ରାତିରେ ପରିଶ୍ରା ଉଠିଥିଲି ଗାଆଁ ମୁଣ୍ଡରୁ ଉଠାଇ ନେଲେ , ଦିନକୁ ୫ଥର ଦୁ-ଷ୍କ-ର୍ମ କଲା…

ମଣିଷ ଯେତେବେଳେ ନିଜର ବୁଦ୍ଧି ଶୁଦ୍ଧି ହରାଇ ବସେ , ସେତେବେଳେ କଣ କରି ବସିଥାଏ ଜାଣି ପାରେ ନାହିଁ । ଯେତେବେଳେ ତାକୁ ନାରୀ ଦେହର ବାସ୍ନା ଆକର୍ଷିତ କରିଥାଏ , ଆଉ ସେ ସେତେବେଳେ ନିଜକୁ ଅଟକାଇ ପାରେ ନାହିଁ । ସେହି ସମୟରେ ତା ମନକୁ ଯାହା ଆସିଥାଏ , ସେ ତାହା କରି ବସିଥାଏ । ତେବେ ଏପରି ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି, ଯାହା ବିଷୟରେ ଶୁଣିବା ପରେ ଆପଣ କହିବେ ଏପରି କାଣ୍ଡ ଅତ୍ୟନ୍ତ ଲଜ୍ଜାକର ଅଟେ ।

୩୫ ବର୍ଷ ବୟସର ମହିଳାଙ୍କୁ ଜଣେ ବ୍ୟକ୍ତି ପାଞ୍ଚ ଦିନ ଧରି ଲଗାତାର ଦୁ-ଷ୍କ-ର୍ମ କରି ଚାଲିଥିଲେ । ଆଉ ତାପରେ ମନ ଭରିଯିବା ପରେ ତାଙ୍କୁ ନିଶା ଦେଇ ଗୋଟିଏ ରୁମ୍ ଭିତରେ ବନ୍ଦ କରି ଦେଇ ଚାଲି ଯାଇଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ , ଅନୁଗୁଳ ଜିଲ୍ଲା କଣିହା ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମର ୩୫ ବର୍ଷୀୟ ମହିଳା ମିତା ରାଣୀ ସାହୁ ୧୯ ବର୍ଷ ପୂର୍ବରୁ ନିଜ ଗ୍ରାମରେ ରୀତିନୀତି ଅନୁଯାୟୀ ଭୁବନି ସାହୁଙ୍କୁ ବିବାହ କରିଥିଲେ । ପିଲା ମାନଙ୍କୁ ନେଇ ମିତାଙ୍କ ପରିବାର ହସ ଖୁସିରେ ପୁରି ଉଠିଥିଲା ।

କିନ୍ତୁ ହଠାତ୍ ମିତାଙ୍କ ଜୀବନରେ ଝଡ ଉଠିଥିଲା । ଅର୍ଥାତ୍ ଯେତେବେଳେ ତାଙ୍କ ଉପରେ ୪୦ ବର୍ଷ ବୟସ୍କ ସୁକାନ୍ତ ସାହୁଙ୍କ ନଜର ପଡ଼ିଥିଲା । ସୁକାନ୍ତ ଜଣେ ବିବାହିତ ପୁରୁଷ ହୋଇ ଥିଲେ ମଧ୍ୟ ମିତାଙ୍କ ଶରୀରର ବାସ୍ନା ତାଙ୍କୁ ପାଗଳ କରି ଦେଇଥିଲା । ଆଉ ସେ ନିଜକୁ ଅଟକାଇ ପାରି ନଥିଲେ । ତେଣୁ ତାଙ୍କୁ ଉଠାଇ ନେବା ପାଇଁ ଯୋଜନା କରିଥିଲେ । ଆଉ ମେ ୭ ତାରିଖରେ କାର ମାଧ୍ୟମରେ ଭୁବନେଶ୍ୱର ନେଇ ଯାଇଥିଲେ । ସେଠାରେ ଡୁମୁଡୁମା ଅଞ୍ଚଳରେ ଏକ ଭଡ଼ା ଘରେ ନେଇ ତାଙ୍କୁ ରଖି ଦେଇଥିଲେ । ଆଉ ଏହାପରେ ମନ ଇଚ୍ଛା ମିତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଦୁ-ଷ୍କ-ର୍ମ କରି ଚାଲିଥିଲେ।

ମିତା ଆହୁରି ମଧ୍ୟ କହିଛନ୍ତି କି , ଗୋଟିଏ ଦିନରେ ମିତାଙ୍କୁ ସେ ପାଞ୍ଚ ପାଞ୍ଚ ଥର ଦୁ-ଷ୍କ-ର୍ମ କରୁଥିଲେ । ଆଉ ମିତା ସେ ଯନ୍ତ୍ରଣା ସହି ପାରୁ ନଥିଲେ । ତେବେ ମନ ଭରି ଯିବା ପରେ ନଭେମ୍ବର ୧୦ ତାରିଖରେ ମିତାଙ୍କୁ ନିଶା ଔଷଧ ଖୁଆଇ ଦେଇ ଛାଡି ଦେଇ ପଳାଇ ଥିଲେ । ତେବେ ଚେତା ଫେରିବା ପରେ ମିତା ପାଟି କରିଥିଲେ ।

ତେଣୁ ପାଖ ଘର ଲୋକ ଆଉ ଘର ମାଲିକ ଆସି କବାଟ ଭାଙ୍ଗି ମିତାଙ୍କୁ ଉଦ୍ଧାର କରିଥିଲେ ଆଉ ମିତା ନିଜ ଗାଁକୁ ଫେରିବା ସହିତ ସୁକାନ୍ତ ସାହୁଙ୍କ ଘର ଆଗରେ ଧାରଣା ଦେଇ ବସିଥିଲେ । ତେବେ ପୋଲିସ ନିକଟରେ ମଧ୍ୟ ସବୁ କଥା ଜଣାଇଥିଲେ ଆଉ ଅଭିଯୋଗ କରିଥିଲେ । ତେବେ ପୋଲିସ ଏପର୍ଯ୍ୟନ୍ତ ସୁକାନ୍ତକୁ ଖୋଜି ପାଇ ନାହିଁ ।

Leave a Reply

Your email address will not be published. Required fields are marked *