ମହିଳାଙ୍କୁ ବେଡ଼ ରୁମକୁ ଡାକୁଥିଲେ ରେଲୱେ କର୍ମଚାରୀ,ମହିଳା ଅଳତା ସିନ୍ଦୂର ପିନ୍ଧାଇ ନି-ର୍ଧୁମ ଛେ-ଚିଲେ।

ବୁଢା ବୟସରେ ରେଲୱେ କର୍ମଚାରୀଙ୍କ ଉଛୁଳା ପ୍ରେମ ଉଛୁଳୁଥିଲା। ଆଉ ରେଲୱେ କର୍ମଚାରୀ ଜଣଙ୍କ ଏକ ମହିଳାଙ୍କୁ ନିଜ ବେଡ଼ ରୁମକୁ କିଛି ସମୟ ବିତାଇବା ପାଇଁ ଡାକିଥିଲେ। ହେଲେ ମହିଳା ମାନେ ମିଶି ରେଲୱେ କର୍ମଚାରୀଙ୍କ ଏପରି ଅବସ୍ଥା କଲେ ଯାହା ରେଲୱେ କର୍ମଚାରୀ ଜଣଙ୍କ କେବେ ସ୍ୱପ୍ନରେ ସୁଦ୍ଧା ଏପରି ଭାବି ନଥିବେ। ପାଦରେ ଅଳତା। ପିଠିରେ ଦୁମ ଦୁମ କେଜିକିଆ ବିଧା। ଆଉ କିଏ ଛାଁଚୁଣିରେ ସେକି ଦେଉଛି ତ ଆଉ କିଏ ଝାଡ଼ି ଦେଉଛି। ଏମିତି ପରିସ୍ଥିତି ଉପୁଜିଥିଲା।

ଅଧା ବୟସରେ ଉଛୁଳା ପ୍ରେମର ନି-ଶା ଏକ ଦମ ଖସିଯାଇଥିଲା ରେଲୱେ କର୍ମଚାରୀଙ୍କର। ମହିଳା ମାନେ ଏକାଠି ହୋଇ ରେଲୱେ କର୍ମଚାରୀଙ୍କୁ ବେଡ଼ ରୁମକୁ ଡାକିବା ଆଉ ସମୟ କା-ଟିବାର ମଜା ଚାଖଇ ଦେଇଥିଲେ। ପାଦରେ ଅଳତା ପିନ୍ଧାଇ ହାତରେ ଚୁଡ଼ି ପିନ୍ଧାଇ ଝାଡୁ ରେ ଝାଡ଼ି ଦେଇ ଯାଇଥିଲେ ଏହି ବାବୁ ଜଣଙ୍କୁ। ଘଟ-ଣା କଣ କାହିଁକି ଜଣେ ରେଲୱେ କର୍ମଚାରୀଙ୍କ ସହ ମହିଳା ମାନେ ଏପରି ବ୍ୟବହାର କରୁଛନ୍ତି ତାହା କେହି ହେଲେ ମଧ୍ୟ ବୁଝି ପାରୁନଥିଲେ।

ସେହି ରାସ୍ତା ଦେଇ ଯିଏ ଯାଉଥିଲେ ସେ ଦୁଇ ମିନିଟ ପାଇଁ ଅଟକି ଯାଉଥିଲେ ଆଉ ଭାବୁଥିଲେ କାହିଁକି ଅନେକ ମହିଳା ଏକାଠି ହୋଇ ଜଣେ ଅର୍ଧ ବୟସ୍କ ଲୋକଙ୍କ ସହ ଏପରି ବ୍ୟବହାର କରୁଛନ୍ତି ଆଉ ଯେତେବେଳେ ପୁରା ଘଟ-ଣା ସାମ୍ନାକୁ ଆସିଥିଲା ସେତେବେଳେ ମୁଣ୍ଡରେ ହାତ ଦେଇଥିଲେ। ରେଲୱେ କର୍ମଚାରୀ ରଙ୍ଗିଲା ବାବୁଙ୍କ ପ୍ରେମ ନି-ଶା ଜାଣିବା ପରେ ସମସ୍ତେ କହୁଥିଲେ ଆହୁରି ସେକ ମୁହଁକୁ ସେକ। ବନ୍ଧୁଗଣ ଏ ଘ-ଟଣା କିଛି ଏପରି ଥିଲା।

ଜଣେ ରେଳ ବିଭାଗର ଅଧିକାରୀ ଙ୍କ ପାଖକୁ କୌଣସି ଏକ କାର୍ଯ୍ୟରେ ମହିଳା ଜଣଙ୍କ ଆସିଥିଲେ। ଆଉ ମହିଳାଙ୍କୁ ଦେଖି ରେଳ ବିଭାଗର କର୍ମଚାରୀ ଜଣଙ୍କ କରିଥିଲେ ଖରାପ ବ୍ୟବହାର। ଏପରିକି ମହିଳା ଜଣଙ୍କୁ ରଙ୍ଗିଲା ବାବୁ ଜଣଙ୍କ ବଡ଼ ସରଧାରେ ବେଡ଼ ରୁମକୁ ଡାକିଥିଲେ ଆଉ ତା ପରେ ମହିଳାଙ୍କ ରାଗ ପହଞ୍ଚିଥିଲା ପଞ୍ଚମରେ। ଆଉ ଶେଷରେ ସମସ୍ତ ମହିଳା ଏକାଠି ହୋଇ ରଙ୍ଗିଲା ବାବୁଙ୍କ ପ୍ରେମ ନି-ଶା ଏକ ଦମ ଭାବେ ଛଡାଇ ଦେଇଥିଲେ।

ଏ ଘ-ଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲାରୁ। ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ଜଣେ ମହିଳାଙ୍କ ଜମି ଉପରେ ରେଳ ଲାଇନ ଯିବା ପାଇଁ ରେଳ ବିଭାଗ ତରଫରୁ 18 ଲକ୍ଷ ଟଙ୍କା ମିଳିବା ନେଇ ସ୍ଥିର ହୋଇଥିଲା ମାତ୍ର ପରେ ଏହି ବାବୁ ଜଣଙ୍କ ମହିଳାଙ୍କ ଜମିରେ କୌଣସି ଅସୁବିଧା ଥିବା କଥା କହି ମହିଳାଙ୍କୁ କହିଥିଲେ ତୁମେ ଘରକୁ ଆସ ମୁଁ ତୁମର ସମସ୍ୟାର ସମାଧାନ କରିଦେବି। ଆଉ ଯେତେବେଳେ ମହିଳା ଜଣଙ୍କ ରେଲୱେ ବିଭାଗର ଅଧିକାରୀଙ୍କୁ ଭେଟିଥିଲେ ସେତେବେଳେ ରଙ୍ଗିଲା ବାବୁ ଜଣଙ୍କ ତାଙ୍କୁ ବେଡ଼ ରୁମକୁ ଡାକିବା ସହ ଆଶା-ଳୀନ ଭାଷାରେ ଗା-ଳି କରିଥିଲେ। ଏନେଇ ମହିଳା ଜଣଙ୍କ ଥା-ନାରେ ଅଭି-ଯୋଗ କରିବା ପରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଜଣାଇଥିଲେ। ହେଲେ ମହିଳାଙ୍କ ଅଭି-ଯୋଗ କେହି ନଶୁଣିବାରୁ ମହିଳା ଜଣଙ୍କ ତାଙ୍କ ପ୍ରତି ହୋଇଥିବା ଖରାପ ବ୍ୟବହାରର ପ୍ରତି-ଶୋଧ କିପରି ନେବେ ତାହା ଚିନ୍ତା କରୁଥିଲେ।

ତେବେ ସବୁ ଜାଗାରେ ପୋ-ଲିସ ପ୍ରଶା-ସନ ଠୁ ନି-ରାଶ ହେବା ପରେ ରେଲୱେ ବାବୁଙ୍କୁ ଉଚିତ ଜ-ବାବ କିପରି ଦେବେ ସେନେଇ ଚିନ୍ତା କରିଥିଲେ। ଓ ମହିଳା ମାନଙ୍କୁ ଏହି ଘ-ଟଣା ବିଷୟରେ ଜଣାଇ ମହିଳାଙ୍କ ସାହାଯ୍ୟ ଲୋଡିଥିଲେ। ପରେ କିଛି ମହିଳା ଏକାଠି ହୋଇ ରେଲୱେ ବାବୁଙ୍କ ଯିବା ବାଟକୁ ଚାହିଁରହିଥିଲେ। ଆଉ ଯେତେବେଳେ ରେଲୱେ ବାବୁ ଜଣଙ୍କ ମହିଳାଙ୍କ ସାମ୍ନାରେ ପଡିଲେ ସେତେବେଳେ ତାଙ୍କ ପ୍ରତି ହୋଇଥିବା ଖରାପ ବ୍ୟବହାର ଓ ରସି-କିଆ ବାବୁଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତ ମହିଳା ମିଶି ରଙ୍ଗିଲା ବାବୁଙ୍କ ପାଦରେ ଅଳତା ହାତରେ ଚୁଡ଼ି ଆଉ ମଥାରେ ସିନ୍ଦୁର ପିନ୍ଧାଇ ଚଢାଇଥିଲେ ମା-ଡ଼।

ଝା-ଡୁରେ କିଏ ପି-ଟିଦେଇ ଯାଉଥିଲେ ତ ଆଉ କିଏ ଗାଲରେ ଚା-ପୁଡ଼ା ପରେ ଚା-ପୁଡ଼ା କଷି ଦେଇ ଯାଉଥିଲେ। ପରେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଉକ୍ତ ରେଲୱେ କର୍ମଚାରୀ ଙ୍କୁ ଉ-ଦ୍ଧାର କରିଥିଲେ। ତେବେ ଏହି ଘଟ-ଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେହି କେହି ମହିଳାଙ୍କ ଏପରି କାର୍ଯ୍ୟ ଦେଖି କହୁଛନ୍ତି ଠିକ କରିଛନ୍ତି ମହିଳା।

Leave a Reply

Your email address will not be published. Required fields are marked *