ବର୍ଷା କହିଲେ ଏଭଳି କଥା , କହିଲେ ଟୁଙ୍ଗୁରୁ ଭୋଳ ଆମ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ଭାଇରାଲ କରିଛନ୍ତି

ବର୍ଷା ଆଉ ଟୁଙ୍ଗୁରୁ ବି-ବା-ଦ ଥମିବାକୁ ନାମ ନେଉନାହିଁ । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ଟୁଙ୍ଗୁରୁ ବର୍ଷାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି କିନ୍ତୁ ବର୍ଷା ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଦୁହେଁ ଦୁହିଁଙ୍କର ଏକ ଅଲଗା ଦୁନିଆଁ ପାଇଁ ଦେଖିଥିଲେ ସ୍ବପ୍ନ । କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ଭୋଳ କ୍ୟାମେରା ଆଗରେ କିଛି ମଧ୍ୟ ସ୍ୱୀକାର କରୁ ନାହାଁନ୍ତି । ଆଉ କହୁଛନ୍ତି ବର୍ଷା ତାଙ୍କ ଠାରୁ ବୟସରେ ବହୁତ ବଡ଼ କି ତାଙ୍କୁ କେବେ ସେ ଭଲ ପାଇ ନାହାଁନ୍ତି , ତେଣୁ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବେ ନାହିଁ ।

ଅନ୍ୟପକ୍ଷରେ ବର୍ଷା ଟୁଙ୍ଗୁରୁଙ୍କର ସମସ୍ତ ମନ୍ତବ୍ୟକୁ ମି-ଥ୍ୟା ବୋଲି କହିଛନ୍ତି ଆଉ କହୁଛନ୍ତି କି ଟୁଙ୍ଗୁରୁ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବେ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ ଫା-ଙ୍କି ଦେଉଛନ୍ତି । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଅଛି । ଟୁଙ୍ଗୁରୁ ଆଉ ବର୍ଷାର ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏଥିପାଇଁ ଟୁଙ୍ଗୁରୁଙ୍କୁ ଦାୟୀ କରିଛନ୍ତି ବର୍ଷା । ସେ କହିଛନ୍ତି କି , ଟୁଙ୍ଗୁରୁ ନିଜେ ଏସବୁ ଭାଇରାଲ କରିଛି ।

କିନ୍ତୁ ଏଗୁଡ଼ିକ ଭାଇରାଲ କରିବାର କୌଣସି ଆବଶ୍ୟକତା ନଥିଲା । ଅନ୍ତରଙ୍ଗ ମୁହୂର୍ତ୍ତକୁ କାହିଁକି ସେ ଭାଇରାଲ କଲେ । ସେଥିପାଇଁ ନିଜ ନ୍ୟା-ୟ ପାଇଁ ଦାବି କରିଛନ୍ତି ବର୍ଷା ଭୋଳ । ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି ନ୍ୟା-ୟ ପାଇଁ । ତେବେ ଏ ସବୁ ମଧ୍ୟରେ କିଏ ସତ କହୁଛି ଆଉ କିଏ ମି-ଛ କହୁଛି ସେ କଥା ତ ସମୟ ହିଁ କହିବ । ଦୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ଟୁଙ୍ଗୁରୁଙ୍କୁ ବର୍ଷା ସବୁ ପରିସ୍ଥିତିରେ ଦାୟୀ କରି ଦେଉଛନ୍ତି । ଆଉ କହୁଛନ୍ତି କି ତାଙ୍କ ପାଇଁ ସେ ନିଜ ଘର ପରିବାରକୁ ଛାଡିଲେ।

ନିଜ ସ୍ୱାମୀ ଆଉ ପିଲା ଛୁଆକୁ ବି ସେ ଟୁଙ୍ଗୁରୁ ପାଇଁ ଛାଡିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ମିଳୁଛି କଣ । ସେ ନିଜର ଇ-ଜ୍ଜ-ତ ବି ହରାଇ ସାରିଲେଣି । ସମଗ୍ର ଓଡିଶାବାସୀ ତାଙ୍କୁ ଜାଣି ସାରିଲେଣି । ସମସ୍ତେ ତାଙ୍କ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ମଧ୍ୟ ଦେଖି ସାରିଲେଣି । ସେଥିପାଇଁ ସେ ଏବେ ଆଉ କଣ କରିବେ । ବର୍ତ୍ତମାନ ସେ ଟୁଙ୍ଗୁରୁ ଭୋଳଙ୍କର ନିଶ୍ଚିତ ହୋଇ ରହିବେ ଆଉ ଯାହା ବି ହେଉ ନା କାହିଁକି ସେ ଟୁଙ୍ଗୁରୁଙ୍କୁ ବିବାହ କରିବେ ଆଉ ତାଙ୍କ ଘରର ବୋହୁ ହୋଇ ଯିବେ ।

Leave a Reply

Your email address will not be published. Required fields are marked *