ପ୍ରେମିକଙ୍କୁ ଧୋ-କା ଦେଇ ପ୍ରେମିକା ଆଉ ଜଣଙ୍କ ସହ ଚାଲିଗଲେ ଓୟୋ , ଆଉ ତାପରେ ଦୁହେଁ ପି-ଟାପି-ଟି ହୋଇ ଥା-ନାରେ ପହଞ୍ଚିଲେ

ପ୍ରେମ , ତାପରେ ବିବାହ ଆଉ ଶେଷରେ ଛା-ଡପ-ତ୍ର । ପ୍ରେମୀଯୁଗଳଙ୍କର ଏଭଳି କାର-ନାମା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଆଉ ବର୍ତ୍ତମାନ ଉଭୟେ ପି-ଟାପି-ଟି ହୋଇ ମୁଣ୍ଡ ଫଟାଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଉଭୟଙ୍କ ବିରୋ-ଧରେ ଅଭି-ଯୋଗ ଦାୟର କରିଛନ୍ତି । ତେବେ ପ୍ରାୟତଃ ଏଭଳି ଖବର ସବୁଦିନ ଆସୁଥିବା କଥା ଆମେ ସମସ୍ତେ ଜାଣିଥିବା । ଦୁନିଆଁର ଏଭଳି କା-ଣ୍ଡ ଘ-ଟିବା ବି ସାଧାରଣ ହୋଇଗଲାଣି ।

ତେବେ ସୂଚନା ମୁତାବିକ , ଇନଷ୍ଟାଗ୍ରାମରୁ ଗଢି ଉଠେ ବନ୍ଧୁତା ଆଉ ତାପରେ ପ୍ରେମ ସମ୍ପର୍କ । ଦୁହେଁ ଦୁହିଁଙ୍କୁ ଦେଇ ବସନ୍ତି ମନ । ଆଉ ତାପରେ ପରସ୍ପର ସହ ଦେଖା ହୁଅନ୍ତି । ୨୦୨୦ ମସିହାରୁ ଆରମ୍ଭ ହୁଏ ପ୍ରେମ । ଆଉ ୨୦୨୧ରେ ଦୁହେଁ କୋର୍ଟରେ ବିବାହ ମଧ୍ୟ କରିପକାନ୍ତି କିନ୍ତୁ ୨୦୨୨ ବେଳକୁ ଦୁହେଁ ଛା-ଡପ-ତ୍ର ପାଇଁ ଆବେଦନ କରନ୍ତି । ତେବେ ସୂଚନା ମୁତାବିକ , ପୁଅ ଭଦ୍ରକର ହୋଇଥିବା ବେଳେ ଝିଅ ଜଣକ ଯାଜପୁରର ଅଟନ୍ତି ।

ବିବାହ କରିସାରିବା ପରେ ଦୁହେଁ କଟକର ଏକ ଭଡା ଘରେ ରହୁଥିଲେ ଆଉ ସେଠାରେ ଚାକିରୀ କରୁଥିଲେ । କିନ୍ତୁ ଦୁହିଁଙ୍କର ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୨୧ ରେ ବିବାହ କରିଥିବା ଏହି ପ୍ରେମୀଯୁଗଳ ୨୦୨୨ ରେ ହିଁ ଛା-ଡପ-ତ୍ର ପାଇଁ ଆବେଦନ କରିଥିଲେ ଆଉ ତାପରେ ଯେ ଯାହା ଘରକୁ ଫେରି ଯାଇଥିଲେ । କିନ୍ତୁ ଘରକୁ ଯିବାର କିଛି ମାସ ପରେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଫୋନ କରି ଭୁବନେଶ୍ୱର ଡାକିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇ ଯାଇଥିଲା ।

କିନ୍ତୁ ଭୁବନେଶ୍ବରରେ ରହିବା ପରେ ସ୍ତ୍ରୀ ଜଣକ ଆଉ ଜଣେ ପୁରୁଷ ସହିତ ଓୟୋ ହୋଟେଲ ଯାଇଥିଲେ । ତେବେ ଏହି କଥା ସହି ପାରିନଥିଲେ ସ୍ୱାମୀ ଆଉ ତାଙ୍କୁ ବୁଝାଇଥିଲେ କି ଛା-ଡପ-ତ୍ର ହୋଇଯାଉ , ତାପରେ ଯୁଆଡେ ଯିବ । କିନ୍ତୁ ସ୍ତ୍ରୀ ଏହି କଥା ମାନି ନଥିଲେ । ଆଉ ତାପରେ ଦୁହିଁଙ୍କ ମଧ୍ୟରେ ମା-ଡ଼ଗୋ-ଳ ଆରମ୍ଭ ହୋଇଥିଲା । ଆଉ ପି-ଟାପି-ଟି ହୋଇ ଦୁହିଁଙ୍କର ମୁଣ୍ଡ ଫା-ଟି ଯାଇଥିଲା । ଏହାପରେ ଦୁହେଁ ଯାଇ ଥା-ନାର ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *