ଚୁଇଁଗମ ଭଳି ଚୋବେଇ ମତେ ଅଇଁଠା କରି ଫିଙ୍ଗି ଦେଲୁ ….

ମତେ ମିଛରେ ତୋ ପ୍ରେମ ଜା-ଲରେ ଫସା-ଇଲୁ।ମି-ଛ ପ୍ରେମରେ ରଙ୍ଗୀନ ଦୁନିଆରେ ସ୍ୱପ୍ନ ଦେଖାଇଲୁ। ମତେ ମନ ଭରି ଉପଭୋଗ କଲୁ। ଯେତେବେଳେ ଇଚ୍ଛା ହେଲା ମୋ ଶରୀର ସହ ଖେଳିଲୁ। ତୋ ଇଚ୍ଛାକୁ ସମ୍ମାନ ଦେଇ ତୋ ପାଖେ ନିଜକୁ ସମର୍ପଣ କରିଦେଲି। ତୋ ଖୁସି ପାଇଁ ମୁଁ ନିଜ ଖୁସିକୁ ନିଜ ଇ-ଜତ ମଧ୍ୟ ଦେଖିଲି ନାହିଁ । ତୁ ତୋ ଦେହର ଭୋକ ମେଣ୍ଟା-ଇଲୁ। ଆଉ ତୋ ଭୋକ ମେ-ଣ୍ଟି ଯିବା ପରେ ମତେ ଅଇଁ-ଠା କରି ସାରିବା ପରେ ତୁ ମତେ ଚୁଇଁଗମ ଭାବି ଫି-ଙ୍ଗି ଦେଇ ଚାଲିଗଲୁ। ଟିକେ ହେଲେ ମୋ କଥା ଭାବିଲୁନି ମୋର ଏ ଶରୀ-ରକୁ ତୁ ଉପଭୋଗ କରିବା ପରେ ମୁଁ ଏ ଶରୀର ନେଇ କେଉଁଠିକୁ ଯିବି କିଏ ମତେ ଗ୍ରହଣ କରିବ।

ତୋ ମନରେ ଯଦି ଏତେ କିଛି ଥିଲା ତୁ ମତେ ପ୍ରଥମରୁ କହି ପାରିଥାନ୍ତୁ ତୁ ମତେ ନୁହଁ ମୋ ଶରୀରକୁ ଭଲ ପାଉଛୁ ବୋଲି। ବିଶ୍ୱାସ କରେ କେବେ ତତେ ବିଶ୍ୱାସ କରି ମୋ ଶରୀର ସହ ଖେଳିବାକୁ ତତେ ସୁଯୋଗ ଦେଇନଥାନ୍ତି। ହେଲେ ତୁ ମତେ ଏତେ ମି-ଛ କହିଲୁ ଯେ ମତେ ତୁ ଏମିତି ପ୍ରେମର ଦୁନିଆରେ ରଙ୍ଗୀନ ସ୍ୱପ୍ନ ଦେଖାଇଲୁ ଯେ ମୁ ତୋ ପ୍ରତ୍ୟକଟି ମି-ଛକୁ ସତ ଭାବିନେଲି ଛି ଏମିତି କିଏ କାହା ସହ ଛ-ଳନା କରେ କହିଲୁ ? ଯଦି ତୋର ମତେ ବିବାହ କରିବାର ନଥିଲା ତେବେ ତତେ ମୁଁ କଣ କହିଥିଲି ମତେ ଭଲ ପାଇବାକୁ। ମୋ ଭିତରେ ବିଶ୍ୱାସ ଜନ୍ମାଇ ଶେଷରେ ଅଧା ରାସ୍ତାରେ ହାତ ଛାଡିବାକୁ।

ବନ୍ଧୁଗଣ ପ୍ରେମ ଇଂଷ୍ଟା ଗ୍ରାମରୁ ଆରମ୍ଭ ହୋଇଥିଲା। ଦୁହେଁ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ। ଆଉ ସୋସିଆଲ ମିଡିଆରେ ପ୍ରଥମେ ଗଢିଉଠିଥିଲା ବନ୍ଧୁତା ତା ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ପରେ ଏହା ପରେ ଧୀରେ ଧୀରେ ସ-ମ୍ପର୍କ ନିବିଡ଼ ହେଲା ଆଉ ଯୁବତୀଙ୍କ ଅଭି-ଯୋଗ ଅନୁଯାୟୀ ଦୁହେଁ ଶାରୀ-ରିକ ସ-ମ୍ପର୍କ ରଖିଲେ। 14 ମାସର ସମ୍ପ-ର୍କରେ ଯୁବକ ଜଣଙ୍କ ଅନେକ ଥର ଯୁବତୀଙ୍କ ସହ ପ୍ରେମ ସମ୍ପ-ର୍କ ରଖିଥିଲେ। ଏହା ପରେ ଯେତେବେଳେ ଯୁବକଙ୍କ ମନ ଭରି ଯାଇଥିଲା।

ଯେତେବେଳେ ଯୁବକ ଯୁବତୀଙ୍କ ଶରୀରକୁ ଅଇଁଠା କରି ନିଜର ଦେହର ଭୋକ ମେ-ଣ୍ଟାଇ ସାରିଥିଲେ ସେତେବେଳେ ଯୁବତୀଙ୍କୁ ଧୋ-କା ଦେଇଥିଲେ। ହେଲେ ଯୁବକଙ୍କ ଧୋ-କାକୁ ଯୁବତୀ ସହଜରେ ଗ୍ରହଣ କରି ପାରିନଥିଲେ କାରଣ ଯୁବତୀ ଜଣଙ୍କ ଯୁବକଙ୍କୁ ନିଜଠୁ ବି ଅଧିକ ଭଲ ପାଉଥିଲେ ବିଶ୍ୱାସ କରିଥିଲେ ଆଉ ଭରଷା ମଧ୍ୟ ରଖିଥିଲେ। କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଏମିତି ଗୋଟେ ଦିନ ଆସିବ ଯେଉଁ ଦିନ କି ତାଙ୍କୁ ତାଙ୍କ ପ୍ରେମିକ ଅଧା ରାସ୍ତାରେ ନିଜର ଆଶା ଅଭିଳାଷ କୁ ପୂର୍ଣ୍ଣ କରି ସାରିବା ପରେ ଛାଡି ଦେବ।

ତେଣୁ ଯୁବତୀ ଜଣଙ୍କ ନିଜର ପ୍ରେମକୁ ପାଇବା ପାଇଁ। ଆଉ ନିଜକୁ ନ୍ୟା-ୟ ଦେବା ପାଇଁ ଯାଜପୁର ରୁ ଚାଲିଆସିଥିଲେ କେନ୍ଦ୍ରାପଡା।ଆଉ ଯୁବକଙ୍କ ଘର ସାମ୍ନାରେ ଧାର-ଣାରେ ବସିଥିଲେ। ଏ ଘଟ-ଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ମାର୍ଶାଘାଇ ଥା-ନା ଅଞ୍ଚଳର। ଏହି ଅଞ୍ଚଳର ଯୁବକ ରଞ୍ଜନ ଇଂଷ୍ଟା ଗ୍ରାମରେ ଯାଜପୁର ଜିଲ୍ଲାର ଜଣେ ଯୁବତୀ ପ୍ରତିକ୍ଷାଙ୍କୁ ଭଲ ପାଉଥିଲେ। ପ୍ରେମର ରଙ୍ଗୀନ ଦୁନିଆରେ ମିଠା ମିଠା କଥା କହି ପ୍ରେମିକାଙ୍କ ମନ ଜିଣି ଥିଲେ ଆଉ ନିଜର ସ୍ୱପ୍ନ ଓ ନିଜର ମନରେ ଥିବା ଶରୀରର ଭୋକକୁ ମେ-ଣ୍ଟାଇ ସାରିବା ପରେ ଯୁବତୀଙ୍କ ସହ ପ୍ରତା-ରଣା କରିଥିଲେ । ହେଲେ ଯୁବକଙ୍କ ଏପରି ପ୍ରତା-ରଣାକୁ ସହି ପାରିନଥିଲେ ଯୁବତୀ ଜଣଙ୍କ। ନିଜ ପ୍ରେମ ପାଇଁ ନିଜକୁ ନ୍ୟା-ୟ ଦେବା ରଞ୍ଜନଙ୍କ ଘର ସାମନାରେ ବସିରହିଥିଲେ।

ଯୁବତୀ ଜଣଙ୍କ ମନେ ମନେ କହୁଥିଲେ ପ୍ରେମ କଲୁ ଭଲ ବି ପାଇଲୁ। ମିଛ ଦେଖାଇଲୁ ମୋ ଇ-ଜତ ନେଲୁ। ଏବେ ମୁଁ ତୋ ଘର ସାମ୍ନାରେ ବସିଛି ଗାଁ ସାରା ଲୋକେ ଆସୁଛନ୍ତି ମତେ ବଲ ବଲ କରି ଚାହୁଁଛନ୍ତି ଆଉ ମନେ ମନେ ମତେ ଚରିତ୍ର ହୀନା କହି ଚାଲି ଯାଉଛନ୍ତି। କହ ତତେ ବିଶ୍ୱାସ କରିବା କଣ ଭୁଲ ଥିଲା। ଆଜି ତୁ ସମାଜ ଆଗରେ ମତେ ନିଚ୍ଚ କରିଦେଲୁ। ସମାଜ ମତେ ଆଖି ଉଠାଇ ଚାହୁଁଛି। ମୋ ଚରିତ୍ରକୁ କଳ-ଙ୍କିତ କହୁଛି। ମୁଁ ଗୋଟେ ଝିଅ ଏ ସମାଜକୁ କେମିତି ସାମ୍ନା କରିବି କହ।

ବନ୍ଧୁଗଣ ଏବେ ପ୍ରେମ ପ୍ରତା-ରଣା ଖବର ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଉ ଏକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ। ପ୍ରେମିକର ଘର ଆଗରେ ପ୍ରେମିକା ବସିଥିବା ବେଳେ ପ୍ରେମିକର ଘରେ ଝୁଲୁଛି ତାଲା। ଏପଟେ ପ୍ରେମିକା କହୁଛନ୍ତି ତାଙ୍କୁ ନ୍ୟା-ୟ ଦରକାର। ତାଙ୍କ ଶରୀର ସହ ଓ ତାଙ୍କ ବିଶ୍ୱାସ ସହ ଯୁବକ ଖେଳି ଏବେ ତାଙ୍କୁ ଛାଡି ଦେଇଛନ୍ତି। ତେବେ ଯୁବତୀଙ୍କ ଅଭି-ଯୋଗ ଯଦି ସତ ହୋଇଥାଏ ତେବେ ପୋଲି-ସର ତ-ଦନ୍ତ ପରେ ଦୋ-ଷୀ ବିରୋ-ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *