ରୋମାନ୍ସ ଏବଂ କିସ୍ କଲାବେଳେ ୯୫% ଲୋକଙ୍କର ଏମିତିକା ଭୁଲ ପାଇଁ ସମ୍ପର୍କ ନଷ୍ଟ ହେଇଯାଏ।

ଜୀବନର ପ୍ରଥମ କିସ୍ ଗୋଟେ ଅଲଗା ଅନୁଭୂତି ଦେଇଥାଏ। କାହାକୁ କିସ୍ ଦେଲେ ଜଣା ପଡ଼େ ଯେ ଅମେ ତାଙ୍କୁ କେତେ ଭଲପାଉ। କିସ୍ କରିବାର ପ୍ରକୃତ ମଜା କେବଳ ସେତେବେଳେ ଆସେ ଯେତେବେଳେ ଆମେ ଠିକ୍ ଭବେ କିସ୍ କରିବା। କିଛି ଲୋକ ନିଜ ସାଥୀଙ୍କୁ କିସ୍ କଲାବେଳେ କିଛି ଭୁଲ କରିଦିଅନ୍ତି ସେଇଥିପାଇଁ ତାଙ୍କ ଭିତରେ ଝଗଡା ଲଗେ।

ଯେଉଁମାନେ ପ୍ରଥମ ଥର ପାଇଁ କିସ୍ କରନ୍ତି ସେମାନେ କେବଳ ଭୁଲ୍ କରନ୍ତିନି ସବୁବେଳେ କିସ୍ କରିଥିବା ଲୋକ ମଧ୍ୟ ବେଳେବେଳେ ଭୁଲ୍ କରିଦିଅନ୍ତି। ଆଜି ଆମେ ଆପଣଙ୍କୁ ସେହି ଭୁଲଗୁଡ଼ିକ ସହିତ ପରିଚିତ କରିବାକୁ ଯାଉଛୁ ଯାହା କିସ୍ କରିବା ବେଳେ କରିବା ଉଚିତ୍ ନୁହେଁ।

କିସ୍ କରିବା ବେଳେ ସବୁଠାରୁ ଖରାପ କଥା ହେଉଛି ନିଶ୍ୱାସ ନେବା। ଯେତେବେଳେ ତମେ କିସ୍ କଲା ବେଳେ ନିଶ୍ୱାସ ନେବ ସେତେବେଳେ ଆପଣଙ୍କ ସାଥୀଙ୍କ ମନୋବଳ ନଷ୍ଟ ହୋଇଯାଏ। ତେଣୁ କିସ୍ କରିବା ପାଇଁ ଭାବିବା ପୂର୍ବରୁ ଆପଣ ନିଜ ପାଟିକୁ ଭଲ ଭାବରେ ସଫା କରି ଦିଅନ୍ତୁ। ଏଥିପାଇଁ ଆପଣ ପାଟି ଫ୍ରେନ୍ସର, ସୁଗନ୍ଧିତ ଟୁଥପେଷ୍ଟ ଭଳି ଜିନିଷ ବ୍ୟବହାର କରିପାରିବେ।

ଯଦି ଆପଣଙ୍କର ପାଟି ରେ ଘା କିମ୍ବା କୌଣସି ପ୍ରକାରର ସମସ୍ୟା ଅଛି, ତେବେ କିସ୍ ନ କରିବା ଉଚିତ୍। ଗୋଟିଏ କିସ୍ ଅନ୍ୟ ଜଣଙ୍କ ପାଟିରେ ସଂକ୍ରମଣ ବିସ୍ତାର କରିପାରେ। ଏପରି ପରିସ୍ଥିତିରେ, ତୁମ ସାଥୀ ତୁମକୁ ପୁଣି ଥରେ କିସ୍ କରିବା ପୂର୍ବରୁ ଦଶଥର ଚିନ୍ତା କରିବ।

କିସ୍ ର ପ୍ରକୃତ ମଜା ସେତେବେଳେ ଆସିଥାଏ ଯେତେବେଳେ ଶାରୀରିକ ସ୍ପର୍ଶ ବ୍ୟତୀତ ଏକ ଭାବପ୍ରବଣ ସଂଯୋଗ ଥାଏ। ଯଦି କିସ୍ ଦେବା ବେଳେ ମନରେ ଭଲ ପାଇବା ନାହିଁ ତେବେ କିସ୍ କରିବା ଉଚିତ୍ ନୁହେଁ।

ଅନେକ ଥର ପରସ୍ପରକୁ କିସ୍ କଲାବେଳେ ଆମେ ଆମ ସାଥିଙ୍କ ସହ ଅନେକ ଟିକଟତର ହେଇଯାଉ ସେଥିପାଇଁ ପରସ୍ପର ଭିତରେ କିଛି ଭୁଲ ହେଇଯାଏ। ଯଦି ଆଗରୁ ଆପଣଙ୍କ ଭିତରେ ପୂର୍ବରୁ ଶାରୀରିକ ସମ୍ପର୍କ ନ ଥାଏ ତେବେ ଆପଣଙ୍କ ସାଥୀ ଏହି ଜିନିଷକୁ ପସନ୍ଦ କରିନ୍ତିନି। ଯଦି ଆମେ କୌଣସି କାମକୁ ସମାନ ଭାବେ ସବୁବେଳେ କରିବା ତେବେ ଆମକୁ କିଛି ଦିନ ଗଲା ପରେ ବିରକ୍ତ ଲଗେ ସେଥିପାଇଁ ସବୁଦିନ ନିଜ ସାଥିଙ୍କ ଗୋଟେ ପ୍ରକାରର କିସ୍ ନ କରି ଭିନ୍ନ ଭିନ୍ନ ପ୍ରକାରର କିସ୍ କରିବା ଉଚିତ୍।

Leave a Reply

Your email address will not be published. Required fields are marked *