ଅର୍ଚ୍ଚନା ମାମ-ଲାରେ ମତ ରଖିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି , କହିଲେ ନାରୀର ଅନେକ ରୂପ , ଯଦି ସମାଜରୁ ବେ-ଶ୍ୟା ବୃତ୍ତି ହଟିଯିବ ତେବେ କ୍ରା-ଇମ ବଢିଯିବ ……

ରାଜଧାନୀର ରାଜରାସ୍ତାରେ ଯେ ଅର୍ଚ୍ଚନାଙ୍କ ଭଳି ଆଉ କେହି ଏପରି କାମ କରୁ ନଥିବେ ତାହା କିଏ ଜାଣିଛି ? କିନ୍ତୁ ଯେହେତୁ ବର୍ତ୍ତମାନ ଏହି ମାମ-ଲା ସର୍ବସାଧାରଣ ସାମ୍ନାକୁ ଆସିଛି ତେଣୁ ଏହି ଘଟ-ଣା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ଅନେକେ ଏହା ଉପରେ ମତ ରଖୁଛନ୍ତି । ତେବେ ବର୍ତ୍ତମାନ ଏହି ମା-ମଲା ଉପରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ମଧ୍ୟ ନିଜର ମତ ରଖିଛନ୍ତି ଏବଂ ଜନସାଧାରଣ ସାମ୍ନାରେ କିଛି ଏପରି ଉକ୍ତି ରଖିଛନ୍ତି ଯାହା ବାସ୍ତବରେ ଯୁକ୍ତି ଯୋଗ୍ୟ ଅଟେ ।

ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ଯେଉଁଭଳି ଭାବରେ ନିଜେ ଗ୍ରୋ କରୁଥିଲେ ଏବଂ ଏକାଧିକ ଝିଅକୁ ଗ୍ରୋ କରାଉଥିଲେ ମଧ୍ୟ । ତେବେ ଏହା ତାଙ୍କର ଏକ ନିଷ୍ପତି ଥିଲା ଏବଂ ସେ ଏହାକୁ ନିଜର ପ୍ରଫେସନ ବନାଇବାକୁ ଚାହୁଁଥିଲେ । ତେବେ ଏସବୁ ପ୍ରଥମତଃ ଲୋକାଲ ପୋଲି-ସଙ୍କ ଉପସ୍ଥିତିରେ କେବେବି ସମ୍ଭବ ନୁହେଁ । ଆଉ କିଛି ଲୋକ ଏହା କେଉଁ ଆଧାରରେ ହେଉଛି ତାହା କେହି ବୁଝିବାକୁ ହିଁ ଚାହୁଁ ନାହାଁନ୍ତି । ଏହାର କାରଣ ହେଉଛି ବେ-ଶ୍ୟା ବୃ-ତ୍ତିକୁ ଇଲିଗାଲ ମାନିବା । କାରଣ ନାରୀର ରୂପ ଭିନ୍ନ ଭିନ୍ନ ।

ତେଣୁ ଯଦି ନାରୀର ସେହି ରୂପକୁ ଇଲି-ଗାଲ ମାନା ନଯାଏ ତେବେ ନିଶ୍ଚିତ ଭାବରେ କେତେ କେତେ ଅର୍ଚ୍ଚନା ବାହାରିବେ । କାରଣ ଏହାକୁ ବି କେହି ପ୍ରଫେସନ ମାନି ପାରନ୍ତି । ଆଉ ଏକ ବିଶେଷ କଥା ହେଉଛି ଯେ ଯଦି ବେ-ଶ୍ୟା ବୃ-ତ୍ତି ନରହେ ତେବେ ଦୁନିଆରେ ଅପ-ରାଧ ବଢ଼ିଯିବ । କାରଣ ଯଦି ମନୁଷ୍ୟର ଆବଶ୍ୟକତା ଯଦି ରାସ୍ତାକୁ ଆସିଯାଏ ତେବେ ତାହାକୁ ସମ୍ଭାଳିବା କ-ଷ୍ଟକର ହୋଇ ପଡ଼ିବ ଏବଂ ତାହା ଦ୍ୱାରା ଅନେକ ଲଂ-ଛନା ମଧ୍ୟ ଶୁଣିବାକୁ ପଡ଼ିବ ।

ତେଣୁ ସମାଜସେବୀ ଏହି ବେ-ଶ୍ୟା ବୃ-ତ୍ତିକୁ ଲିଗାଲ କରିଦେବା ଉଚିତ । ଆଉ ଏହି ସବୁ ମାମ-ଲାରେ ନିଶ୍ଚିତ ଭାବରେ ବଡ଼ ବଡ଼ିଆଙ୍କ ନାମ ଆସିବ କାରଣ ସେମାନେ କିଏ ୩ କୋଟି କିମ୍ବା ୩ ଲକ୍ଷ ଦେଇଛନ୍ତି । ସାଧାରଣ ଲୋକଙ୍କ ବିଷୟରେ କହିବାକୁ ଗଲେ ସେମାନେ ହୁଏତ ଏପରି ଶି-କାର ହୋଇଥାଇ ପାରନ୍ତି । ଯେମିତି ଅର୍ଚ୍ଚନା ସମସ୍ତଙ୍କୁ ବ୍ଲା-କମେ-ଲ କରୁଥିଲେ । ତେବେ ଆଉ ଏକ କଥା ଏଠାରେ ରହିଛି ଯେ ଯେଉଁ ସ୍ତ୍ରୀ ରାସ୍ତାରେ ଛିଡ଼ା ହୋଇ ଏପରି କାମ କରୁଛି ଘରେ ରହି ଯଦି କେହି ମହିଳା ଏମିତି କରୁଛି ତା ଉପରେ ପ୍ରତିବ-ନ୍ଧକ କିପରି ଲଗାଯାଇ ପାରେ ?

Leave a Reply

Your email address will not be published. Required fields are marked *