ଶୌଚ କରିବାକୁ ଯାଇଥିଲା ପୁଅ । ଆଉ ଚିତ୍କାର କରି ଡାକିଲା ମା’କୁ । ଆଉ ତାପରେ ……..

ଘର ପାଖରେ ହିଁ ଘରର ଏକମାତ୍ର ପୁଅର ହଠାତ ମୃ-ତ୍ୟୁରେ ପୁଅ ପରିବାର ଭାଙ୍ଗି ପଡ଼ିଛି । ଆଉ ପୁଅର ଏଭଳି ମୃ-ତ୍ୟୁକୁ କେହି କେବେ କଳ୍ପନା ସୁଦ୍ଧା କରି ପାରି ନଥିଲେ । ଶୌଚ କରିବାକୁ ଯାଇ ଯେ ପୁଅର ଏଭଳି ହେବ ତାହାକୁ କିଏ ବା ଭାବିଥିଲା । କିନ୍ତୁ ବାସ୍ତବରେ ଘ-ଟଣା ହିଁ ଏମିତି କିଛି ଘଟି ଯାଇଛି । ଯେଉଁ କାରଣରୁ ଘରର ଏକମାତ୍ର ପୁଅକୁ ବାପା ମା’ ଏବଂ ଭଉଣୀ ଝୁରି ଝୁରି କା-ନ୍ଦୁଛନ୍ତି । ତେବେ ମୃ-ତ୍ୟୁ ପୁଅ ହେଉଛନ୍ତି ଚନ୍ଦନ ନାୟକ । ଯାହାଙ୍କ ବୟସ ବୟସ ମାତ୍ର ୧୩ ବର୍ଷ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରେ । ବାଲିପାଟଣା ଗାଁରେ ଶ୍ରୀଚରଣ ନାୟକଙ୍କ ୧୩ ବର୍ଷର ପୁଅ ଚନ୍ଦନ ନାୟକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ।

ଏହି ସମୟରେ ଚନ୍ଦନଙ୍କୁ ଏକ ଜନ୍ତୁ କା-ମୁଡ଼ି ଦେଇଥିଲା । ଏହା ଜାଣିବା ପରେ ମଧ୍ୟ ସେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । ଗାଧୋଇବା ସମୟରେ ଚନ୍ଦନର ମୁଣ୍ଡ ବୁଲାଇଥିଲା । ଗାଧୁଆ ତୋଠରେ ସେ ଚି-ତ୍କାର କରି ତଳେ ପଡ଼ି ଯାଇଥିଲେ । ଆଖପାଖରେ ଥିବା ଲୋକେ ଚନ୍ଦନକୁ ଉ-ଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ ।

କିନ୍ତୁ ସେଠାରେ ଡାକ୍ତର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଆଉ କେନ୍ଦ୍ରାପଡ଼ା ଯିବା ରାସ୍ତାରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଚନ୍ଦନ ବାପା ମା’ଙ୍କର ଗେହ୍ଲା ବସାରିଆ ଏବଂ ଏକମାତ୍ର ପୁଅ ଥିଲା । ଆଉ ପୁଅର ଏଭଳି ଅକାଳ ବିୟୋଗ ପରେ ପୁରା ପରିବାର ଲୋକେ ଦୁଃ-ଖରେ ଭାଙ୍ଗି ପଡ଼ିଛନ୍ତି ।

ଗେହ୍ଲା ପୁଅକୁ ହରାଇ ମା’ଟି କା-ନ୍ଦି କା-ନ୍ଦି ଭୁଇଁରେ ଗଡ଼ି ଯାଉଛି । ବାପା ମଧ୍ୟ କା-ନ୍ଦି କା-ନ୍ଦି କହୁଛନ୍ତି ଯେ ପୁରୀ ଯିବା ସମୟରେ ପୁଅ କେତେ ବାପା ବାପା ଡାକୁଥିଲା । କିନ୍ତୁ ଆଜି ପୁଅ ଆଉ ବାପା ବୋଲି ଡାକିବାକୁ ନାହିଁ । ଯେଉଁ କଥାକୁ ସହଜରେ କେହିବି ଗ୍ରହଣ କରିପାରି ନାହାଁନ୍ତି । ଗାଁ ଲୋକେ କହିଛନ୍ତି ଯେ ଚନ୍ଦନ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କୁ କୌଣସି ଏକ ଅଜଣା ଜନ୍ତୁ କା-ମୁଡ଼ି ଦେଇଥିଲା । ଆଉ ମୁହଁରୁ ଫେଣ ବାହାରିବା କାରଣରୁ ଗାଁ ଲୋକେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କଲେ । ଆଉ ଏପଟେ ପରିବାରର ଏକମାତ୍ର ପୁଅର ବିୟୋଗ ପରେ ଲୋକେ କହୁଛନ୍ତି ଯେ ପରିବାରର କୂଳ ଦୀପ ଲିଭିଗଲା । ଆଉ ଏଥିପାଇଁ ଭାଗ୍ୟକୁ ଆଦରି ମା’ ଟିଏ ନିଜ ପୁଅକୁ ଝୁରି ଝୁରି କା-ନ୍ଦୁଛି ।

Leave a Reply

Your email address will not be published. Required fields are marked *