ପୋଲିସର ପ୍ରଶ୍ନ ବାଣରେ ଜଗବନ୍ଧୁ ଝାଳ ନାଳ।

ଆଜି ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିବା ପରେ ପୋଲିସର ପ୍ରଶ୍ନ ବାଣରେ ଜଗବନ୍ଧୁ ବୋଧେ ହୁଏ ହୋଇଯାଇଥିବେ ଝାଳ ନାଳ। ପୋଲିସର ପ୍ରଶ୍ନ ପରେ ପ୍ରଶ୍ନରେ ଜଗବନ୍ଧୁ ମାଗିଥିବେ କେବଳ ପାଣି। ଆଉ ପାଣି ପରେ ପାଣି ପିଇ ଜଗବନ୍ଧୁ ସୁଖିଯାଇଥିବା ତଣ୍ଟିକୁ ଭିଯାଇ ଥିବେ। ଆଜି ସକାଳୁ ଯେତେବେଳେ ଜଗବନ୍ଧୁଙ୍କୁ ତାଙ୍କ ସତ୍ୟ ବିହାର ସ୍ଥିତ ବାସ ଭବନରୁ ପୋଲିସ ଉଠାଇ ନେଇଥିଲା ସେତେବେଳେ ସାରା ରାଜ୍ୟରେ ଜଗବନ୍ଧୁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା କି ପୋଲିସ ଜଗବନ୍ଧୁଙ୍କୁ କେଉଁ ଭଳି ପ୍ରଶ୍ନ ପଚାରିବ। ଆଉ ପୋଲିସ ଜଗବନ୍ଧଙ୍କୁ ନିଜ ହେପାଯତକୁ ନେବା ପରେ ଜଗବନ୍ଧୁଙ୍କୁ ପୋଲିସର କିଛି ଏପରି ପ୍ରଶ୍ନ ଥିବା ଆଲୋଚନା ହେଉଛି।

ଜଗବନ୍ଧୁଙ୍କୁ ଏବେ ପୋଲିସ ଏପରି କିଛି ପ୍ରଶ୍ନ ପଚାରୁ ଥିବ। ତୁମେ କେବେ ଠାରୁ ଏହି କଲା ସାମାର୍ଯ୍ୟ ବିସ୍ତାର କଲ। କେବେ ଠାରୁ ତୁମର ଅର୍ଚ୍ଚନା ସହ ସମ୍ପର୍କ ଗଢି ଉଠିଥିଲା। କିପରି ତୁମେ କଳା ସାମାର୍ଯ୍ୟ ଆରମ୍ଭ କରିଥିଲ। ଆଉ ଅର୍ଚ୍ଚନାଙ୍କ ସହ ତୁମର ସମ୍ପର୍କ କଣ। ଜଗବନ୍ଧୁ କହୁଥିବ ସାର ଅର୍ଚ୍ଚନା ହେଉଛନ୍ତି ମୋ ସ୍ତ୍ରୀ।

ଏହି କଳା ସାମାର୍ଯ୍ୟ ବିସ୍ତାର କରିବା ପାଇଁ ତୁମେ ଅର୍ଚ୍ଚନାଙ୍କୁ ବାଧ୍ୟ କରିଥିଲ। ଆଉ ଜଗବନ୍ଧୁ କହୁଥିବେ ନାଇଁ ସାର ସେମିତି କିଛି ନାହିଁ। ଆମେ ଦୁହେଁ ମିଶି କେବଳ ଏହି ଯୋଜନା ଆରମ୍ଭ କରିଥିଲୁ। ଅର୍ଚ୍ଚନା ଆଉ ମୁଁ ଦୁହେଁ ସାଙ୍ଗ ହୋଇ କଳା ସାମ୍ରାଜ୍ୟ ବିସ୍ତାର କରିଥିଲୁ। ପୋଲିସ ପୁଣି ପଚାରୁ ଥିବ ଏହି କାମ ଆରମ୍ଭ କରିବାକୁ କେବେ ଠାରୁ ତୁମ ମନକୁ ଏହି ଆଇଡ଼ିଆ ଆସିଥିଲା।

ସାର 2016 ମସିହାରୁ ଆମେ ଏହି ଯୋଜନା ଆରମ୍ଭ କରିଥିଲୁ। ତେବେ ବନ୍ଧୁଗଣ ଏମିତି କିଛି ପୋଲିସର ପ୍ରଶ୍ନ ଥିବ ଆଉ ଜଗବନ୍ଧୁ ଝାଳ ନାଳ ହୋଇ ଖଣ୍ଡି ଖଣ୍ଡି କଥା କହି ଜଗବନ୍ଧୁ ଏହାର ଉତ୍ତର ଦେଉଥିବେ ବୋଲି ଲୋକେ କହୁଛନ୍ତି। ଆଉ ଜଗବନ୍ଧୁ ଏବେ ପୋଲିସ ହେପା ଜତରେ ଥିବା ବେଳେ ଅନୁତାପ କରୁଥିବେ କାହିଁକି ସେ କଳା ସାମାର୍ଯ୍ୟ ବିସ୍ତାର କରିଥିଲେ।

ଆଉ କାହିଁକି ସେ ଏଭଳି ଭୁଲ କରୁଥିଲେ। ଆଉ ମନେ ମନେ ହୁଏତ ଅର୍ଚ୍ଚନାଙ୍କୁ ବହୁତ ଗାଳି କରୁଥିବେ। କହୁଥିବେ କି ଭୁଲ ହେଇଯାଇଛି ଅର୍ଚ୍ଚନାଙ୍କ କଥାରେ ଯାଇ। ଧନୀ ହେବାର ଲୋଭ ଆଜି ତାଙ୍କୁ ପୋଲିସ ହେପାଯତକୁ ନେଇ ଆସିଛି। ଦିନେ ଖଟ ତଳେ ସୋଇ ଜଗବନ୍ଧୁ ଯେଉଁ ଭିଡିଓ ସୁଟ କରୁଥିଲେ ତାହା ପାଇଁ ମଧ୍ୟ ଜଗବନ୍ଧୁ ଅନୁତାପ କରୁଥିବେ।

ଯେଉଁ କଳା ସାମାର୍ଯ୍ୟ ବିସ୍ତାର କରିବାକୁ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ବର୍ଷ ବର୍ଷ ସମୟ ଲାଗିଥିଲା ତାହା ଆଜି ଚୁରମାର ହୋଇଯାଇଛି। ଧନି ବ୍ୟକ୍ତି ମାନଙ୍କୁ ଫସାଇବା ଆଉ ତାଙ୍କୁ ଲୁଟ କରିବା ଏବେ ଦୁହିଁଙ୍କ ପାଇଁ ମହଙ୍ଗା ପଡିଛି ବୋଲି ଏ କଥା ମଧ୍ୟ ଲୋକେ ଆଲୋଚନା କରୁଛନ୍ତି। ତେବେ ବର୍ତ୍ତମାନ ପୋଲିସ ଜଗବନ୍ଧୁଙ୍କୁ ପ୍ରଶ୍ନ ବାଣରେ ଝାଳ ନାଳ କରୁଥିବା ବେଳେ ଜଗବନ୍ଧୁ ଓ ଅର୍ଚ୍ଚନା ଦୁହେଁ ଅନୁତାପ କରୁଥିବେ ବୋଲି ଜନସାଧାରଣ ବେଶ ଆଲୋଚନା କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହି ଘଟଣାରେ ସାମ୍ନାକୁ କେଉଁ ନୂଆ ନୂଆ ତଥ୍ୟ ଆସୁଛି।

Leave a Reply

Your email address will not be published. Required fields are marked *