ବ୍ୟୋମକେଶ ତ୍ରିପାଠୀ କହିଲେ ଗାର୍ଲଫ୍ରେଣ୍ଡକୁ ହରାଇ ଦେବାର ଭ-ୟ ଥାଏ ହେଲେ ସ୍ତ୍ରୀ ନଥାଏ,ଶାଳି ପାଖରେ ଯେଉଁ ମଜା ସ୍ତ୍ରୀ ପାଖରେ ନାହିଁ।

କାହିଁକି ଦିନକୁ ଦିନ ବୃଦ୍ଧି ପାଉଛି ପର-କ୍ରିୟା ପ୍ରୀ-ତି। କାହିଁକି ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି ପ୍ରେମ,ପ୍ରତା-ରଣା,ଛ-ଳନା,କାହିଁକି ପ୍ରତ୍ୟକ ଦିନ ଖବର କାଗଜର ଶିରୋନାମା ପାଲଟୁଛି ପର ପୁରୁଷ ସହ ସ୍ତ୍ରୀ ଫେ-ରାର,ପର ସ୍ତ୍ରୀକୁ ନେଇ ବିବାହିତା ପୁରୁଷ ଫେ-ରାର। ଏ ଘଟ-ଣାକୁ ନେଇ ବ୍ୟୋମକେଶ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମରେ କହିଛନ୍ତି କି ଯେଉଁ ଘରେ ଶାଶୁ ଶଶୁର ନାହାଁନ୍ତି

ଯେଉଁ ବୋହୁ ନିଜ ଶାଶୁ ଶଶୁରଙ୍କୁ ରଖାଇ ଦେଉ ନାହିଁ ସେହି ଭଳି ପରିବେଶରେ ବା ସେହି ଭଳି ଘରେ ଏଭଳି ଘ-ଟଣା ଅଧିକାଂଶ ଦେଖିବାକୁ ମିଳୁଛି। ଆଉ ଶାଶୁ ଶଶୁର ରାହୁନଥିବା ଘରୁ ଅଧିକାଂଶ ଖବର ଆସେ କି ପର ପୁରୁଷ ସାଥିରେ ଲିପ୍ତ ସ୍ତ୍ରୀ। ପର ସ୍ତ୍ରୀ ସାଥିରେ ସମ୍ପ-ର୍କ ରଖିଛି ବିବାହିତା ପୁରୁଷ।

ତାଙ୍କ କହିବା କଥା ଘରର ମେରୁଦ-ଣ୍ଡ ହେଉଛନ୍ତି ଶାଶୁ ଶଶୁର। ଯେତେବେଳେ ପରିବାରରେ ଶାଶୁ ଶଶୁର ନ ରୁହନ୍ତି ସେତେବେଳେ ପରିବାର ସଠିକ ରୂପେ ଚାଲେ ନାହିଁ। କେହି ବି-ରୋଧ କରିବାକୁ ରୁହନ୍ତି ନାହିଁ। କେହି କାହାକୁ ଡ-ରନ୍ତି ନାହିଁ ଆଉ ସେହିଭଳି ପରିସ୍ଥିତିରେ ପିଲା ମାନେ ବା ସ୍ୱାମୀ ସ୍ତ୍ରୀ ଅବାଟକୁ ଚାଲିଯାଆନ୍ତି। ଯେହେତୁ ଘରେ ମୁରବି ନଥାନ୍ତି କେହି ଖରାପ ଜିନିଷ ବା ଖରାପ କଥାରେ ବି-ରୋଧ କରିନଥାନ୍ତି।

ତେବେ ଶାଶୁ ଶଶୁର ହେଉଛନ୍ତି ଗାଡିର ବ୍ରେକ ଭଳି ପରିବାରର ବ୍ରେ-କ। ଯେତେବେଳେ ଗାଡି କଣ୍ଟ୍ରୋଲ ବାହାରକୁ ଚାଲିଯାଏ ଗାଡିକୁ ବ୍ରେକ ମା-ରି ରଖାଯାଏ ଠିକ ସେହିଭଳି ଯେତେବେଳେ ପରିବାର ମଧ୍ୟରେ ଶାଶୁ ଶଶୁର ଥାନ୍ତି ସେ ପିଲା ମାନଙ୍କୁ ବାରଣ କରନ୍ତି ବିଳମ୍ବ ରେ ଆସିଲେ ପ୍ରଶ୍ନ କରନ୍ତୁ ଆଉ ଯେଉଁଠି ଶାଶୁ ଶଶୁର ନଥାନ୍ତି ସେ ଘରେ ଏଭଳି ପର-କ୍ରିୟା ଘ-ଟଣା ଅଧିକାଂଶ ସାମ୍ନାକୁ ଆସେ।

ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ ସ୍ତ୍ରୀ ଟିଏ ସ୍ୱାମୀ ଉପରେ ଚାପ ସୃଷ୍ଟି କରେ ବାପା ମାଙ୍କ ଠାରୁ ଦୂରେଇ ଯିବାକୁ ସେତେବେଳେ ସ୍ୱାମୀ ଭା-ଙ୍ଗିପଡ଼େ। ସ୍ୱାମୀ ସ୍ତ୍ରୀର ହେବ ନା ବାପା ମାଆଙ୍କର ହେବ ଜାଣି ନପାରି ସ୍ତ୍ରୀର ଚାପରେ ଯେତେବେଳେ ଚେପା ହୋଇ ବାପା ମାଙ୍କ ଠାରୁ ଦୂରେଇ ଯାଏ ସେ ମାନ-ସିକ ସ୍ତରରେ ଏକ ଦମ ଦୁର୍ବଳ ହୋଇପଡେ କାରଣ ଗୋଟେ ପୁଅର ବଡ଼ ଦୁର୍ବ-ଳତା ହେଉଛନ୍ତି ତାର ମା।

ଆଉ ଯେତେବେଳେ ସ୍ତ୍ରୀର ପ୍ରରୋଚନାରେ ସ୍ୱାମୀ ବାପା ମାଙ୍କ ଠାରୁ ଦୂରେଇ ଯାଏ ସେତେବେଳେ ପରିବାରରେ ଝ-ଡ଼ ସୃଷ୍ଟି ହୁଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସ-ମ୍ପର୍କ ଖରାପ ହୁଏ ଆଉ ସେହି ସମୟରେ ସ୍ୱାମୀ ଏକା ରହି ନପାରି ସେ ତା ମନର କଥା କାହା ଆଗେ ପ୍ରକାଶ କରି ତା ନିଜକୁ ହାଲକା କରିବାକୁ ଚାହେଁ।

ଆଉ ଏହି ସମୟରେ ସେ ଅନ୍ୟ ମାନଙ୍କ ସହ କଥା ହେବାକୁ ଚାହେଁ। ଯେତେବେଳେ ଜଣେ ଚିନ୍ତାରେ ଥାଏ ମାନ-ସିକ ଅବସାଦ ମଧ୍ୟରେ ଗତି କରୁଥାଏ ସେହି ସମୟରେ କେହି ଯଦି ଦୁଇ ପଦ ମିଠା ମିଠା କଥା କହିଦିଏ ସେତେବେଳେ ମାନ-ସିକ ସ୍ତରରେ ଥିବା ବ୍ୟକ୍ତିକୁ ସେହି ଦୁଇପଦ କଥା ଭଲ ଲାଗେ ଯାହା ଫଳରେ କଥା ବାର୍ତା ବଢେ ସମ୍ପ-ର୍କ ଦୃଢ଼ ହୁଏ ଆଉ ତା ପରେ ସାମ୍ନାକୁ ଆସେ ପର-କ୍ରିୟା ପ୍ରୀତି। ଏହି ଘଟ-ଣାକୁ ନେଇ ସେ ଏକ ସୁନ୍ଦର ମ୍ୟାସେଜ ମଧ୍ୟ ସମାଜକୁ ଦେଇଛନ୍ତି କି ବୋହୁଟିଏ ଯଦି ଚିନ୍ତା କରନ୍ତା ଶାଶୁ ଶଶୁରଙ୍କ ପାଖରେ ରହିବାକୁ ତେବେ ଏପରି ପରିସ୍ଥିତି କେବେ ହେଲେ ମଧ୍ୟ ଉପୁଜନ୍ତା ନାହିଁ।

Leave a Reply

Your email address will not be published. Required fields are marked *