ମୋତେ ବଞ୍ଚାଅ ମୋତେ ବଞ୍ଚାଅ, ଚଳନ୍ତା ଗାଡିରୁ ଶୁଭିଲା ନବ ବଧୂର ସ୍ୱର। ପୋ-ଲିସ ଗାଡିକୁ ଅଟକାଇ ଦେଖିଲା କିଛି ଅଦ୍ଭୁତ ଦୃ-ଶ୍ୟ

ଉତ୍ତରପ୍ରଦେଶର ଲକ୍ନୌ ସହରରୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ମାମ-ଲା ସାମ୍ନାକୁ ଆସିଛି। ତେବେ ଚଳନ୍ତା କାର ଭିତରୁ କନ୍ୟାର ଚି-ତ୍କାର, “ମୋତେ ବଞ୍ଚେଇ ଦିଅ ମୋତେ ବଞ୍ଚେଇ ଦିଅ” ଚି-ତ୍କାର ଶୁଣି ଟ୍ରାଫିକ ପୋ-ଲିସ ପହଞ୍ଚି ମହିଳାଙ୍କୁ ଉ-ଦ୍ଧାର କଲା। ଏହା ପରେ ମହିଳା ଜଣକ ଟ୍ରାଫିକ ପୋଲି-ସଙ୍କୁ ଯାହା କହିଥିଲେ ତାହା ଶୁଣି ପୋଲିସ ବାବୁ ଜଣକ ଆଶ୍ଚର୍ଯ୍ୟରେ ପଡିଗଲେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାବତ ମାଆ କଲା ୮୦ ହାଜର ଟଙ୍କାରେ ସୌଦା

ମହିଳା ଜଣକ ହେଉଛନ୍ତି କାଶୀନାଗର ପଗରା ହାଟ ସମ୍ମୁଖରେ ରୁହନ୍ତି। ତେବେ ମହିଳାଙ୍କ ବାପା ଜଣେ ମାନ-ସିକ ରୋଗୀ ଅଟନ୍ତି। ସାବତ ମାଆ ପାଖରେ ରୁହନ୍ତି। ଅନେକ ଦୁଃ-ଖ ଦିଅନ୍ତି। ତେବେ ସାବତ ମାଆ ଓ ଦାଦା ମିଶି ମହିଳାଙ୍କୁ ୮୦ ହଜାର ଟଙ୍କାରେ ଯୁବକଙ୍କୁ ବିକ୍ରି କରି ଦେଇଛି। ତେବେ ଯୁବକ ଜଣଙ୍କ ମଧ୍ୟ ବନ୍ଦାୟୁ ରେ ରୁହେ। ତେବେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବା ପାଇଁ ୮୦ ହଜାର ଟଙ୍କା ଦେଇ ସାବତ ମାଆ ଓ ଦାଦା ଠାରୁ କିଣିଥିଲେ। ସୋମବାର ଦିନ ସାବତ ମା ଓ ଦାଦା ପୀଡ଼ିତାଙ୍କୁ ନେଇ ଗାଁକୁ ଯାଉଥିଲେ। ତେବେ ସାଙ୍ଗରେ ଅନ୍ୟ ତିନି ଜଣ ସାଥି ମଧ୍ୟ ଥିଲେ।

ପୀ-ଡ଼ିତା ମହିଳା ଜଣକ କହିଛନ୍ତି ଯେ ସେ ଏହି ବିବାହରେ ରାଜି ନଥିଲେ। ବାହାଘରକୁ ନେଇ ବି-ରୋଧ କରିବାରୁ ସାବତ ମା ତାଙ୍କୁ ବହୁତ ମା-ଡ଼ ମା-ରିଥିଲେ। ଏଥିସହିତ ଜୋର ଜବରଦସ୍ତ ଶାଢୀ ପିନ୍ଧେଇ ମଥାରେ ସିନ୍ଦୁର ଦେଇ ଆରୋ-ପୀ ଯୁବକଙ୍କ ହାତକୁ ଟେକି ଦେଇଥିଲେ। ସାଙ୍ଗରେ ଧ-ମକ ମଧ୍ୟ ଦେଇଥିଲେ ଯେ ଯଦି କେହି କିଛି ପଚାରେ ତେବେ ଯୁବକର ପତ୍ନୀ ବୋଲି ଉତ୍ତର ଦେବାକୁ କହିଥିଲା। ରାସ୍ତରେ ପୀ-ଡ଼ିତା ଜଣକ ଯୁବକଙ୍କୁ ଅନେକ ଗୁହାରି କରିଥିଲେ। କିନ୍ତୁ ଯୁବକ ଜଣକ ତାଙ୍କର ଗୋଟିଏ କଥା ମଧ୍ୟ ଶୁଣି ନଥିଲେ।

ନକଲି କନ୍ୟାବେଶ କରି ନେବା ସମୟରେ ଧରିଲା ପୋ-ଲିସ

ଯୁବକ ଜଣକ କନ୍ୟାକୁ ଧରି ଯେତେବେଳେ ଲକ୍ନୌର ଚିନାହାଟ ଅଞ୍ଚଳରେ ପହଁଚିଲା ସେତେବେଳେ ଯୁବତୀର ନଜର ପାଖରେ ଥିବା ଟ୍ରାଫିକ ପୋଲିସ ଉପରେ ପଡ଼ିଲା। ତେବେ ଏହାଦେଖି ନିଜକୁ ରାକ୍ଷସ ମାନଙ୍କ କବଳରୁ ର-କ୍ଷା କରିବା ପାଇଁ ଚି-ତ୍କାର କରି ବଞ୍ଚାଓ ବଞ୍ଚାଓ ବୋଲି କହିଲା। ତେବେ ଯୁବତୀଙ୍କ ସ୍ୱର ଟ୍ରାଫିକ ପୋ-ଲିସ କର୍ମୀଙ୍କ କାନରେ ପଡିଲା। ଏହାପରେ ଗାଡି ଧରି କାରର ପଛେ ପଛେ ଗୋଡେଇବାକୁ ଲାଗିଲେ। ଏହାପରେ ପୋ-ଲିସ କାରରେ ଥିବା ଲୋକଙ୍କୁ ଧରିବା ପରେ ପଚ-ରାଉ-ଚରା ଆରମ୍ଭ କରିଦେଲା।

କାରର ଡୋର ଖୋଲି ଯୁବକ ଜଣକ ଯୁବତୀଙ୍କ ସ୍ୱାମୀ ବୋଲି ଦର୍ଶାଇ ଥିଲେ। କିନ୍ତୁ ଯୁବତୀ ଜଣକ କାନ୍ଦି କାନ୍ଦି ସମସ୍ତ ସତ କଥା ପୋଲି-ସକୁ କହିଦେଲା। ତେବେ ପୋ-ଲିସ ଚାରି ଅଭି-ଯୁକ୍ତଙ୍କୁ ଗି-ରଫ କଲା। ତେବେ ପୀ-ଡ଼ିତା ଯୁବତୀଙ୍କୁ ଉ-ଦ୍ଧାର କରି ପ୍ରଥମେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠେଇ ଥିଲା। ଏହାପରେ ପୋଲିସ ଚାରି ଅଭି-ଯୁକ୍ତଙ୍କ ବିରୁ-ଦ୍ଧରେ ସଙ୍ଗୀନ ଦଫା ଲଗେଇ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ବର୍ତ୍ତମାନ ଏହି ସମସ୍ତ ଘ-ଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *