ସାରା ଓଡ଼ିଶାରେ ଗୋଟିଏ ଚର୍ଚ୍ଚା ଅନୁଭବ ମହାନ୍ତିଙ୍କୁ ବିବାହ କରିବେ ରାଣୀ ପଣ୍ଡା ।

ରାଣୀ ପଣ୍ଡାଙ୍କ ତରଫରୁ ପ୍ରୋପୋଜାଲ୍ ଆସିବା ପରେ ଅନୁଭବ ମହାନ୍ତି ଓ ରାଣୀ ପଣ୍ଡାଙ୍କ ବିବାହକୁ ନେଇ ସାରା ଓଡ଼ିଶାରେ ଚାଲିଛି ଜୋର୍ ସୋର୍ ଚର୍ଚ୍ଚା। ଲୋକେ ଏବେ ଏହା ମଧ୍ୟ କହିବା ଆରମ୍ଭ କଲେଣି କି ଯଦି ଅନୁଭବ ମହାନ୍ତିଙ୍କୁ ରାଣୀ ପଣ୍ଡା ବିବାହ କରନ୍ତି ତେବେ କୌଣସି ଅସୁବଧା ନାହିଁ । ଅନୁଭବ ମହାନ୍ତିଙ୍କୁ ଆଉ କେହି କିଛି କହିବାକୁ ସାହସ ମଧ୍ୟ କରିବେ ନାହିଁ । କାରଣ ଯିଏ ଅନୁଭବ ମହାନ୍ତିଙ୍କୁ କିଛି କହିବେ ରାଣୀ ପଣ୍ଡାଙ୍କ ଆଗରୁ ଖସି ଯାଇ ପାରିବେ ନାହିଁ ।

କାରଣ ସାରା ଓଡ଼ିଶା ବାସୀ ରାଣୀ ପଣ୍ଡାଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି । ରାଣୀ ପଣ୍ଡା ଥରେ ମୁଁହ ଖୋଲିଲେ ସମସ୍ତଙ୍କ ଅବସ୍ଥା ଖରାପ ହୋଇଯାଏ । ସେପଟେ ଏହି ଘଟଣାକୁ ନେଇ ଦୀର୍ଘ ଦୁଇ ଦିନ ହେଲା ଗଣମାଧ୍ୟମରେ ଚର୍ଚା ଚାଲିଥିବା ବେଳେ ରାଣୀ ପଣ୍ଡା ମଧ୍ୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ଯଦି ତାଙ୍କୁ ବିବାହ କରିବାକୁ ଅନୁଭବ ମହାନ୍ତି ରାଜି ହୁଅନ୍ତି ତେବେ ସେ ନିହାତି ଅନୁଭବ ମହାନ୍ତିଙ୍କୁ ବିବାହ କରିବେ । କେବଳ ଏତିକି ନୁହେଁ ରାଣୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କି ଅନୁଭବ ଯଦି ତାଙ୍କ ସ୍ତ୍ରୀ ଙ୍କ ସାଥିରେ ରହିବେ ତେବେ ତାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ହୋଇଯିବ ।

ହେଲେ ବନ୍ଧୁଗଣ ରାଣୀ ପଣ୍ଡାଙ୍କ ମୁହଁରୁ ଏହି କଥା ଶୁଣି ଅନେକ ଲୋକେ ଖୁସି ହେଉଥିବା ବେଳେ ଅନେକ ଲୋକେ କହୁଛନ୍ତି କି ବର୍ଷା ଅନୁଭବଙ୍କ ବିବାଦ ଭିତରେ ରାଣୀ ପଣ୍ଡା ଚାଂସ ମାରିବାକୁ ଆଗେଇ ଆସିଛନ୍ତି । କାରଣ ଯେପରି କୁହାଯାଏ କି ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ତୃତୀୟ ପକ୍ଷ ବାଜି ମାରି ନିଏ ତ ଠିକ୍ ସେହି ଭଳି ଲୋକେ ଏବେ କହୁଛନ୍ତି କି ବର୍ଷା ଅନୁଭବ ଙ୍କ ବିବାଦ ଭିତରେ ରାଣୀ ନିଜର ଫାଇଦା ଦେଖୁଛନ୍ତି ।

ତେବେ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ବିବାହ କରିବା ଖବର କିନ୍ତୁ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହା ବର୍ତ୍ତମାନ ସମୟରେ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି କି ସତରେ କଣ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ବିବାହ କରିବେ । ତେବେ ସେ ଯାହା ବି କିଛି ହେଉ । ରାଣୀ ପଣ୍ଡା ଆଜି ଗଣମାଧ୍ୟମରେ ମତ ରଖିଛନ୍ତି କି ଅନୁଭବ ମହାନ୍ତି ତାଙ୍କ ବୈବାହିକ ଜୀବନକୁ ନେଇ ବେଶ୍ ଚିନ୍ତାରେ ରହୁଛନ୍ତି।

ଅନୁଭବ ମହାନ୍ତି ଅନେକ କଷ୍ଟ ମଧ୍ୟ ପାଇଲେନି। ତେଣୁ ରାଣୀ ପଣ୍ଡା ଗଣମାଧ୍ୟମ ଜରିଆରେ ସମସ୍ତ ପୁରୁଷ ମାନଙ୍କୁ କହିଛନ୍ତି କି ଅନୁଭବ ମହାନ୍ତିଙ୍କୁ ସପୋଟ କରିବାକୁ । ସେପଟେ ରାଣୀ ଅନୁଭବ ମହାନ୍ତିଙ୍କୁ ସାପୋଟ କରୁଥିବା ବେଳେ କେଉଁଠି ନା କେଉଁଠି ଅନୁଭବ ମହାନ୍ତିଙ୍କ ପତ୍ନୀଙ୍କୁ ମଧ୍ୟ ପ୍ରତୋକ୍ଷରେ ନହେଲେ ବି ପରୋକ୍ଷରେ ଅନେକ କଥା ଶୁଣାଇଛନ୍ତି ବୋଲି ଲୋକେ କହୁଛନ୍ତି ।

ଯେପରି ମଉନେ ସମ୍ମତି ଲକ୍ଷଣ । ଅନୁଭବ ମହାନ୍ତିଙ୍କ ପତ୍ନୀ କୁଆଡେ ସବୁ ଜାଣିଛନ୍ତି ସବୁ ଶୁଣିଛନ୍ତି ହେଲେ ଚୁପ୍ ରହିଛନ୍ତି । ବନ୍ଧୁଗଣ ରାଣୀ ପଣ୍ଡା ଆଜି ଗଣମାଧ୍ୟମରେ ଏପରି କିଛି କହିଥିବା ବେଳେ ଏହାକୁ ନେଇ ଏବେ ବେଶ୍ ଚର୍ଚା ହେଉଛି । ସେପଟେ ରାଣୀ ପଣ୍ଡା ଯାହା କହିଛନ୍ତି କି ତାଙ୍କର ଯେହେତୁ ଟିକେ ଲାଳୁଆ ଦୋଷ ଅଛି । ଅନୁଭବ ମହାନ୍ତି ଯଦି ତାଙ୍କୁ ବିବାହ କରିବା କଥା କୁହନ୍ତି ତେବେ ସେ ଆଦୌ ମନା କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ହେଲେ ଏନେଇ ଅନୁଭବ ମହାନ୍ତି କୌଣସି ମୁଁହ ଖୋଲି ନାହାଁନ୍ତି। ତେବେ ଯାହା ଶୁଣିବାକୁ ମିଳୁଛି କି ଅନୁଭବ ମାହାନ୍ତି ତାଙ୍କ ଜନ୍ମ ଦିନରେ ଯେଉଁ ଭିଡିଓ ଜାରି କରି କହିଥିଲେ କି ତାଙ୍କ ଡିଭୋସ ଯେବେ ହେବ ସେବେ ତାଙ୍କର ପୁନର ଜନ୍ମ ହେବ ଆଉ ସେବେ ସେ ଜନ୍ମ ଦିନ ପାଳନ କରିବେ । ଏହି କଥାକୁ ନେଇ ଅଭିନେତ୍ରୀ ରାଣୀ ପଣ୍ଡା ଏକ ଭିଡିଓ ଜାରି କରି କହିଥିଲେ କି ଡିଭୋସ ହେଲେ ମତେ କହିବ ମୁଁ ତୁମକୁ ବିବାହ କରିବି । ଆଉ ସେବେ ଠୁ ଏହି ଘଟଣାକୁ ନେଇ ବେଶ୍ ଚର୍ଚା ଲାଗି ରହିଛି ।

Leave a Reply

Your email address will not be published. Required fields are marked *