ଘର ଛାତ ଉପରେ ପାଣି ପଡ଼ିବା ସାଜିଲା କାଳ , ଛାତ ଉପରୁ ଖସି ପଡ଼ି ମହିଳା ଗୁରୁ-ତର

ସବୁ ସମୟରେ ସବୁ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ନଚେତ୍ କିଏ ଜାଣେ କେତେବେଳେ କଣ ଅଘ-ଟଣ ଘଟିଯିବ , ଆଉ ମଣିଷର କଣ କ୍ଷ-ତି ଘ-ଟିବ । ତେବେ ଏପରି ପରିସ୍ଥିତିରେ ଏ ଜନ ସମାଜକୁ ସବୁବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଏ । କେତେବେଳେ ବାଟରେ ତ ଆଉ କେତେବେଳେ ଗାଡ଼ି ଚଳାଇବା ବେଳେ ଆଉ କେତେବେଳେ ପୁଣି ନିଜ ଘରେ ହିଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ ।

ନଚେତ୍ ବହୁତ ବଡ ଦୁର୍ଘ-ଟଣାର ସମ୍ମୁଖୀନ ମଣିଷକୁ ହେବାକୁ ପଡ଼ିଥାଏ । ଏପରିକି ଅନେକଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ। ଆଉ ପୁଣି କାହାର ଭାଗ୍ୟ ଭଲ ଥିବା ବେଳେ ସେ ଅଳ୍ପକେ ମୃ-ତ୍ୟୁ ମୂଖରୁ ଫେରି ଆସିଥାଏ । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ଲୋକ ଲୋଚନକୁ ଆସିଅଛି । ମୃ-ତ୍ୟୁ ମୁହଁରୁ ମହିଳା ଜଣକ ଫେରି ଆସିଲେ । ଆଉ ଅଳ୍ପକେ ବଞ୍ଚିଗଲା ମହିଳାଙ୍କ ଜୀବନ । ଆଉ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପରିବାର ଲୋକେ ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡର ଗାଆଁରେ ଏକ ଅଭା-ବନୀୟ ଘ-ଟଣା ଘ-ଟିଛି । ସୂଚନା ଅନୁଯାୟୀ , ଏହି ଗାଆଁର ବୈଦ୍ୟନାଥ ନାୟକଙ୍କ ସ୍ତ୍ରୀ ଜୟନ୍ତୀ ନାୟକ ନିଜ ଘର ଛାତ ଉପରୁ ପଡ଼ି ଯାଇ ଗୁରୁ-ତର ଆ-ହତ ହୋଇଥିଲେ । ଘର ଛାତ ଉପରେ ଅନେକ ପାଣି ଜମି ରହିଥିଲା । ଆଉ ଦୁଃ-ର୍ଭାଗ୍ୟ ବଶତ କିଛି କାମ ପାଇଁ ଜୟନ୍ତୀ ନିଜ ଘର ଛାତ ଉପରକୁ ଯାଇଥିଲେ । ଆଉ କାମ ସାରି ଫେରି ଆସିବେ ବୋଲି ଭାବିଥିଲେ କିନ୍ତୁ ତାଙ୍କ ସହ ଘଟି ଯାଇଥିଲା ଦୁର୍ଘ-ଟଣା ।

ସୂଚନା ମୁତାବକ , ପାଣି ପ୍ରବଳ ଜମି ଥିବା ଯୋଗୁଁ ସେହି ଜାଗା ଅତ୍ୟନ୍ତ ଖସଡ଼ା ହୋଇ ଯାଇଥିଲା । ଆଉ ଯେଉଁଥି ପାଇଁ ଜୟନ୍ତୀଙ୍କ ପାଦ ସେଥିରେ ଖସି ଯାଇଥିଲା । ଆଉ ସେ ସେଠାରେ ପଡ଼ି ଯାଇଥିଲେ । ତେବେ ତାଙ୍କୁ ଏତେ ଗ-ଭୀର ଆ-ଘାତ ବି ଲାଗି ନଥିଲା । କିନ୍ତୁ ସେ ଗୁରୁ-ତର ଆ-ହତ ହୋଇଥିଲେ । ତେବେ ପରିବାର ଲୋକ ତାଙ୍କୁ ସେଠାରୁ ଉ-ଦ୍ଧାର କରି ଏକ ପ୍ରାଇଭେଟ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲ ପଠାଇ ଥିଲେ । ତେବେ ପରିବାର ଲୋକ ବର୍ତ୍ତମାନ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି କାରଣ ତାଙ୍କର ବିଶେଷ କିଛି କ୍ଷ-ତି ହୋଇନାହିଁ ।

Leave a Reply

Your email address will not be published. Required fields are marked *