ରାଜଧାନୀ ରାସ୍ତାରେ ମ-ଦ୍ୟ-ପ ବ୍ୟକ୍ତିଙ୍କର ଏଭଳି କା-ଣ୍ଡ , ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆଜିକାଲିର ଦୁନିଆଁରେ ମ-ଦ୍ୟପା-ନ କରିବା ସାଧାରଣ କଥା ହୋଇଗଲାଣି । ଆଜିର ସମୟରେ ପ୍ରାୟତଃ ସମସ୍ତେ ମ-ଦ୍ୟପା-ନ କରୁଛନ୍ତି । ଆଉ ମଦ୍ୟ ପାନ କରିବା ପରେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଅଟେ । କିଏ ଏଭଳି ବ୍ୟବହାର ଦେଖାଉଛି , ଯାହାକୁ ଦେଖିବା ପରେ ହସ ଲାଗିବ ଆଉ କିଏ ଏଭଳି ବ୍ୟବହାର ଦେଖାଉଛି , ଯାହାକୁ ଦେଖିବା ପରେ ବାସ୍ତବରେ ଅତ୍ୟନ୍ତ ଭୟ ଲାଗିବ ।

ତେବେ ଏହି ଦୁନିଆଁରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମ-ଦ୍ୟ ପା-ନ କରିବାରେ ଲାଗି ପଡିଛନ୍ତି । ଆଉ ଯେତେ ଚେଷ୍ଟା ପରେ ମଧ୍ୟ ଏଭଳି ସମସ୍ୟାକୁ ରୋକି ହେଉନାହିଁ । ଚାରିଆଡ଼େ ମଦ ଦୋକାନ ଦେଖିବାକୁ ମିଳୁଛି ଆଉ ଲୋକେ ଆରାମରେ ମ-ଦ ପିଇ ଦେଉଛନ୍ତି । ତେବେ ଏଥିପାଇଁ ପ୍ରଶା-ସନ କିମ୍ବା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । ଚାରିଆଡ଼େ ଖୋଲାଖୋଲି ଭାବରେ ମ-ଦ ବିକ୍ରୟ ହେଉଛି ଆଉ ଲୋକେ ଏହାର ଆନନ୍ଦ ନେଉଛନ୍ତି । ଅନ୍ୟପକ୍ଷରେ ଗୋଟିଏ କଥା ଭାବନ୍ତୁ ତ ଏହା କେତେ କେତେ ମଣିଷଙ୍କର ଜୀବନ ନେଇ ଯାଉଛି ।

ଯେତେ ଚେଷ୍ଟା ପରେ ମଧ୍ୟ ଏହା ରୋକିବା ନାମ ନେଉନାହିଁ । ତେବେ ବର୍ତ୍ତମାନ ସମୟରେ ରାଜଧାନୀର ରାଜ ରାସ୍ତାରୁ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି , ଯାହାକୁ ଆପଣ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ବାବୁ ଏଭଳି ନି-ଶା ସେବନ କରି ଦେଇଛନ୍ତି କି ଆଉ କାହାକୁ ଜାଣି ପାରୁନାହାଁନ୍ତି। ଆଉ ବାବୁ ଜଣକ ପୋଲିସ ମାମୁଁ ସାଙ୍ଗରେ ପ-ଙ୍ଗା ନେଇ ଯାଉଛନ୍ତି । ତାଙ୍କୁ ଆଉ କେହି ବି ମିଳିଲେ ନାହିଁ , ଶେଷରେ ସେ ପୋ-ଲିସ ସହ ପ-ଙ୍ଗା ନେଇଗଲେ ।

ତେବେ ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ ଖରାପ ଭା-ଷାରେ ପୋଲି-ସକୁ ଗା-ଳି କରୁଛନ୍ତି ଆଉ ଝ-ଗ-ଡା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଅନ୍ୟପକ୍ଷରେ ସେ କଣ କରୁଛନ୍ତି ସେ ଜାଣି ମଧ୍ୟ ପାରୁ ନାହାଁନ୍ତି । କାହିଁକିନା ମ-ଦର ନି-ଶା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ବାୟା କରିଦେଇଛି । ବହୁତ ସମୟ ଧରି ଏଭଳି ଦୃ-ଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବରରେ । ଆଉ ଏଭଳି ଘ-ଟଣା ରାଜଧାନୀରେ ଘ-ଟିବା ଅତ୍ୟନ୍ତ ସାଧାରଣ ହୋଇଗଲାଣି । ତେବେ ଏହାପରେ ପୋ-ଲି-ସ ସହ ଏଭଳି ଭାବରେ ପା-ଟିତୁ-ଣ୍ଡ ଲାଗି ରହିଥିଲା କି ବ୍ୟକ୍ତି ଜଣକ ଚୁପ୍ ହେବାର ନାମ ନେଉ ନଥିଲେ । ଆଉ ଶେଷରେ ପୋ-ଲି-ସ ବାଧ୍ୟ ହୋଇ ତାଙ୍କୁ ଥା-ନାକୁ ନେଇ ଯାଇଥିଲା ।

Leave a Reply

Your email address will not be published. Required fields are marked *