ବ୍ୟାପାରରେ ହେଲା କ୍ଷ-ତି , ରା-ଗରେ ପୁଅକୁ ଜା-ଳିଦେଲା ବାପା :-

ମଣିଷର କ୍ରୋ-ଧ ତାର ସବୁଠାରୁ ବଡ଼ ଶ-ତ୍ରୁ ହୋଇଥାଏ । ଅନେକ ଘ-ଟଣା ବିଷୟରେ ଆପଣ ମାନେ ଶୁଣିଥିବେ ଯେ କ୍ରୋ-ଧରେ ମଣିଷ ସମୟ ସମୟରେ ଏପରି କାମ କରିଥାଏ ଯାହାକୁ ବଦଳିବା ଅସମ୍ଭବ ହୋଇଯାଏ । କିନ୍ତୁ ଯଦି ରାଗରେ ଜଣେ ପିତା ହାତରେ ପୁଅର ହ-ତ୍ୟା ହୋଇଯାଏ ତେବେ ଏପରି ନିନ୍ଦ-ନୀୟ କାର୍ଯ୍ୟ ଦୁନିଆରେ ଆଉ କିଛି ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି କ୍ରୋ-ଧରେ ଜଣେ ପିତା ନିଜ ପୁଅ ଦେହରେ ନି-ଆଁ ଲଗାଇ ଦେଇଛି ।

ସୁଚନା ଅନୁଯାୟୀ ଏହି ଘ-ଟଣା ବେଙ୍ଗାଲୁରୁର ଅଟେ । ଯେଉଁଠି ଜଣେ ବ୍ୟକ୍ତି ନିଜ ପୁଅ ଦେହରେ ନି-ର୍ମ-ମ ଭାବରେ ନି-ଆଁ ଲଗାଇ ଦେଇଛି । ତାହାର କାରଣ ପୁଣି ସେହିପରି ଅ-ଦ୍ଭୁ-ତ ଅଟେ । ବ୍ୟବସାୟରେ କ୍ଷ-ତି ହେବା କାରଣରୁ ପୁଅକୁ ଜା-ଳି ଦେଇଥିବା ସୁଚନା ରହିଛି । ଯାହାର ଭିଡ଼ିଓ ସେଠାକାର ସିସିଟିଭିରେ ରେ-କ-ର୍ଡ଼ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ତାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ତେବେ ବାସ୍ତବ ଘ-ଟ-ଣା ଏହା ଯେ ବେଙ୍ଗାଲୁରୁରେ ବ୍ୟବସାୟ କରୁଥିବା ୫୫ ବର୍ଷୀୟ ସୁରେନ୍ଦ୍ର କୁମାରଙ୍କର ରଙ୍ଗ ନିର୍ମାଣ ବ୍ୟବସାୟ ଥିଲା । ତେବେ ପୁଅ ଅର୍ପିତ ୩ ବର୍ଷ ତଳେ ବ୍ୟବସାୟ ଭାର ହାତକୁ ନେଇଥିଲେ ଏବଂ କାମ ଆରମ୍ଭ କରିଥିଲେ । କିନ୍ତୁ ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷ-ତି ହେଲା । ଯେଉଁ କାରଣରୁ ଅର୍ପିତ ଏସବୁ ବିଷୟରେ ନିଜ ପିତାଙ୍କୁ ନଜଣାଇ କ୍ଷ-ତି ଟଙ୍କା ଭରଣା କରିବାରେ ଚାହିଁଲେ । ଏଥିପାଇଁ ସେ କିଛି ଜମି ବନ୍ଧା ପକାଇବା ସହ ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କା ଲୋନ ମଧ୍ୟ ନେଲେ ।

ମାତ୍ର ଏସବୁ ସମ୍ବନ୍ଧରେ ଯେତେବେଳେ ସୁରେନ୍ଦ୍ରଙ୍କୁ ସ-ନ୍ଦେ-ହ ହେଲା ସେ ଅର୍ପିତଙ୍କୁ ବ୍ୟାଙ୍କ ଆକାଉଣ୍ଟ ଦେଖାଇବାକୁ କହିଲେ । କିନ୍ତୁ ଅର୍ପିତ ବ୍ୟାଙ୍କ ଡିଟେଲସ ଦେଖାଇବାକୁ ରାଜି ହୋଇ ନଥିଲେ । ଏହି କାରଣରୁ ଏପ୍ରିଲ ୭ ରେ କମ୍ପାନୀ ଭିତରେ ବାପା ପୁଅ ମଧ୍ୟରେ ଝ-ଗ-ଡ଼ା ହୋଇଥିଲା । ପରେ ଉଭୟେ କମ୍ପାନୀ ବାହାରକୁ ଆସିଥିଲେ ମାତ୍ର ଅର୍ପିତ ସମ୍ପୂର୍ଣ୍ଣ ଓଦା ଥିବା ଦେଖା ଯାଇଥିଲା । ସେହି ସ୍ଥାନରେ ସୁରେନ୍ଦ୍ର ଦିଆସିଲି ମାରି ଅର୍ପିତଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ଯାହାଦ୍ୱାରା ନିମିଷକେ ଅର୍ପିତଙ୍କ ପୁରା ଶରୀର ଜ-ଳି-ବାରେ ଲାଗିଥିଲା । ଜୀବନ ବିକଳରେ ଅର୍ପିତ ଏଣେ ତେଣେ ଦୌଡ଼ିବାରେ ଲାଗିଲେ ।

ଏସବୁ ଘ-ଟ-ଣା ସେଠାକାର ସିସିଟିଭିରେ ରେ-କ-ର୍ଡ଼ ହେଉଥିଲା । ତେବେ ସ୍ଥାନୀୟ ଲୋକେ ଅର୍ପିତଙ୍କୁ ଗୁରୁ-ତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ହିଁ ଅର୍ପିତଙ୍କ ଶରୀରର ୬୦ ପ୍ରତିଶତ ଭାଗ ଜ-ଳି ଯାଇଥିଲା । ତେବେ ବର୍ତ୍ତମାନ ପୋ-ଲି-ସ ସୁରେନ୍ଦ୍ରଙ୍କୁ ଗି-ର-ଫ କରି ଘଟ-ଣାର ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *