କ-ଏଦୀ ମାନଙ୍କ ପାଇଁ ଆସିଲା ନୂଆ ଆ-ଇନ:- ଜେ-ଲ ଭିତରେ କ-ଏଦୀ କରିବେ ରୋ-ମାନ୍ସ, ଜାଣନ୍ତୁ କେଉଁ କେଉଁ ନି-ୟମ ଓ ସର୍ତ୍ତ ରଖାଯାଇଛି।

ଆପଣ ଆମର ହେଡିଂ ପଢି ଭାବନାରେ ପଡି ଯାଇଥିବେ ଏବଂ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଯେଉଁ କଏଦୀ ମାନେ ବିବାହିତ ଅଟନ୍ତି ଏବଂ ସେମାନେ ଜେ-ଲ ଭିତରେ ଦ-ଣ୍ଡ ଭୋଗ କରୁଛନ୍ତି ତେବେ ସେମାନେ ଏହି ଆଇ-ନକୁ ଉପଭୋଗ କରି ପାରିବେ। ତେବେ ଏଭଳି ଚୂଡାନ୍ତ ପଦକ୍ଷେପ ପଞ୍ଜାବ ସରକାର ନେଇଛନ୍ତି। କ-ଏଦୀ ମାନେ ଜେ-ଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦା-ମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ। କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏଥିପାଇଁ କିଛି ସର୍ତ୍ତ ଓ ନିୟ-ମାବଳୀ ରଖା ଯାଇଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

ଜେ-ଲ ଭିତରେ କ-ଏଦୀ ରୋ-ମାନ୍ସ କରିବା କଥା ଆପଣ ସହଜରେ ହଜମ କରି ପାରୁ ନଥିବେ କିନ୍ତୁ ଏଭଳି ବ୍ୟବସ୍ଥା ପଞ୍ଜାବ ରାଜ୍ୟର କେତେକ ବିଶେଷ ଜେ-ଲରେ ଲାଗୁ କରାଯାଇଛି। ସେଗୁଡିକ ହେଲା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେ-ଲ ଓ ଭାଟିଣ୍ଡାରେ ଥିବା ନୂଆ ଜେ-ଲ। ଉକ୍ତ ଜେଲ ଗୁଡିକରେ ଏକ ବିଶେଷ କୋଠରୀ ନିର୍ମାଣ କରାଯାଇଛି ଏବଂ ଏହି କୋଠରୀ ଭିତରେ ସମସ୍ତ ପ୍ରକାର ସୁବିଧା ଯେପରିକି ଆରାମ ଦାୟକ ବେଡ଼ ଓ କୋଠରୀ ଭିତରେ ଲାଟିନ ବାଥ ରୁମ ମଧ୍ୟ ରହିଛି। କ-ଏଦୀ ଜଣକ ନିଜ ପାର୍ଟନର ସହ ଏଠାରେ ୨ ଘଣ୍ଟା କା-ଟି ପାରିବେ।

ନିୟମ ବା ସର୍ତ୍ତ

ତେବେ ଏହି ଆଇ-ନକୁ ଉପଭୋଗ କରିବା ପୂର୍ବରୁ କଏ-ଦୀକୁ ପ୍ରଥମେ ବିବାହର ପ୍ରମାଣ ପତ୍ର ଦେବାକୁ ପଡିବ। କେବଳ ସେତିକି ନୁହେଁ ଉଭୟ ଦମ୍ପ-ତିଙ୍କୁ ଏଚଆ-ଇଭି କିମ୍ବା ଅନ୍ୟ ଯୌ-ନ ସଂକ୍ର-ମଣ ରୋଗରେ ଆ-କ୍ରାନ୍ତ ନ ଥିବା ରି-ପୋର୍ଟ ଦେଖାଇବେ। ଏଥିସହ କୋଭିଡ୍‌ ନେଗେଟିଭ ରି-ପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ସମସ୍ତ କାଗଜକୁ ଯା-ଞ୍ଚ କରିବା ପରେ ରୋ-ମାନ୍ସ କରିବା ପାଇଁ ଅନୁମତି ମିଳିଥାଏ।

କିନ୍ତୁ ଏହି ନିୟମକୁ ସମସ୍ତ ହାର୍ଡକୋର ଅପ-ରାଧୀ, ଗ୍ୟା-ଙ୍ଗଷ୍ଟ-ର ଓ ଯୌ-ନ ନିର୍ଯା-ତନା ଭଳି ଅପ-ରାଧରେ ଗି-ରଫ ହୋଇଥିବା କ-ଏଦୀ ଉପଭୋଗ କରି ପାରିବେ ନାହିଁ। ତେବେ ପଞ୍ଜାବ ସରକାରଙ୍କ ଏଭଳି ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Leave a Reply

Your email address will not be published. Required fields are marked *