ଗାଧୋଇବା ପରେ ଝିଅଟି ମୋବାଇଲକୁ ଚାର୍ଜରେ ଲଗାଇ ଖଟ ଉପରେ ଶୋଇଥିଲା, ସକାଳୁ ମୃ-ତଦେ-ହ ଘରୁ ମିଳିଲା।

ଫୋନକୁ ଚାର୍ଜରେ ବସେଇ ଜଣେ ୧୭ ବର୍ଷର ଝିଅ ସୋଇପଡିଥିଲା। କିନ୍ତୁ କିଛି ସମୟ ପରେ ଦେଖିଲା ବେଳକୁ ସେ ବିଦ୍ୟୁତ ଆଘା-ତରେ ମୃ-ତ୍ୟୁ କରିଛି। ଝିଅଟିର ମୃ-ତ୍ୟୁ ଫୋନ ଚାର୍ଜ ପାଇଁ ହେଇଛି ବୋଲି ସୋସିଆଲ ମିଡିଆରେ ତ-ର୍କ ବିତ-ର୍କ ଚାଲିଛି।

‘ଦ ମିରର’ ର ରି-ପୋର୍ଟ ଅନୁଯାୟୀ, ଏହି ମାମଲା କମ୍ବୋଡିଆରେ ଘ-ଟିଛି , ଯେଉଁଠାରେ ୧୭ ବର୍ଷିୟ ଖୋର୍ନ ଶ୍ରେ ପୋଭ ତାଙ୍କ ଫୋନ ପାଇଁ ମୃ-ତ୍ୟୁବ-ରଣ କରିଛନ୍ତି। ସେ ଏକ ସୁନା ଖଣି କମ୍ପାନୀରେ ଚାଇନାର ଅନୁବାଦକ ଭାବରେ କାମ କରୁଥିଲେ।

ଖୋର୍ନ ସେରେ ଗାଧୋଇ ସାରି ମୋବାଇଲ୍ ଚା-ର୍ଜର୍ କୁ ଇଲେକ୍ଟ୍ରିକ୍ ପ୍ଲଗ୍ ସହିତ ସଂଯୋଗ କରି ଫୋନ୍ ଚାର୍ଜ କରିବା କଲେ ଏବଂ ଖଟ ଉପରେ ଶୋଇପଡ଼ିଲେ। ଚାର୍ଜ ହେବା ବେଳେ ତାଙ୍କ ମୋବାଇଲର ଫ୍ଲାସ୍ ଲାଇଟ୍ ଅନ୍ ଥିଲା। ଚାର୍ଜ କରୁ କରୁ ସେ ଶୋଇପଡିଲେ, କିଛି ସମୟ ପରେ ସେ ବିଦ୍ୟୁତ ଆ-ଘାତ ପାଇ ମୃ-ତ୍ୟୁ ବରଣ କରିଥିଲେ।

ଏହି ମାମ-ଲାରେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଜୁଲାଇ ୨୭ ସେ ଗାଧୋଇସାରି ଏକ୍ସଟେନସନ ବୋଡ କୁ ନିଜ ବେଡ୍ ଉପରେ ରଖି ସେହି ପ୍ଲଗରେ ମୋବାଇଲ୍ ଚା-ର୍ଜ କରୁଥିଲେ ଏବଂ ବିଦ୍ୟୁତ ଆ-ଘାତ ହେତୁ ସେ ମୃ-ତ୍ୟୁବ-ରଣ କରିଛନ୍ତି। ଏହି ଘ-ଟଣା ପରେ ଦେଶରେ ଫୋନ୍ ଚା-ର୍ଜର୍ ଉପରେ ବିତ-ର୍କ ଆରମ୍ଭ ହେଇଛି। ଲୋକମାନେ ସୋସିଆଲ ମିଡିଆରେ ଭିନ୍ନ ପ୍ରତି-କ୍ରିୟା ଦେଇଛନ୍ତି।

ଜଣେ ଉପଭୋକ୍ତା ଲେଖିଛନ୍ତି – ନିଜକୁ କିପରି ବିଦ୍ୟୁତରୁ ର-କ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ଏକ ସଚେତନତା ଅଭିଯାନ ଚାଲିବା ଉଚିତ୍। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି- ଏହିପରି ଦୁର୍ଭା-ଗ୍ୟଜ-ନକ ଘ-ଟଣା ପ୍ରାୟତଃ ଅଳ୍ପ ଘଟେ। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ଏହି ଘଟ-ଣା ଫୋନ୍ ଚାର୍ଜ ଉପରେ ପ୍ରଶ୍ନ ଉଠେଇଛନ୍ତି ତ ଅନ୍ୟ କିଛି ଉପଭୋକ୍ତା ଇଲେକ୍ଟ୍ରିକ୍ ପ୍ଲଗ୍ ଉପରେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *