ମାମୁ ଭାଣିଜୀ ପ୍ରେମରେ ବୋହୂ କୁ ଗ୍ରହଣ କରିବାକୁ ଶାଶୁ ଘର ଲୋକ ନାରାଜ, ଏବେ ଗାଁର ମହିଳା ମାନେ ଆସି ଘରୁ ବୋହୁକୁ ବାହାରକୁ ଆଣିଲେ

ମାମୁଁ ସହିତ ରହିଛି ଭାଣୀଜିର ଅନୈ-ତିକ ସ-ମ୍ପର୍କ । ଆଉ ଏହି କଥାକୁ କେନ୍ଦ୍ର କରି ଗାଆଁରେ ଦେଖା ଯାଇଛି ପା-ଟି ତୁ-ଣ୍ଡ । ମହିଳାଙ୍କୁ ଗାଆଁରୁ ବାହାର କରିବା ପାଇଁ ମହିଳା ସଂଘ ଏକତ୍ରିତ ହୋଇଛନ୍ତି । ଆଉ ବୋହୂର ପ୍ରକୃତ ରୂପ ଜାଣିବା ପରେ ତାଙ୍କୁ ଗାଆଁରୁ ବାହାର କରିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ଏହି ଗାଆଁ ପ୍ରତି କଳ-ଙ୍କ ଆଉ ତାଙ୍କ ପାଇଁ ଗାଆଁରେ ଅଶାନ୍ତି ଦେଖାଦେଇଛି ।

ଏପରି କିଛି କଥା କହି ମହିଳା ସଂଘ୍ ତାଙ୍କୁ ଗାଆଁରୁ ବାହାରି ଯିବା ପାଇଁ କହୁଛନ୍ତି । ତେବେ ଏପରି ଏକ ଘଟ-ଣା କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା କି , ଜଣେ ଗାଆଁରେ ଏକ ନୂଆ ବୋହୂ ଶାଶୁ ଘର ଆଗରେ ଧାରଣା ଦେଇ ବସିଛନ୍ତି ଆଉ ତାଙ୍କ ଶାଶୁ ଘର କବାଟରେ ଦୀର୍ଘ ଦିନ ଧରି ତାଲା ପଡ଼ିଛି । ତେଣୁ ନୂଆ ବୋହୂ ନ୍ୟା-ୟ ପାଇବା ପାଇଁ ଧାରଣା ଦେଇଥିଲେ ।

ତେବେ ଏହାପରେ ତାଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳିଥିଲା କି , ସେହି ନୂଆ ବୋହୂର ତାର ମାମୁଁ ସହିତ ଅନୈ-ତିକ ସ-ମ୍ପର୍କ ରହିଛି ଆଉ ଏହି କଥା ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଗାଆଁର ମହିଳା ସଂଘ । ଆଉ ତାଙ୍କ ଘର ଆଗରେ ଆସି ପହଞ୍ଚି ଯାଇଥିଲେ ଆଉ ଦେଖିଲା ବେଳକୁ ଶାଶୁ ଘର କବାଟ ଖୋଲାଅଛି ଆଉ ବୋହୂ ଭିତରେ ଅଛି ।

ସେମାନେ ଅନେକ ସମୟ ଧରି ବୋହୂକୁ ଡ଼ାକି ଥିଲେ ମଧ୍ୟ ବୋହୂ କବାଟ ଖୋଲି ନଥିଲା । ତେବେ ସେମାନେ ବାଧ୍ୟ ହୋଇ କବାଟ ଖୋଲି ବୋହୂକୁ ର-କ୍ଷା କରିଥିଲେ ଆଉ ତାଙ୍କୁ ଆ-ତ୍ମହ-ତ୍ୟା କରିବାକୁ ମନା କରିଥିଲେ । ତେବେ ଏହି ଘ-ଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । ସମସ୍ତେ ଦାବି କରିଛନ୍ତି କି , ଏପରି ବୋହୂକୁ ଗାଁରୁ ବାହାର କରି ଦିଆଯାଉ । କାରଣ ତାଙ୍କ ପାଇଁ ଗାଆଁରେ ଲୋକମାନଙ୍କ ଉପରେ କୁପ୍ର-ଭାବ ପଡ଼ୁଅଛି ।

Leave a Reply

Your email address will not be published. Required fields are marked *