ରାଜୀବର ମାଆଙ୍କୁ ଧ-ମ-କ:- ଦୁଇ ଲକ୍ଷ ଟଙ୍କା ଦିଅ ନାହାଲେ ବର-ବାଦ କରିଦେବି।

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କଷ୍ଟ ଯ-ନ୍ତ୍ର-ଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ। ଯାହା କି ରାଜବୀର ମାଆଙ୍କ ସହ ଘ-ଟୁଛି। ନିଜ ପୁଅର ଖରାପ ଅବସ୍ଥା ଦେଖି ପାରୁ ନାହାଁନ୍ତି। ପୁଅର ଚିକିତ୍ସା ପାଇଁ ଲୋକମାନଙ୍କ ପାଖରେ ଭିକ୍ଷା ମାଗୁଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରାଜବୀର ନାମକ ଏକ ପୁତ୍ର ସନ୍ତାନ ବିଶ୍ୱର ବିରଳ ରୋଗ ସ୍ପାଇନାଲ ମସକ୍ୟୁଲାର ଆଣ୍ଟ୍ରୋ ଫ୍ରିରୋ ନାମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ରୋଗରୁ ଆରୋଗ୍ୟ ହେବା ପାଇଁ କେବଳ ଏକମାତ୍ର ଇଂଜେକସନ ହିଁ ଆବଶ୍ୟକ। ହେଲେ ଏହି ଇଂଜେକସନ ର ମୂଲ୍ୟ ୧୬ କୋଟି ଟଙ୍କା ଯାହାକି ରାଜବୀର ର ବାପା ଓ ମାଆ ଏଥିପାଇଁ ଅସମର୍ଥ ଅଟନ୍ତି।

ରାଜବୀର ର ମାଆଙ୍କ କହିବାନୁଯାୟୀ, ସେ ଦୀର୍ଘ ୧୦ ବର୍ଷ ହେବା ନିଜ ପୁଅର ଜୀବନ ର-କ୍ଷା କରିବା ପାଇଁ ସଂଘର୍ଷ କରୁଛନ୍ତି। କେବଳ ସେତିକି ନୁହେଁ ସେ ଦିଲ୍ଲୀ, ହରିୟାଣା ଠାରୁ ଆରମ୍ଭ କରି ଓଡିଶା ପର୍ଯ୍ୟନ୍ତ ଚାରି ଆଡ଼େ ବୁଲି ବୁଲି ନିଜ ପୁଅର ଜୀବନ ର-କ୍ଷା କରିବା ପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି। ହେଲେ ତାଙ୍କର ଗୁହାରି କେହି ଶୁଣୁ ନାହାନ୍ତି। ଶେଷରେ ଲୋକମାନେ ରାଜବୀରଙ୍କ ନାମରେ ଟଙ୍କା ପଠେଇବା ଆରମ୍ଭ କରିଥିଲେ।

ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ସଂଜୟ ନାମକ ବ୍ୟକ୍ତି ଜଣକ ଯିଏକି ବେଙ୍ଗାଲୁରୁ ରେ ରହୁଛନ୍ତି କହି ରାଜୀବର ମାଆ ତମଳିକାଙ୍କୁ ରାଜୀବର ଚିକିତ୍ସା ପାଇଁ ମିଳିଥିବା ଟଙ୍କା ଦେବା ପାଇଁ ଧମକ ଦେଉଛି। ତେବେ ଏଭଳି ହୀନ ମସ୍ତିକ ଲୋକେ କିପରି ଏହା କରି ପାରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେବଳ ସେତିକି ନୁହେଁ ବ୍ୟକ୍ତି ଜଣକ ମିଡ଼ିଆ ନାମରେ ମଧ୍ୟ ରାଜବୀର ମାଆଙ୍କୁ ଧ-ମ-କ ଦେଇଥିଲେ।

ଗତକାଲି ରାତିରେ ରାଜବୀର ପ୍ରାୟ ୧୦ ସମୟରେ ଏକ ଅଜଣା ନମ୍ବର 9178362728 ନମ୍ବରରୁ ଧମକ ଭରା ମେସେଜ ରାଜୀବର ମାଆଙ୍କ ପାଖକୁ ଆସିଥିଲା। ତେବେ ସେଥିରେ ବ୍ୟକ୍ତି ଜଣକ ୨ ଲକ୍ଷ ଟଙ୍କା ମାଗୁଛନ୍ତି। ଯଦି ଟଙ୍କା ନ ଦିଅନ୍ତି ତେବେ ସେ ବର-ବାଦ କରିଦେବେ ବୋଲି ମଧ୍ୟ କହିଛନ୍ତି। କେବଳ ସେତିକି ନୁହେଁ ବ୍ୟକ୍ତି ଜଣକ ମିଡ଼ିଆର ଧମକ ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ରାଜୀବରଙ୍କ ମାଆ ପୋ-ଲି-ସରେ ଅଭି-ଯୋଗ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *