ରଙ୍ଗ ନମ୍ବରରୁ ପ୍ରେମ ତାପରେ ଗୋଟିଏ ଶାଢ଼ୀରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ :-

ସୋସିଆଲ ମିଡ଼ିଆ କିମ୍ବା ରଙ୍ଗ ନମ୍ବର ପ୍ରେମ ସମ୍ବ-ନ୍ଧରେ ଅନେକ ଘ-ଟଣା ଶୁଣିବାକୁ ମିଳିଥାଏ । ତେବେ ଯେମିତିବି ପ୍ରେମ ହେଉ ନା କାହିଁକି ସେଥିମଧ୍ୟରୁ କିଛି ପ୍ରେମ ସଫଳ ହେଉଥିବା ବେଳେ ଆଉ କିଛି ସଫଳ ହୋଇ ପାରେ ନାହିଁ । କେଉଁଠି ପ୍ରେମୀ ଯୁଗଳ ଦୁନିଆ ସହିତ ଲ-ଢ଼ି ନପାରି ଜୀବନ ହାରି ଦିଅନ୍ତି । ଆଉ କେଉଁଠି ହ-ତ୍ୟା ଉଦ୍ୟମ ହୋଇଯାଏ । ଏମିତି ଅନେକ ଘ-ଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘ-ଟଣା ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିନେବା ।

ବର୍ତ୍ତମାନ ସମୟରେ ଏକ ଘ-ଟଣା ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ତେବେ ଘ-ଟଣା ଏହା ଯେ ଦୁଇ ପ୍ରେମୀ ଯୁଗଳଙ୍କୁ ଝୁଲ-ନ୍ତା ଅବସ୍ଥାରେ ଉ-ଦ୍ଧାର କରାଯାଇଛି ଏବଂ ଶବ ଚିହ୍ନଟ ହେବା ପରେ ଯାହା ଜଣା ପଡ଼ିଛି ତାହା ଜାଣିଲେ ଆପଣ ମଧ୍ୟ ଦୁଃ-ଖ ପ୍ରକାଶ କରିବେ

ତେବେ ଘଟ-ଣା ଏହା ଯେ ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରେମ ରଙ୍ଗ ନମ୍ବର ଯୋଗେ ହୋଇଥିଲା । ରଙ୍ଗ ନମ୍ବରରୁ ପ୍ରେମ ସ-ମ୍ପର୍କ ଏତେ ନିବିଡ଼ତାକୁ ଆସି ଯାଇଥିଲା ଯେ ଯୁବତୀ ନିଜ ଘର ଛାଡ଼ି ଦେବାକୁ ମଧ୍ୟ ରାଜି ହୋଇ ଯାଇଥିଲେ ।

ତେବେ ଯୁବତୀ ଜଣକ ଘର ଛାଡ଼ି ନିଜ ପ୍ରେମିକଙ୍କ ସହିତ ତାଙ୍କ ଘରକୁ ପଳେଇ ଆସିଥିଲେ । କିଛିଦିନ ସେଠାରେ ରହିବା ପରେ ପ୍ରେମିକର ପରିବାର ଲୋକେ ଝିଅର ପରିବାର ଲୋକଙ୍କୁ ଡକେଇ ବିବାହ ପାଇଁ ଆଲୋଚନା କରିଥିଲେ । ସଠିକ ରୀତିନୀତି ସହିତ ବିବାହ ଚାଲିଥିବା ସମୟରେ ହଠାତ ସେଠାରେ ପହଞ୍ଚିଥିଲା ପୋ-ଲିସ । ଉଭୟ ପ୍ରେମିକ ଏବଂ ପ୍ରେମିକାକୁ ନେଇ ଯାଇଥିଲା ପୋ-ଲିସ ଷ୍ଟେ-ସନ । କାରଣ ଥିଲା ଯେ ଯୁବତୀଙ୍କର ମାତ୍ର ୧୭ ବର୍ଷ ହୋଇଥିଲା । ତେଣୁ ଯୁବକଙ୍କୁ କଡ଼ାକଡ଼ି ଭାବରେ ପୋ-ଲିସ ଯୁବତୀଙ୍କ ଠାରୁ ଦୂରେଇ ରହିବାକୁ କହିଥିଲା ।

ମାତ୍ର କିଛିଦିନ ପରେ ଯୁବକ ଜଣକ ଘର ଛାଡ଼ି ପଳାଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋ-ଜାଖୋ-ଜି ପରେ ବି କିଛି ସ-ନ୍ଧାନ ପାଇ ନଥିଲେ । ମାତ୍ର ଗାଁର ଜଣେ ଯୁବକ ତାଙ୍କୁ ଦେଖିଥିବା କହିଥିଲେ ।ଏହାକୁ ନେଇ ପ୍ରେମିକାର ବାପା ଯୁବକଙ୍କ ଘରକୁ ଆସି ଧ-ମକ ଦେଇ ଯାଇଥିଲେ ଏବଂ କହିଥିଲେ ଯେ ଯୁବକ ଜଣକ କୁଆଡ଼େ ତାଙ୍କ ଘରର ଟଙ୍କା ସୁନା ଗହଣା ସହିତ ତାଙ୍କ ଝିଅ ସହ କୁଆଡ଼େ ପଳାଇଛନ୍ତି ।

ମାତ୍ର ତାହାର କିଛି ଦିନ ପରେ ହିଁ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ମୃତ ଦେହ ଝୁ-ଲନ୍ତା ଅବସ୍ଥାରେ ଏକ ଗଛରୁ ମିଳିଥିଲା । ଯାହାକୁ ଦେଖି ତାଙ୍କ ପରିବାର ଲୋକେ ଭା-ଙ୍ଗି ପଡିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଏସବୁ ପଛରେ ଯୁବତୀଙ୍କ ବାପା ଦାୟୀ । ତେଣୁ ତାଙ୍କ ଉଚିତ ଦିଆଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *