ରାଜଧାନୀରେ ଲଜ୍ୟା:- ମ-ଦ ପିଆଇ ବ-ଳାତ୍କା-ର କଲେ ଯୁବକ, ନି-ଶା ଛାଡିଲା ପରେ ଯୁବତୀ କିଛି ଏପରି କରିଥିଲେ। ଦେଖନ୍ତୁ ଏହି ଭିଡ଼ିଓ।

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନି-ର୍ଯ୍ୟାତ-ନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବ-ଳତ୍କା-ରର ଶି-କା-ର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁ-କ ନି-ର୍ଯ୍ୟାତ-ନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନି-ର୍ଯ୍ୟାତ-ନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ବରରୁ ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଯୁବତୀଙ୍କୁ ମ-ଦ ପିଇଆଇ ଅଚେତ ଅବସ୍ଥାରେ ବ-ଳାତ୍କା-ର କରିଥିବା ଖବର ସାମ୍ନାକୁ ଆସିଛି। ତେବେ ଯୁବତୀଙ୍କ ଅଭି-ଯୋଗ ପରେ ପୋ-ଲି-ସ ଯୁବକଙ୍କୁ ଉଠେଇ ନେଇ ଆସିଥିବା ଜଣା ପଡ଼ିଛି। ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ତେବେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ରାଜଧାନୀର ଏକ ଲ-ଜ୍ୟା ଜ-ନକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଆପଣ ଜଣେ ଯୁବକଙ୍କୁ ପୋ-ଲି-ସ ଗାଡ଼ିରେ ବସି ନିଜ ମୁଁହ ଲୁ-ଚା-ଉ ଥିବାର ଦେଖିବାକୁ ପାଇବେ। ତେବେ ପୋ-ଲି-ସ ଗାଡ଼ିରେ ବସିଛନ୍ତି ଏହାର ଅର୍ଥାତ ସେ ନିଶ୍ଚିତ କୌଣସି ଅସାମାଜିକ କାମ କରିଥିବେ ଯାହା ଫଳରେ ପୋ-ଲି-ସ ତାଙ୍କୁ ନିଜ ଗାଡ଼ିରେ ବସେଇଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମାସ୍କ ପିନ୍ଧି ପୋ-ଲି-ସ ଗାଡ଼ିରେ ବସି ଥିବା ଯୁବକ ଜଣକ ହେଉଛନ୍ତି କିଶନ ଅଗ୍ରୱାଲ। ପାହାଳର ବାସିନ୍ଦା ଅଟନ୍ତି। ତେବେ ଯୁବକ ଜଣକ ଯୁବତୀଙ୍କୁ ରେ-ପ କରିଛନ୍ତି। ତେବେ ରେ-ପ କରିବା ପାଇଁ ଜୋ-ର ଜବ-ରଦ-ସ୍ତ କରିବାକୁ ପଡିଲା ନାହିଁ। ତେବେ ଏହା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ବିନା ଜବ-ରଦ-ସ୍ତି ରେ ଯୁବକ ଜଣକ କିପରି ରେ-ପ କଲେ।

ତେବେ ଏହା ପଛରେ ଏକ ମୁଖ୍ୟ କାରଣ ହେଉଛି ଯୁବକ ଜଣକ ଯୁବତୀଙ୍କୁ ରେ-ପ କରିବା ପୂର୍ବରୁ ତାଙ୍କୁ ମ-ଦ ଦେଇଥିଲେ। ତେବେ ଯୁବତୀ ଜଣକ ମ-ଦ ନି-ଶାରେ ଚେତା ଶୂନ୍ୟ ହୋଇପଡିଥିଲେ। ଯୁବତୀଙ୍କୁ ଅ-ଚେ-ତ ଅବସ୍ଥାରେ ଦେଖି ଯୁବକଙ୍କ ଭିତରେ ରା-କ୍ଷ-ସ ଜାଗି ଉଠି ଥିଲା। ତେବେ ଯୁବତୀଙ୍କୁ ରେ-ପ କରି ଆ-ପତ୍ତି ଜ-ନକ ଅବସ୍ଥାରେ ଛାଡି ଚାଲି ଯାଇଥିଲେ। ଯୁବତୀ ଜଣକ ନି-ଶାରୁ ଉଠିବା ପରେ ନିଜକୁ ଆପ-ତ୍ତି ଜ-ନକ ଅବସ୍ଥାରେ ଦେଖିବା ପରେ ଭ-ୟବି-ତ କରି ଯାଇଥିଲେ।

ଯୁବତୀ ଜଣକ ଶେଷରେ ପାହାଳ ଥା-ନାରେ ଯୁବକ କିଶନଙ୍କ ନାମରେ ଲିଖିତ ଅ-ଭିଯୋ-ଗ ଆଣିଥିଲେ। ଅଭି-ଯୋଗ କ୍ରମେ ପୋ-ଲି-ସ ଯୁବକଙ୍କୁ ଉଠେଇ ଆଣିଥିଲା ଏବଂ ଦୁହିଁଙ୍କର ଡାକ୍ତରୀ ମାଇନା କରିବା ପାଇଁ ପଠେଇ ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *