ସୀମାଙ୍କ ମୁଖା ଖୋଲିଲା ପୁରୁଣା ପ୍ରେମିକ ।

ପାକିସ୍ତାନର ବୋହୂ ସୀମା ପ୍ରେମ ପାଇଁ କରିଥିଲେ ସୀମା ପାର । ସାଥିରେ ଚାରି ଛୁଆଙ୍କୁ ଧରି ହୋଇଥିଲେ ପାକିସ୍ତାନର ସୀମା ପାରି । PUBG ରୁ ଆରମ୍ଭ ହୋଇଥିଲା ତାଙ୍କର ଭାରତୀୟ ଯୁବକଙ୍କ ସାଥିରେ ପ୍ରେମ କାହାଣୀ । ଆଉ ଦୀର୍ଘ ଦିନର ପ୍ରେମକୁ ସଫଳତାର ରୂପ ଦେବା ପାଇଁ ସୀମା ହୋଇଥିଲେ ସୀମା ପାର । ନିଜ ପ୍ରେମିକ ସଚିନଙ୍କ ସାଥିରେ ରହିବା ପାଇଁ ସୀମା ଚାଲି ଆସିଥିଲେ । ଆଉ କହିଥିଲେ ମ-ରିବି ଯଦି ଭାରତରେ ମ-ରିବି କିନ୍ତୁ ପାକିସ୍ତାନ ଆଉ ଫେରିବି ନାହିଁ । ସୀମା ଓ ସଚିନଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ଥିବା ବେଳେ ।

ବର୍ତ୍ତମାନ ଏହି ପ୍ରେମ କାହାଣୀରେ ଆସିଛି ସାଙ୍ଘା-ତିକ ମୋଡ । ସିମାଙ୍କ ପୁରୁଣା ପ୍ରେମିକ ଖୋଲିଦେଇଛନ୍ତି ସୀମାଙ୍କ ମୁଖା । ସୀମାଙ୍କ ପୁରୁଣା ପ୍ରେମିକ କହିଛନ୍ତି ସିମାଙ୍କର ସଚିନଙ୍କୁ ମିଶାଇ ଥିଲେ ଛ ପ୍ରେମିକ । ଶିମାଙ୍କର ଥିଲା ବିଶାଳ ହୃଦୟ ସେ ସମସ୍ତଂକ ପ୍ରେମରେ ପଡି ଯାଉଥିଲେ । ଆଉ ଭାରତରେ ସଚିନଙ୍କ ସାଥିରେ ପ୍ରେମ କାହାଣୀ ଶେଷ ହେଲେ ସୀମା ଦୁବାଇ ଚାଲିଯିବ । ଦୁବାଇରେ ବି ସୀମାଙ୍କର ଜଣେ ପ୍ରେମିକ ଅଛନ୍ତି । ଶୀମାଙ୍କ ପ୍ରେମ ମିଛ ପ୍ରେମ ବୋଲି ପୁରୁଣା ପ୍ରେମିକ କହିଛନ୍ତି । ଏପରିକି ସୀମା ପ୍ରେମ ପାଇଁ ନିଜ ସ୍ବାମୀଙ୍କୁ ମଧ୍ୟ ଛା-ଡ଼ପ-ତ୍ର ଦେଇଛନ୍ତି । ଆଉ ସୀମା ଏକ ସାଧାରଣ ଝିଅ ନୁହଁନ୍ତି । ସେ ସଚିନଙ୍କ ସାଥିରେ ପ୍ରେମର ନାଟକ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ।

ଦିନେ ଏହି ପୁରୁଣା ପ୍ରେମୀକଙ୍କୁ ସୀମା ଭଲ ପାଉଥିଲେ । ବିବାହର ପ୍ରତି-ଶ୍ରୁତି ବି ଦେଇଥିଲେ । ହେଲେ କିଛି ଦିନ ପରେ ସିମାଙ୍କ୍ ମୁଖା ଖୋଲିଥିଲେ ପ୍ରେମିକ ଜଣଙ୍କ । ତେଣୁ ସେ କହିଛନ୍ତି ସୀମା ଙ୍କୁ ବିଶ୍ୱାସ କରିବା ସବୁଠୁ ବଡ ଭୁଲ । ସୀମା ସାଙ୍ଘା-ତିକ ଝିଅ ସେ କେବେ ହେଲେ ସଚିନଙ୍କ ସାଥିରେ ସାରା ଜୀବନ ରହିବ ନାହିଁ । ସେ ସମସ୍ତଙ୍କ ଭଳି ସଚିନଙ୍କୁ ଧୋ-କା ଦେଇ ପୁଣି କୁଆଡେ ଚାଲିଯିବ ।

ଆଉ ସୀମାଙ୍କ ପୁରୁଣା ପ୍ରେମିକ ଏପରି କହିବା ପରେ ସେମାନଙ୍କର ବର୍ତ୍ତମାନ କୁଆଡେ ହୋସ ଉଡ଼ି ଯାଇଛି । ସୀମା ତାଙ୍କ ପୁରୁଣା ପ୍ରେମୀକଙ୍କ ଭିଡିଓ ଦେଖି ଭ-ୟଭୀ-ତ ହୋଇ ପଡିଛନ୍ତି । ତେବେ ଆଗକୁ ସୀମା ସଚିନଙ୍କ ସାଥିରେ ରହୁଛନ୍ତି । ନା ସୀମା ପାକିସ୍ତାନ ଚାଲି ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା । ହେଲେ କିନ୍ତୁ ସୀମା ଭାରତ ଆସିବା ପର ଠାରୁ ସିମାଙ୍କୁ ନେଇ ଅନେକ କଳ୍ପନା କଳ୍ପନା ଲାଗି ରହିଛି । ତେବେ ଆଗକୁ ଏହି ଘ-ଟଣା କେଉଁ ମୋଡ ନେଇଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *