ଇଚ୍ଛା ଥିଲା ବହୁତ ସହି ପାରିଲାନି ଶରୀର:- ଶାରୀ-ରିକ ସଂପର୍କ ସମୟରେ ଚାଲିଗଲା ନାବା-ଳିକାର ଜୀବନ, ଆଉ ତା’ପରେ କଣ ଘ-ଟିଲା ଦେଖନ୍ତୁ ଏହି ଭିଡ଼ିଓ।

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସ-ମ୍ପ-ର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ।

ବରଗଡ଼ ଜିଲ୍ଲାର ଭେଲୁଆ ପଡା ଗ୍ରାମରୁ ଏକ ଅଭା-ବନୀୟ ଘ-ଟ-ଣା ଘଟିଛି। ଶାରୀ-ରିକ ସଂ-ପ-ର୍କ ରଖିବା ନାବା-ଳିକା ପାଇଁ ସାଜିଲା କାଳ। ତେବେ ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ପ୍ରେମର କୌଣସି ପବିତ୍ରତା ନାହିଁ। ବର୍ତ୍ତମାନର ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପ-ର୍କ। ତେବେ ଏହି ଶାରୀ-ରିକ ସଂ-ପ-ର୍କ ନାବା-ଳିକା ପାଇଁ କାଳ ପାଲଟି ଗଲା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୧୭ ବର୍ଷୀୟ ନାବା-ଳିକା ୨୩ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ। ତେବେ ପ୍ରେମ କରିବା ଖରାପ ନୁହେଁ କିନ୍ତୁ ପ୍ରେମରେ ପଡି ଅନୈ-ତିକ କାମ କରିବା ତାହା ଖରାପ ହୋଇଥାଏ। ନାବାଳିକା ଜଣକ ବରଗଡ଼ କଲେଜ ଯାଉଛନ୍ତି କହି ଘରୁ ଆସିଥିଲେ। କିନ୍ତୁ କଲେଜ ନ ଯାଇ ନିଜ ପ୍ରେମିକ ସହ ଆସି ହୋଟେଲରେ ପହଞ୍ଚି ଥିଲେ। ଶାରୀ-ରିକ ସଂ-ପ-ର୍କ ରଖିବାକୁ ନେଇ ଦୁହିଁଙ୍କ ମନରେ ଅନେକ ଆଗ୍ରହ ଉତ୍କଣ୍ଠା ରହିଥିଲା।

ହୋଟେଲରେ ପହଁଞ୍ଚି ଯୁବକ ଜଣକ ନାବା-ଳିକା ସହ ପ୍ରେମ ଗପ ଗପି ଥିଲେ। ଏହାପରେ ଦୁହେଁ ଦୁହିଁଙ୍କ ସହମତିରେ ଶାରୀ-ରିକ ସଂ-ପ-ର୍କ ସ୍ଥାପନ କରିଥିଲେ। କିନ୍ତୁ ନାବାଳିକାର ଶରୀର କଷ୍ଟ ଓ ଯ-ନ୍ତ୍ର-ଣା ସହି ପାରି ନଥିଲା। ଶାରୀ-ରିକ ସଂ-ପ-ର୍କ ସ୍ଥାପନ ସମୟରେ ହିଁ ନାବା-ଳିକା ଅଚେତ ହୋଇ ପଡ଼ିଥିଲେ। ତେବେ ଏହା ଦେଖି ଯୁବକ ଜଣକ ଭ-ୟ କରି ଦେଇଥିଲେ। ତେବେ ଯୁବତୀଙ୍କୁ ହାତରେ ଉଠେଇ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ନାବା-ଳିକାକୁ ମୃ-ତ ଘୋଷିତ କରିଥିଲେ।

ଏହାପରେ ଡାକ୍ତରଖାନା କତ୍ତୃପକ୍ଷ ପୋଲିସରେ ଏ ବିଷୟରେ ଖବର ଜଣେଇ ଥିଲେ। ପୋ-ଲି-ସ ମୃ-ତ ନାବା-ଳିକା ଘର ଲୋକଙ୍କୁ ଜଣେଇଥିଲେ। ଝିଅର ମୃ-ତ୍ୟୁ ବିଷୟରେ ଖବର ପାଇବା ପରେ ଘରେ ଶୋ-କର କଳା ବାଦଲ ଖେଳେଇ ଯାଇଥିଲା। ବର୍ତ୍ତମାନ ପୋ-ଲି-ସ ଯୁବକକୁ ନେଇ ଥା-ନାରେ ଅଟକ ରଖିଛନ୍ତି। କେବଳ ସେତିକି ନୁହେଁ ସେ ହୋଟେଲ ମାଲିକ ନାମରେ ଅଭି-ଯୋଗ ଆସିଥିବା ଜଣା ପଡ଼ିଛି। ଯୁବତୀଙ୍କ ୧୮ ବର୍ଷ ହୋଇ ନଥିଲେ ମଧ୍ୟ କିପରି ଯୁବତୀଙ୍କୁ ଅନୁମତି ଦିଆଗଲା। ସେ ନେଇ ଅନୁସନ୍ଧାନ କରୁଛି ପୋ-ଲି-ସ।

Leave a Reply

Your email address will not be published. Required fields are marked *