ଶଙ୍କରଙ୍କ ସାଙ୍ଘା-ତିକ ବା-ଣ, ହେତୁବାଦୀଙ୍କ ମାଇପ ପିନ୍ଧନ୍ତିନି ସଙ୍ଖା ସିନ୍ଦୁର।

ହେତୁବାଦୀ ମାନଙ୍କୁ ଶଙ୍କର ବେଙ୍ଗ କବିତା ମାଧ୍ୟମରେ ଅନେକ କିଛି କହିଛନ୍ତି। ଯେପରି କି ହେତୁବାଦୀ ମାନେ ନିକଟରେ ପରାଗ ଦିନ ଖାଇଥିବା ଚିକେନ ବିରିୟାନିକୁ ନେଇ ଶଙ୍କର ବେଙ୍ଗ କବିତା ମାଧ୍ୟମରେ ମା-ରିଛନ୍ତି ବା-ଣ। ସେ କହିଛନ୍ତି ସେ ବିଜ୍ଞାନ ବିଭାଗର ଛାତ୍ର ଥିଲେ ଆଉ ୧୦ ବର୍ଷ ମଧ୍ୟ ସେ ଶିକ୍ଷକତା କରିଥିଲେ ମାତ୍ର ସେ ବିଜ୍ଞାନ ବିଭାଗର ଛାତ୍ର ହୋଇଥିଲେ ମଧ୍ୟ ସେ ଇଶ୍ଵରୀୟ ସତ୍ତାକୁ ଅନୁଭବ କରିଛନ୍ତି।

ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ତେବେ ସେ କେବଳ ହେତୁବାଦୀ ମାନଙ୍କ ଚିକେନ୍ ବିରିୟାନି ଖାଇବାକୁ ବେଙ୍ଗ କରି ନାହାଁନ୍ତି ବରଂ ସେ ହେତୁବାଦୀ ମାନଙ୍କୁ ଅନେକ ପ୍ରଶ୍ନ କରିଛନ୍ତି ବେଙ୍ଗ କବିତା ମାଧ୍ୟମରେ। ସେ କହିଛନ୍ତି କି ଯେଉଁ ହେତୁବାଦୀ ମାନେ ମନ୍ଦିରକୁ ମି-ଛ କହି ବିଜ୍ଞାନକୁ ବହୁତ ସତ କୁହନ୍ତି ସେହି ହେତୁବାଦୀ ମାନଙ୍କର ଯେତେବେଳେ ପିତା ମାତା ମୃ-ତ୍ୟୁ ବ-ରଣ କରନ୍ତି ସେତେବେଳେ କଣ ହେତୁବାଦୀ ମାନେ ପିତା ମାତାଙ୍କ କର୍ମ କରିବାକୁ ଦଶ ତୁଠକୁ ଯାଆନ୍ତି ନାହିଁ ? ଯଦି ଯାଆନ୍ତି ତାହାଲେ ପରାଗରେ ଚିକେନ୍ ବିରିୟାନି ଖାଇ କିଛି ସେକେଣ୍ଡ ପାଇଁ କ୍ୟାମେରା ଆଗକୁ ଆସି ନିଜକୁ ହେତୁବାଦୀ କହି ଚିକେନ ବିରିୟାନି ଖାଇବାର କଣ ଥିଲା।

ତେବେ କେବଳ ଏତିକି ନୁହେଁ ଶଙ୍କର କହିଛନ୍ତି କି ଯଦି ଜ୍ୟୋତିଷ ଶାସ୍ତ୍ର ମିଛ ତେବେ ଜ୍ୟୋତିଷ ଶାସ୍ତ୍ର ବର୍ଷକ ପୂର୍ବରୁ ଯେଉଁ ଗଣନା କରି ଯାହା କହି ଯାଉଛନ୍ତି ତାହା ସତ କିପରି ହେଉଛି। ଯେଉଁ ପରାଗ ଉପରେ ହେତୁବାଦୀ ମାନେ ଭରସା କରୁ ନାହାଁନ୍ତି ଯେଉଁ ପରାଗକୁ ହେତୁବାଦୀ ମାନେ ମାନୁ ନାହାଁନ୍ତି। ଯେଉଁ ପରାଗକୁ ହେତୁବାଦୀ ମାନେ କେବଳ ଛାଇ ଆଲୁଅର ଖେଳ ବୋଲି କହୁଛନ୍ତି। ସେହି ପରାଗକୁ ଯେତେବେଳେ ଜ୍ୟୋତିଷ ଶାସ୍ତ୍ର ବର୍ଷକ ପୂର୍ବରୁ କହି ଯାଉଛନ୍ତି କି ଏହି ଦିନ ପରାଗ ଲାଗିବ ସେତେବେଳେ କିପରି ତାକୁ ମାନୁଛନ୍ତି। ତେବେ ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରକୁ ବି-ରୋଧ କରୁଛନ୍ତି ସେମାନେ ଆର୍ଯ୍ୟଭଟ୍ଟ ଙ୍କର ୦ ଅର୍ଥାତ 0 କୁ ପାଠ ପୁସ୍ତକରୁ କାଢି ଫି-ଙ୍ଗି ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି।

ତେବେ ହେତୁବାଦୀ ମାନଙ୍କୁ ସେ ନିଜ ବେଙ୍ଗ କବିତା ମାଧ୍ୟମରେ ବେଙ୍ଗ କରିବା ସହିତ ଅନେକ କିଛି କଥା ହେତୁବାଦୀଙ୍କ ବିଷୟରେ ସାମ୍ନାକୁ ଆଣିଛନ୍ତି ଓ ହେତୁବାଦୀ ମାନଙ୍କୁ ସେହି କବିତାରେ ପ୍ରଶ୍ନ କରିଛନ୍ତି। ତେବେ ସଙ୍କରଙ୍କ ଏହି କବିତା ଟି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଲୋକେ ପ୍ରବଳ ମାତ୍ରାରେ ସେହି କବିତାକୁ ସେୟାର ମଧ୍ୟ କରୁଛନ୍ତି। ହେତୁବାଦୀ ମାନଙ୍କ ଏହି କାର୍ଯ୍ୟକଳାପକୁ କେବଳ ଶଙ୍କର ନୁହଁନ୍ତି ବରଂ ସମସ୍ତେ ବି-ରୋଧ କରିଛନ୍ତି। ନିକଟରେ ଜଣେ ହେତୁବାଦୀ ମିଡିଆ ଆଗରେ କହିଥିଲେ କି ସେ ଚିକେନ୍ ବିରିୟାନି ଖାଇବା ପରେ ତାଙ୍କୁ ହ-ତ୍ୟା ଧ-ମକ ମିଳିଛି। ଏହାକୁ ନେଇ ହେତୁବାଦୀ ମାନଙ୍କ ନାମରେ ଥା-ନାରେ ଅଭି-ଯୋଗ ମଧ୍ୟ କରାହୋଇଛି। ଆଉ ହେତୁବାଦୀ ମାନଙ୍କୁ ନେଇ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି।

ଯେଉଁ ହେତୁବାଦୀ ମାନେ ବିଜ୍ଞାନ ଉପରେ ପ୍ରଗାଢ ବିଶ୍ୱାସ ରଖି ହିନ୍ଦୁ ଧର୍ମକୁ ମି-ଛ ବୋଲି କହୁଛନ୍ତି ସେହି ହେତୁବାଦୀ ମାନେ ନିଜକୁ ହିନ୍ଦୁ ବୋଲି କାହିଁକି କହୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି। କାରଣ ଯେତେବେଳେ ହେତୁବାଦୀ ମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ତ ସେତେବେଳେ ସେମାନେ ଗୋଟେ ଧର୍ମର ବୋଲି ପ୍ରମାଣ ଦେଉଛନ୍ତି ତ ସେହି ଧର୍ମକୁ ଜାବୁଡି ଧରି ତାକୁ ଅବିଶ୍ୱାସ କରିବା ଆଦୌ ଉଚିତ କିମ୍ବା ଯୁ-କ୍ତିଯୁ-କ୍ତ କଥା ନୁହେଁ ବୋଲି ସାଧାରଣ ଲୋକେ କହୁଛନ୍ତି।

ଯେଉଁ ହେତୁବାଦୀ ମାନେ ନିଜକୁ ହେତୁବାଦୀ ବୋଲି କହୁଛନ୍ତି ସେମାନଙ୍କ ବାପା ମାଙ୍କ ମୃ-ତ୍ୟୁ ପରେ ସେମାନେ ତାଙ୍କ ଅନ୍ତିମ କ୍ରିୟା କରୁଛନ୍ତି କି ନାହିଁ। ତେବେ ବନ୍ଧୁଗଣ ଏହି ଘଟ-ଣାକୁ ନେଇ ଅନେକ ଦିନ ହେବ ହେତୁବାଦୀ ମାନଙ୍କ ସହ ଧର୍ମକୁ ବିଶ୍ୱାସ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ ପ୍ରକାର କାଦୁଅ ଫି-ଙ୍ଗା ଫି-ଙ୍ଗି ଚାଲିଛି ହେଲେ ଆଜି ପର୍ଯ୍ୟନ୍ତ ଏହି ଚର୍ଚ୍ଚା କମିବାର ନାଁ ନେଇ ନାହିଁ। ତେବେ ଦେଖିବାକୁ ବାକି ରହିଲା ଏହି ଘଟ-ଣାକୁ ନେଇ ଆଗକୁ କଣ କଣ ହେଉଛି।ଆଉ ହେତୁବାଦୀ ଓ ଧର୍ମକୁ ବିଶ୍ୱାସ କରୁଥିବା ଲୋକଙ୍କ ମଧ୍ୟରେ ଏହି ଚର୍ଚ୍ଚା କେତେ ଦିନ ଧରି ଲାଗି ରହୁଛି।

Leave a Reply

Your email address will not be published. Required fields are marked *