ଦେଖା ଦେଲା ବିରଳ ଧଳା କାଉ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଡ଼ି ଆସୁଛି ବି-ପଦ

ବେଳେ ବେଳେ ଏ ଦୁନିଆଁରେ ଏମିତି କିଛି ଜିନିଷ ଦେଖିବାକୁ ମିଳିଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଆଉ ସେଥିପାଇଁ ଲୋକ ମାନେ ଭ-ୟଭୀ-ତ ହୋଇ ଯାଇଥାନ୍ତି । ତେବେ ପୁଣିଥରେ ଏପରି ଏକ ଜିନିଷ ଦେଖିବାକୁ ମିଳିଛି , ଯାହା ସାରା ଭାରତକୁ ଭ-ୟଭୀ-ତ କରିଦେଇଛି । ଆଉ ସମସ୍ତଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଉ ଏହାକୁ ସମସ୍ତେ ବିପ-ଦର ସଂକେତ ବୋଲି କହିବାରେ ଲାଗିଛନ୍ତି । ସମଗ୍ର ଭାରତ ଉପରେ ବି-ପଦ ମାଡ଼ି ଆସୁଛି ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।

ତେବେ ସେହି ଅଦ୍ଭୁତ ଜିନିଷଟି ହେଉଛି ଧଳା କାଉ । ଆପଣ ସମସ୍ତେ କଳା ରଙ୍ଗର କାଉ ଦେଖିଥିବେ କିନ୍ତୁ କେବେ ଧଳା ରଙ୍ଗର କାଉ ଦେଖି ନଥିବେ । ଆଉ ସେହି କାଉ ଦେଖା ଦେଇଛି ବର୍ତ୍ତମାନ ସମୟରେ ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ । ତେବେ ଏପରି ରଙ୍ଗର କାଉ ଦେଖାଯିବା ପଛରେ ମୁଖ୍ୟ କାରଣ ହେଉଛି ଜେନେଟିକ୍ ମ୍ୟୁଟେସନ୍, ଯେଉଁ କାରଣରୁ ସେମାନଙ୍କଠାରେ ରଙ୍ଗର ଅ-ଭାବ ଦେଖାଯାଉଛି ।

ତେବେ ଏହାକୁ ଦେଖିଥିବା ଲୋକ ମାନେ ପ୍ରଥମେ ଏହାକୁ କପୋତ ବୋଲି ଭାବି ନେଇଥିଲେ । କିନ୍ତୁ ଯେତେବେଳେ ସେ ଏହାର ସ୍ବର ଶୁଣିଥିଲେ ସେତେବେଳେ ଭ-ୟଭୀ-ତ ହୋଇ ଯାଇଥିଲେ । ତେବେ ସୁନ୍ଦର ନାମକ ଜଣେ ବ୍ୟକ୍ତି କହିଛନ୍ତି କି , ଯେତେବେଳେ ମୁଁ ପାଟି କରି ମୋ ପରିବାର ଲୋକଙ୍କୁ ଏହାକୁ ଦେଖାଇବା ପାଇଁ ଡ଼ାକି ଥିଲି , ସେତେବେଳେ ସେ ଉଡ଼ି ଯାଇଥିଲା। ତେବେ ଏକ ସାକ୍ଷାତକାରରେ ପୁଡୁକୋଟାଇ ଜ୍ୟୋତିଷ ଶ୍ରୀ ସୋ ମା କହିଛନ୍ତି ଯେ , କାଉମାନଙ୍କୁ ସାଧାରଣତଃ ଜ୍ୟୋତିଷ ଶାସ୍ତ୍ର ସହିତ ଜଡିତ ଆଧ୍ୟାତ୍ମିକ ପକ୍ଷୀ ଭାବରେ ବିବେଚନା କରାଯାଏ ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , କାଉ ରାବ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ବାଇବେଲ ଏବଂ କୋରାନରେ କାଉମାନଙ୍କୁ ଅଶୁଭ ଭାବରେ ବିବେଚନା କରାଯାଏ । ଧଳା ରଙ୍ଗର କାଉମାନେ ଦେଶ ପାଇଁ ନକାରାତ୍ମକ ସଙ୍କେତ ଦେଇଥାନ୍ତି । ସେ କହିଛନ୍ତି ଯେ , ଭାରତକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତରଫରୁ ଚୀନ୍ କିମ୍ବା ପାକିସ୍ତାନ ପକ୍ଷରୁ ବିପ-ଦର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ସଦା ସର୍ବଦା ଆମକୁ ଦେଖି ଚାହିଁ ରହିବା ଉଚିତ୍ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *