ ଧରିବ ପୋ-ଲିସ ।

ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରୁଛି ପୋ-ଲିସ କେବେ ସେହି ବ୍ୟକ୍ତି ଅର୍ଥାତ ଅପ-ରାଧୀ ମାନଙ୍କୁ ଧରିବ ଆଉ କେବେ ସେମାନଙ୍କର ଅସଲ ଚେହେରା ସାମ୍ନାକୁ ଆସିବ । କେବେ ଜଣା ପଡ଼ିବ କେଉଁ ମାନେ ସେହି ଭଦ୍ର ବ୍ୟକ୍ତି ଯେଉଁ ମାନଙ୍କ ପାଇଁ ଅର୍ଚ୍ଚନା ଆଜି ଭିକାରୀ ରୁ କୋଟିପତି ହୋଇ ଯାଇଛି ଆଉ ରାତାରାତି ଏତେ ସମ୍ପତ୍ତି ଗୋଟାଇ ଆଣିଛି । ତେବେ ସେ କଥା ତ ସମୟ କହିବ , କେବେ ପୋ-ଲିସ ସେହି ଭଦ୍ର ବ୍ୟକ୍ତି ମାନଙ୍କୁ ଧରୁଛି ଆଉ ସେମାନଙ୍କୁ ତ-ଦନ୍ତ ପରିସରଭୁକ୍ତ କରୁଛି ।

Leave a Reply

Your email address will not be published. Required fields are marked *