ବଡ ଭାଇଙ୍କ ଆ-ତ୍ମହ-ତ୍ୟା ବାବ-ଦରେ କହିଲେ ସାନ ଭାଇ , କାହିଁକି କଲେ ଏମିତି

ଆ-ତ୍ମହ-ତ୍ୟା ଆଜିର ଦୁନିଆରେ ଶେଷ ଉପାୟ ଆଉ ସମାଧାନ । ଏହାଛଡା ଏ ଦୁନିଆରେ ଆଉ କିଛି ନାହିଁ । ଲୋକମାନେ ଏଭଳି ଭାବି ଆଉ କିଛି କରି ପାରୁନାହାଁନ୍ତି । ଶେଷରେ ଆ-ତ୍ମହ-ତ୍ୟା ହିଁ କରି ପକାଉଛନ୍ତି। ତେବେ କ୍ରମାଗତ ଭାବରେ ଏହି ଆ-ତ୍ମହ-ତ୍ୟା ଖବର ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଉଅଛି । କିଛି ମାମ-ଲାର ତ-ଦନ୍ତ ପରେ ତାହା ଆପେ ଆପେ ବନ୍ଦ ହୋଇ ଯାଉଛି ।

ତେବେ ଏହାର ପ୍ରକୃତ କାରଣ କଣ , ପୋ-ଲିସ ମଧ୍ୟ ଖୋ-ଜି ପାଉନାହିଁ । ଏଭଳି ପରିସ୍ଥିତିରେ ଆଉ କିଛି ବି କରି ପାରୁନାହାଁନ୍ତି ପରିବାର ଲୋକ । କେବଳ ନ୍ୟା-ୟ ଆଶାରେ ପରିବାର ଲୋକ ପୋଲି-ସ ଥା-ନାର ଚ-କ୍କର କାଟି ଶେଷରେ ନି-ରାଶ ହୋଇ ବସି ଯାଉଛନ୍ତି । ତେବେ ଏପରି ଏକ ଖବର ବର୍ତ୍ତମାନ ସମୟରେ ଲୋକଲୋଚନକୁ ଆସିଅଛି ।

ସୂଚନା ଅନୁସାରେ , ବ୍ୟକ୍ତି ଜଣକ ଆ-ତ୍ମହ-ତ୍ୟା କରି ଦେଇଛନ୍ତି । ଭୁବନେଶ୍ବରରେ ରହି ଚାକିରୀ କରୁଥିବା ବ୍ୟକ୍ତି ଜଣକ ହଠାତ୍ ଏପରି ପଦକ୍ଷେପ କାହିଁକି ନେଲେ , ସେ କଥା କେହି ଜାଣି ପାରୁ ନାହାଁନ୍ତି । ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ତାଙ୍କ ସାନ ଭାଇ କହିଛନ୍ତି କି , ବଡ ଭାଇଙ୍କର ହଠାତ୍ ଏପରି ପଦକ୍ଷେପକୁ ବିଶ୍ୱାସ କରି ହେଉନାହିଁ ।

ମଝିରେ ମଝିରେ ସେ ଘର ଲୋକଙ୍କ ସହ କଥାବାର୍ତ୍ତା କରିଥାନ୍ତି । ଗତକାଲି ତାଙ୍କ ଭାଉଜ ତାଙ୍କୁ ଫୋନ୍ କରି ଆ-ତ୍ମହ-ତ୍ୟା ବାବ-ଦରେ ଜଣାଇଥିଲେ । ଏପରି ପରିସ୍ଥିତିରେ କଣ କରା ଯାଇପାରିବ , ସେ କଥା ଭାବି ହେଉନାହିଁ ବୋଲି ତାଙ୍କ ଭାଇ କହିଛନ୍ତି । ତେବେ ଦେଖାଯାଉ ଆଗକୁ ସତ୍ୟ ଆସୁଛି କି ନାହିଁ । ପୋ-ଲିସ ବର୍ତ୍ତମାନ ଘଟ-ଣାର ତ-ଦନ୍ତ ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *