ଭାଇରାଲ ଭିଡ଼ିଓ:- ବେଡ଼ରୁମରେ ତା-ଣ୍ଡବ କଲା ବିଶାଳକାୟ ସାପ, ଗିଳି ଦେଇଥିଲା ଏପରି ଏକ ଜିନିଷ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡ଼ିଓ।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ ଏକ ବିଶାଳକାୟ ସାପ ବେଡ଼ରୁମ ଭିତରେ ପସିଥିବାର ଦେଖିବାକୁ ପାଇବେ। ବେଡରୁମରେ ପଶି କଣ କରିଥିଲା ତାହା ଜାଣିବା ଆସନ୍ତୁ ଦେଖିବା ଏହି ଭିଡ଼ିଓ।

ସାପ ଏକ ସରୀସୃପ ପ୍ରାଣୀ ଅଟେ। ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ବାସ କରନ୍ତି। କିନ୍ତୁ ଖାଦ୍ୟ ସନ୍ଧା-ନରେ ଅନେକ ସମୟରେ ଜନ ବସତି ଆଡକୁ ଚାଲି ଆସନ୍ତି। ତେବେ ସାପ ମାନଙ୍କୁ ଜନ ବସତିରେ ଦେଖିବା ପରେ ଲୋକମାନଙ୍କ ମନରେ ଏକ ଆତ-ଙ୍କ ଖେଳି ହୋଇଯାଏ। ତେବେ କିଛି ଲୋକେ ସାପକୁ ଜୀବନରୁ ମା-ରି ଦିଅନ୍ତି ଆଉ କିଛି ଲୋକେ ସ୍ନେକ ହେଲ୍ପ ଲାଇନରେ କଲ୍ କରି ସାପକୁ ଧରି ଜଙ୍ଗଲରେ ଛାଡି ଦିଅନ୍ତି। ଜନ ବସତି ଆଡକୁ ଚାଲି ଆସିଥିବା ସାପ ଅନେକ କ୍ଷ-ତିଗ୍ର-ସ୍ତ କରିଥାଏ। ସାପ ଜୀବଜନ୍ତୁକୁ ଖାଇ ଦିଅନ୍ତି ନଚେତ ମଣିଷକୁ ଚୋ-ଟ ମା-ରି ହ-ତ୍ୟା କରନ୍ତି।

ତେବେ ଭାଇରାଲ ଭିଡ଼ିଓରେ ସାପ ଏକ ବେଡରୁମରେ ପଶି ଯାଇଥିବାର ଦେଖିବାକୁ ପାଇବେ। ସୂଚନା ଅନୁସାରେ ମହିଳା ଜଣକ ବେଡ଼ରୁମ ଭିତରେ ଏକୁଟିଆ ଶୋଇ ଥିବା ବେଳେ ଏକ ବିଶାଳକାୟ ସାପ ପଶି ଆସିଥିଲା। ଏହାପରେ ସାପଟି ବେଡ଼ ଉପରେ ପଡିଥିବା ଏକ ଲମ୍ବା ବିଚ ଟାୱେଲ କୁ ଗି-ଳି ଦେଇଥିଲା। ଏହାପରେ ସାପଟି ସେଠାରୁ ବାହାରକୁ ଆଉ ଯାଇ ପରି ନଥିଲା। ମହିଳା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ ସେ ସ୍ନେକ ହେଲ୍ପ ଲାଇନରେ କଲ୍ କରି ଜଣେଇ ଥିଲେ।

ସ୍ନେକ ହେଲ୍ପ ଲାଇନରୁ ସାପ ଧ-ରାଳି ଆସି ସାପକୁ ଧରିଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ସାପ କିଛି ଗି-ଳି ଦେଇଛି ଯେଉଁ କାରଣରୁ ସେ ସାପକୁ ଡାକ୍ତର ପାଖକୁ ନେଇ ଯାଇଥିଲେ ଏବଂ ଡାକ୍ତର ସାପକୁ ନି-ଶା ଦେଇ ପେଟ ସଫା କରିବା ବେଳେ ଜାଣିବାକୁ ପାଇଲା ଯେ ସାପ ଟି ଏକ ଲମ୍ବା ବିଚ ଟାୱେଲ ଗି-ଳି ଦେଇଛି। ଏହାପରେ ତାହାକୁ ଭିଡି ବାହାର କରିଥିଲେ। ଯାହାଫଳରେ ସାପର ଜୀବନ ବଞ୍ଚି ଯାଇଥିଲା।

ତେବେ ଏହି ଦୃ-ଶ୍ୟକୁ କେହି ଜଣେ ନିଜ ମୋବାଇଲ ଫୋନରେ ରେ-କର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ। ତେବେ ୪୫ ସେକେଣ୍ଡର ଉକ୍ତ ଭିଡିଓକୁ ୧.୪ କୋଟିରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ହଜାର ହଜାର ଏହି ଭିଡିଓକୁ ଲାଇକ୍ କରିଛନ୍ତି। କେବଳ ସେତିକି ନୁହେଁ ୟୁଜର ମାନେ ଭିଡ଼ିଓ ଦେଖିବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନିଜର ମତାମତ ଦେଉଥିବାର ଦେଖିବାକୁ ମିକୁଛି।

Leave a Reply

Your email address will not be published. Required fields are marked *