ଧନ ତୁ ମୋ ପାଖକୁ ଫେରି ଆସେ ଲୋ,ଶୁଭ ମୁଁ ତୋ ପାଇଁ ପା-ଗଳ ହେଇ ଗଲିଣି।

ଭାଇରାଲ ହେଲା ଶୁଭଲକ୍ଷ୍ମୀ ସୁଶାନ୍ତଙ୍କ ଅଡିଓ ରେ-କର୍ଡ। ସ୍ୱାମୀ ଘର ସାମ୍ନାରେ ଧାରଣାରେ ବସିଥିବା ଶୁଭଲକ୍ଷ୍ମୀ ଓ ସୁଶାନ୍ତଙ୍କ ଅଡିଓ ରେ-କର୍ଡ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଶୁଭ ଲକ୍ଷ୍ମୀ ଓ ସୁଶାନ୍ତଙ୍କ ବାର୍ତ୍ତା ଆଳାପ ହେଉଛି। ସୁଶାନ୍ତ ଯିଏ କି ନିଜକୁ ଶୁଭଲକ୍ଷ୍ମୀଙ୍କ ଦ୍ଵିତୀୟ ସ୍ୱାମୀ କହୁଥିଲେ। ଆଉ ଶୁଭ ଲକ୍ଷ୍ମୀ ତାଙ୍କ ସାଥିରେ ରହି ତାଙ୍କ ଟଙ୍କା ଲୁ-ଟିଥିବା ଅଭି-ଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଅଭି-ଯୋଗ କରିଥିଲେ। କେବଳ ଏତିକି ନୁହେଁ ଶୁଭ ଲକ୍ଷ୍ମୀଙ୍କ ସ୍ୱାମୀ କହୁଥିଲେ କି ତାଙ୍କ ଭଲ ପାଇବା କେଉଁଠୁ ଓ କିପରି ଆରମ୍ଭ ହୋଇଥିଲା। କେତେ ଥର ଶୁଭଲକ୍ଷ୍ମୀ ତାଙ୍କ ଛୁଆର ମା ହେବାକୁ କହି ତାଙ୍କ ଠାରୁ ପଇସା ଆଣିଥିଲେ ମାତ୍ର ସବୁବେଳେ ସେ ସୁଶାନ୍ତଙ୍କ ପିଲାଙ୍କ ଗ-ର୍ଭ ନ-ଷ୍ଟ କରୁଥିଲେ ଏପରିକି ଶୁଭ ଲକ୍ଷ୍ମୀଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଥିଲା।

ତେବେ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଶୁଭ ଲକ୍ଷ୍ମୀ ଓ ସୁଶାନ୍ତଙ୍କ ଅଡିଓ ରେ-କର୍ଡ ଯେଉଁଥିରେ ସୁଶାନ୍ତ ଶୁଭ ଲକ୍ଷ୍ମୀଙ୍କୁ କହୁଛନ୍ତି କଣ ପାଇଁ ତୁ ମତେ ହଇରାଣ କରୁଛୁ ଶୁଭ ମୁଁ ତୋ ପାଇଁ ପାଗଳ ଭଳି ହେଇଗଲିଣି। ସେପଟେ ଶୁଭ ଲକ୍ଷ୍ମୀ କହୁଛନ୍ତି କି ତୁ କାହିଁକି କାହାଣୀ କରି ମୋ ନାଁରେ ମି-ଛ କହିଲୁ ସତ କହିଲେ ମୁଁ ତୋ ପାଖକୁ ଯିବି ଆଉ ତୋର ହେବି। ସୁଶାନ୍ତ କହୁଛନ୍ତି କି ମୁଁ ଯଦି ସତ କହିବି ତୁ ସତରେ ମୋର ହେବୁ ତ ଆଉ ଶୁଭ ଲକ୍ଷ୍ମୀ କହୁଛନ୍ତି ନିହାତି ତୋର ହେବି।

ତା ପରେ ସୁଶାନ୍ତ କହୁଛନ୍ତି ମୁଁ ସତ କହିବି ତୁ ମୋ ପାଖକୁ ଆସେ ଧନ। ମୁଁ ତୋ ବିନା ରହି ପାରୁନି। ଏହା ପରେ ଶୁଭ ଲକ୍ଷ୍ମୀ ଆଉ ସୁଶାନ୍ତ ଦୁହେଁ ମିଶି ଅନେକ ସମୟ ବାର୍ତାଆଳପ କରିଛନ୍ତି। ଶୁଭ ଲକ୍ଷ୍ମୀ କହୁଛନ୍ତି କି ମୁଁ ସରଳ ବୋଲି ମତେ ସମସ୍ତେ ଧୋ-କା ଦେଲେ ଆଉ ତୁ ବି ସୁଶାନ୍ତ ମତେ ଧୋ-କା ଦେଲୁ।ତୁ ଜାଣିଥିବୁ ମୁଁ କାହା ପ୍ରତି ଅନ୍ୟା-ୟ କରିନି ହେଲେ ମୋ ପ୍ରତି ଅନ୍ୟା-ୟ ହେଉଛି। ମୋ ସରଲତାର ଫାଇଦା ଆଉ ସୁଯୋଗ ସମସ୍ତେ ଉଠାଇଛନ୍ତି। ମୁଁ ଏତେ ଖରାପ ନୁହେଁ କି ମୁଁ ବେ-ଶ୍ୟା ମଧ୍ୟ ନୁହେଁ ।

ତା ପରେ ସୁଶାନ୍ତ କହୁଛନ୍ତି ଧନ ଶୁଣେ ମୁଁ ସତ କହିବି ତୁ ମୋ ପାଖକୁ ଚାଲି ଆସିବୁ ତ ଶୁଭ ଲକ୍ଷ୍ମୀ କହୁଛନ୍ତି ତୁ ସତ କହି ଦେଖେ ତ। ତୁ ହିଁ ମୋତେ ବେ-ଶ୍ୟା ସଜାଇ ଦେଉଛୁ ମୁଁ ସେମିତି ପିଲା ନୁହେଁ। ତୁ ଗଣ ମାଧ୍ୟମରେ ମତେ ନେଇ ଯେଉଁ କାହାଣୀ କହିଲୁ ସାରା ଓଡିଶାର ଲୋକେ ମତେ ଖରାପ ଭାବୁଛନ୍ତି। ସମସ୍ତଙ୍କ ନଜରରେ ମୁଁ ଛୋଟ ହେଇଗଲି। ହେଲେ ତୁ କାହିଁକି ଏମିତି କଲୁ। ଏତେ ମି-ଛ କେହି କାହା ନାଁରେ କଣ କହିପାରେ କହିଲୁ। ତୁ ଆଜି ସତ କହ ତା ପରେ କାଲି ସକାଳେ ତୁ ଯେଉଁଠିକୁ ଡାକିବୁ ମୁଁ ଯଦି ସେହି ଜାଗାକୁ ନ ଯିବି ତେବେ ତୁ ମତେ କହିବୁ ବୋଲି ଶୁଭ ଲକ୍ଷ୍ମୀ ବାରମ୍ବାର ସତ କହିବାକୁ ସୁଶାନ୍ତଙ୍କୁ କହୁଛନ୍ତି।

ଦିନେ ନିଜ କୁନି ଛୁଆକୁ ଧରି ଶାଶୁ ଘର ସାମ୍ନାରେ ଶୁଭଲକ୍ଷ୍ମୀ ଧାରଣାରେ ବସିଥିବା ବେଳେ ପ୍ରଥମ ସ୍ୱାମୀ ପାଖରୁ ନ୍ୟା-ୟ ଭିକ୍ଷା କରୁଥିବା ବେଳେ ସାମ୍ନାକୁ ଆସିଥିଲେ ଦ୍ୱିତୀୟ ସ୍ୱାମୀ ଆଉ ଖୋଲିଥିଲେ ସୁଭଲକ୍ଷ୍ମୀଙ୍କ ଗୁମର। ଶୁଭ ଲକ୍ଷ୍ମୀ ଆଉ ତାଙ୍କ ପରିବାର ଲୋକେ ତାଙ୍କ ଠାରୁ ଅନେକ ଟଙ୍କା ଆଣିଛନ୍ତି ସେ ଶୁଭ ଲକ୍ଷ୍ମୀଙ୍କ ଦ୍ଵିତୀୟ ସ୍ୱାମୀ ବୋଲି ମଧ୍ୟ ଅଭି-ଯୋଗ କରିଥିଲେ ।

ସୁଶାନ୍ତ ଯେତେବେଳେ ସାମ୍ନାକୁ ଆସିଲେ ସେତେବେଳେ ଶୁଭଲକ୍ଷ୍ମୀ ଧାରଣା ସ୍ଥଳରୁ ଚାଲିଯାଇଥିଲେ ଆଉ ତା ପରେ ଶୁଭ ଲକ୍ଷ୍ମୀଙ୍କ ନାମରେ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଶୁଭ ଲକ୍ଷ୍ମୀଙ୍କ ପ୍ରଥମ ସ୍ୱାମୀ ସେ ମଧ୍ୟ ଶୁଭ ଲକ୍ଷ୍ମୀଙ୍କ ବିରୋ-ଧରେ ଅନେକ ଅଭି-ଯୋଗ ଆଣିଥିଲେ। ବାସ ତା ପରେ ଶୁଭ ଲକ୍ଷ୍ମୀ ଆଉ ସୁଶାନ୍ତଙ୍କ ଏକ ଅଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶୁଭଲକ୍ଷ୍ମୀ ସୁଶାନ୍ତଙ୍କୁ ସତ କହିବାକୁ କହୁଛନ୍ତି। କେଉଁ ସତ କହିବାକୁ କହୁଛନ୍ତି ତାହା ଜଣା ପଡିନି ଯେବେ ସୁଶାନ୍ତ ସତ କହିବେ ସେବେ ଜଣା ପଡିବ।

Leave a Reply

Your email address will not be published. Required fields are marked *