ଆଦିବାସୀ ଯୁବକ ଉପରେ ପରି-ସ୍ରା କରିବା ହେଲା କାଳ । ଏକାଥରକେ ପୁରା ଘର ଉପରେ ଚଢ଼ାଇ ଦେଲେ ବୁଲଡୋଜର ।

ଏମିତିରେ ତ ରାଜ୍ୟରେ ପରସ୍ପର ବି-ରୋଧୀ ଦଳ ନେତା ପ୍ରତିଦ୍ବନ୍ଦି ଅନେକ ଥିବେ । ଯେଉଁ କାରଣରୁ ସେମାନଙ୍କର ଛୋଟ ଭୁଲ କାରଣରୁ ଅନ୍ୟ ବି-ରୋଧୀ ଦଳର ସମାଲୋଚନା ସହିତ କିଛି ଏପରି ନିଷ୍ପତ୍ତି ନିଆଯାଏ ଯାହା ଆପଣ ଏହି ଘଟ-ଣାରୁ ଜାଣି ପାରିବେ । କହିରଖିବୁ ଯେ ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶରୁ ଏକ ଘଟ-ଣା ସାମ୍ନାକୁ ଆସୁଛି ।

ଘଟ-ଣା ଅନୁଯାୟୀ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରି-ସ୍ରା କରିଥିବାରୁ ପ୍ରବେଶ ଶୁକ୍ଳାଙ୍କ ଘର ଉପରେ ଗତକାଲି ସକାଳେ ବୁଲଡୋଜର ଚଢ଼ିଛି । ଯେଉଁ କାରଣରୁ ବି-ରୋଧୀ ଦଳ ନେତା ମାନେ ସୁଯୋଗ ପାଇ କ୍ଷମତାରେ ଥିବା ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ ।

ଆଉ ଘଟ-ଣା ଅନୁଯାୟୀ ସରକାର ଏଭଳି ବୁଲଡୋଜର ଆକ୍ସନ ନେଇଥିବା କୁହାଯାଇଛି । ଘ-ଟଣା ଏହା ଥିଲା ଯେ ମଧ୍ୟପ୍ରଦେଶର ସିନ୍ଧି ଜିଲ୍ଲାରେ ରହୁଥିବା ପ୍ରବେଶ ଶୁକ୍ଳା ପାହାଚରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରି-ସ୍ରା କରିଥିଲେ । ଆଦିବାସୀ ଯୁବକ ଜଣକ ହେଉଛନ୍ତି ପାଲେ କୋଲ ।

ତେବେ ପ୍ରବେଶ ଶୁକ୍ଳା ଜଣେ ବିଜେପି ନେତା ଅଟନ୍ତି ଏବଂ ସେ ନି-ଶାଗ୍ର-ସ୍ତ ଥିବା ସମୟରେ ଏଭଳି କରିଥିବା କୁହାଯାଉଛି । ପୁଣି ସେ ବିଜେପି ବିଧାୟକ କେଦାର ଶୁକ୍ଳାଙ୍କ ପ୍ରତିନିଧି ବୋଲି ମଧ୍ୟ ଜାଣିବାକୁ ପାଇଥିଲେ ବି-ରୋଧୀ । ତେବେ ଏହି ଘ-ଟଣା ପରେ ଯେତେବେଳେ ମାମ-ଲା ଅତି ଉତ୍ତେଜିତ ହେଲା ସେତେବେଳେ କେଦାର ଶୁକ୍ଳା ପ୍ରବେଶ ତାଙ୍କର ପ୍ରତିନିଧି ନୁହଁନ୍ତି ବୋଲି ମନା କରି ଦେଇଥିଲେ ।

ଏଭଳି ମା-ମଲା ପରେ ପ୍ରବେଶ ଶୁକ୍ଳାଙ୍କୁ ପୋ-ଲିସ ଗି-ରଫ କରିଥିଲା । ଏପଟେ ବିରୋ-ଧୀ ଦଳର ଚାପ କାରଣରୁ ଏବଂ ସିନ୍ଧି ଜିଲ୍ଲା କରୋନ୍ଦୀ ଗାଁର ଆଦିବାସୀ ଯୁବକ ପାଲେ କୋଲଙ୍କ ସହିତ ଏଭଳି ଘ-ଟଣା ଘଟି ଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଲଡୋଜର ଆକ୍ସନ କରାଇଛନ୍ତି ।

ବି-ବାଦ ପରେ ପରେ ଗତକାଲି ସକାଳ ସମୟରେ ପ୍ରବେଶ ଶୁକ୍ଳାଙ୍କ ଘର ଉପରେ ବୁଲଡୋଜର ଚଢ଼ିଥିଲା । ଯାହାର କିଛି ଭିଡ଼ିଓ ମଧ୍ୟ ବର୍ତ୍ତମାନ ସମୟରେ ଭାଇରଲ ହେବାରେ ଲାଗିଛି । ପୁଣି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ନିଜେ ପ୍ରବେଶର ଏଭଳି କାମ ପାଇଁ ତା ଉପରେ ଜାତୀୟ ସୁର-କ୍ଷା ଆଇନ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *