“ଯିଏ ଆସୁଛି ଖାଇ ଦେଇ ଯାଉଛି, ରାନୀ ପଣ୍ଡାର ହଜାର ବଏଫ୍ରେଣ୍ଡ କିନ୍ତୁ ଲାଇଫରେ ଗୋଟେ ନାହିଁ।” ଦେଖନ୍ତୁ ବାଏଫ୍ରେଣ୍ଡ କୁ ନେଇ ମତ ଦେଲେ ରାନୀ ପଣ୍ଡା।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନରେ ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ତେବେ ଏହି ଧୋ-କା ଅନେକ ସମୟରେ ପ୍ରେମରେ ହିଁ ଦେଖିବାକୁ ମିଳେ।

ପ୍ରେମ କେତେବେଳେ କାହାକୁ ଓ କେଉଁ ସମୟରେ ହୋଇଯିବ ତାହା କହି ହେବ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମର କୌଣସି ପବିତ୍ରତା ନାହିଁ। ପ୍ରେମରେ ପଡିବା ପରେ ଯୁବକ ଯୁବତୀ ମାନେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି। ପ୍ରେମରେ ପଡିବା ଶାରୀ-ରିକ ସଂ-ପର୍କ ରଖିଥାନ୍ତି। ତେବେ ଦୁହିଙ୍କ ମଧ୍ୟରୁ କୌଣସି ଜଣଙ୍କର ଯଦି ମନ ବଦଳି ଯିବ ତେବେ ସମ୍ପର୍କରେ ଫାଟ ପଡିଥାଏ।

ବର୍ତ୍ତମାନ ସମୟରେ ପ୍ରେମ ଧୋ-କା ଓ ପ୍ରତା-ରଣା ଆଦି କେ-ସ ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ଏହି ପ୍ରେମକୁ ନେଇ ଅନେକ ଲୋକ ନିଜ ନିଜର ମତାମତ ଦେଉଛନ୍ତି। ଏହି ସମୟରେ ରାନୀ ପଣ୍ଡା ମଧ୍ୟ ବଢୁ ଥିବା ପ୍ରେମ ଓ ଧୋ-କାକୁ ନେଇ ମତ ଦେଇଛନ୍ତି।

ରାନୀ ପଣ୍ଡା ଯାତ୍ରା ଜାଗାରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କୁ ଓଲିଉଡର ଆଇଟମ ଗାର୍ଲ ମଧ୍ୟ କୁହାଯାଏ। ରାଜା ଓ ହିରୋଇନ ରଶ୍ମିରେଖାଙ୍କୁ ନେଇ ବଢିଥିବା ବିବାଦ ବିଷୟରେ ମଧ୍ୟ କହିଛନ୍ତି। ବର୍ତ୍ତମାନ ବାଏଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ଙ୍କ ଚର୍ଚ୍ଚା ଜୋରରେ ଧରିଛି ଅ ଏବଂ ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି।

ରାନୀ ପଣ୍ଡାଙ୍କ କହିବାନୁଯାୟୀ, ” ରାନୀ ପଣ୍ଡାର ହଜାର ହଜାର ବାଏଫ୍ରେଣ୍ଡ ଅଛି କିନ୍ତୁ ଜୀବନରେ ଗୋଟେ ବି ନାହିଁ। ଯେ କେହି ମଧ୍ୟ ଆସୁଛି ଖାଇ ଦେଇ ଚାଲି ଯାଉଛି। ହେଲେ ଜୀବନରେ କେହି ସାରା ଦିନ ପାଇଁ ରହୁ ନାହାନ୍ତି। ମୋ ସାଥିରେ ଯେଉଁମାନେ ଥିଲେ ସେମାନେ ଆଜି ନିଜ ନିଜର ପିଲା ଛୁଆ ସଂସାର କରି ରହୁଛନ୍ତି। କିନ୍ତୁ ରାନୀ ପଣ୍ଡାର କେହି ନାହିଁ।

Leave a Reply

Your email address will not be published. Required fields are marked *