ରଶ୍ମି ଏବଂ ଆର୍ୟନଙ୍କ ଜୀବନରେ ଏବେବି ରହିଛି ସଂଘର୍ଷ । ଆଉ ଯାହାକୁ ନେଇ ଲୋକ କହନ୍ତି ଯେ ……..

ଟିକଟକରୁ ପ୍ରେମ ଏବଂ ପରେ ବିବାହ । ଆଉ ସେହିଠାରୁ ଦୁହେଁ ସାରା ଜୀବନ ସାଥି ହୋଇ ଜୀବନ ବିତାଇବାକୁ ପ୍ରଣ କରିଛନ୍ତି । ହୁଏତ ବର୍ତ୍ତମାନ ସଂ-ଘର୍ଷ ଚାଲିଛି । କିନ୍ତୁ ଯାହାବି କିଛି ପାଖରେ ଅଛି ସେସବୁ କିଛିରେ ମଣିଷ ଖୁସିରେ ରହି ପାରୁଛି ତାହା ଠାରୁ ଆଉ ବଡ଼ କଥା କଣ ହୋଇପାରେ । କହିରଖିବୁ ଯେ ମନୁଷ୍ୟ ଯେତେ ଟଙ୍କା ରୋଜଗାର କଲେ ବି ତାଙ୍କୁ ନିଶ୍ଚିତ ପ୍ରେମ ଏବଂ ଶାନ୍ତି ଦରକାର ଥାଏ । ଆଉ ଯେଉଁ ଦୁଇଟି ଜିନିଷ ନମିଳିଲେ ମନୁଷ୍ୟ ନିଜର ଦଶ ବାର ମହଲା କୋଠା ଉପରେବି ଆ-ତ୍ମହ-ତ୍ୟା କରିପାରେ । ଅର୍ଥାତ ଏତେ ଟଙ୍କା ଥାଇବି ମନୁଷ୍ୟ ସବୁକିଛି ଛାଡ଼ି ଯାଇଥାଏ ।

ବର୍ତ୍ତମାନ ସମୟରେ ଅନେକ କ୍ଷେତ୍ରରେ ପ୍ରେମରେ ଧୋ-କା ହେଉଛି । ଯାହାକୁ ନେଇ ଲୋକେ ଝିଅଙ୍କୁ ବେଶୀ ନିନ୍ଦା କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ କହିରଖିବୁ ଯେ ହାତର ପାଞ୍ଚଟି ଆଙ୍ଗୁଠି ଯେମିତି ସମାନ ନଥାଏ , ସେହିଭଳି ସବୁ ମନୁଷ୍ୟ ମଧ୍ୟ ସମାନ ନୁହଁନ୍ତି ।

ଆଉ ପ୍ରେମ ବିଷୟରେ କହିବାକୁ ଗଲେ ଆର୍ୟନ ଏବଂ ରଶ୍ମି ଏହାର ଜ୍ୱଳନ୍ତ ଉଦାହରଣ । ଉଭୟେ ସୋସିଆଲ ମିଡିଆରେ ରୋଜଗାର କରୁଛନ୍ତି । ସେମାନଙ୍କ ଲକ୍ଷ ମଧ୍ୟ ସ୍ଥିର । କହିବାକୁ ଗଲେ ଦୁହେଁ ରୋଜଗାରରେ ବେଶ ଭଲରେ ଚଳି ଯାଉଛନ୍ତି ଏବଂ ଭଗବାନଙ୍କ ଆଶୀର୍ବାଦ ହେଲେ ଆହୁରି ଆଗକୁ ନିଶ୍ଚିତ ବଢ଼ିବେ ବୋଲି କହିଛନ୍ତି ।

ରଶ୍ମି କହିଛନ୍ତି ଯେ ବର୍ତ୍ତମାନ ସମୟରେ ସେମାନଙ୍କ ସଂ-ଘର୍ଷ ସମୟରେ ଯେଉଁଠି ନିଜ ଲୋକ ହାତ ଛାଡ଼ି ଦେଇଛନ୍ତି ସେଠାରେ କିଛି ପର ଲୋକ ହୋଇବି ସୁଦ୍ଧା ସେମାନଙ୍କୁ ଖୁବ ସାହାଯ୍ୟ କରିଥିବା ସେମାନେ କହିଛନ୍ତି । ଏହାବ୍ୟତୀତ ଆର୍ୟନ ସମଗ୍ର ଯୁବ ସମାଜକୁ ଏହା କହିଛନ୍ତି ଯେ କେହିବି ଝିଅ ପୁଅ ପ୍ରେମରେ ଧୋ-କା ପାଇବା ପରେ ଆଦୋୖ ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଇଯିବା ଉଚିତ ନୁହେଁ । କାରଣ ଜଣେ ମନୁଷ୍ୟ ଚାଲିଗଲେ ଜୀବନ ଅଟକି ଯାଏନାହିଁ । ଅର୍ଥାତ ମନୁଷ୍ୟ ସାମ୍ନାରେ କୌଣସିବି ପରିସ୍ଥିତି ଆସୁ ନା କାହିଁକି ମନୁଷ୍ୟକୁ ଧୌର୍ଯ୍ୟର ସହିତ ତାହାକୁ ସାମ୍ନା କରି ଆଗକୁ ବଢ଼ିବା ଉଚିତ ।

Leave a Reply

Your email address will not be published. Required fields are marked *