ସରକାରୀ ଚାକିରୀ ପାଇଁ ପର ହେଲା ପୁଅ , ବଞ୍ଚି ଥାଉ ଥାଉ ବାପାଙ୍କୁ ମା-ରି ପକାଇଲା , ଆଉ ତାପରେ …

ଏ ଦୁନିଆଁରେ ଭିନ୍ନ ପ୍ରକାରର ମଣିଷ ଦେଖିବାକୁ ମିଳିଥାନ୍ତି । ସମସ୍ତଙ୍କ ପସନ୍ଦ ଆଉ ନାପସନ୍ଦ ପୁରା ଅଲଗା ଅଲଗା ହୋଇଥାଏ । ତେବେ ଏ ବାବଦରେ କିଛି କୁହା ଯାଇପାରିବ ନାହିଁ । କାହିଁକି ନା କେହି କାହା ଭଳି ନୁହେଁ । କାହାକୁ ପାଠ ପଢିବାକୁ ଭଲ ଲାଗିଥାଏ ତ ଆଉ କାହାକୁ ନାଚିବାକୁ ଭଲ ଲାଗିଥାଏ ଆଉ ପୁଣି କାହାର ଆଉ କଣ ହୋଇଥାଏ ।

ଆପଣ ଏପରି ବ୍ୟକ୍ତି କେବେ ଦେଖି ନଥିବେ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାଙ୍କର ସରକାରୀ ଚାକିରୀ ଅତ୍ୟନ୍ତ ପସନ୍ଦ ଅଟେ । ଆଉ ଯାହା ପାଇଁ ସେ ନିଜ ଲୋକଙ୍କୁ ବି ପର କରିବାକୁ ପଛାଇ ନାହାଁନ୍ତି । ସରକାରି ଚାକିରୀ ଆଗରେ ସେ ସମ୍ପର୍କକୁ ବଳି ପକାଇ ଦେଇଛନ୍ତି । ଆଉ ଏପରି କିଛି କାମ କରିଛନ୍ତି , ଯାହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟି ଯାଇଛି ।

ସୂଚନା ଅନୁଯାୟୀ , ଚାକିରୀ ପାଇଁ ପର ହୋଇ ଯାଇଛି ପୁଅ ଆଉ ନିଜ ପରିବାର ଲୋକଙ୍କ ଠାରୁ ମଧ୍ୟ ଦୂରେଇ ଯାଇଛି । କେଇଟା ଟଙ୍କା ଲୋଭରେ ଆଜି ପୁରାପୁରି ବ-ର୍ବାଦ ହୋଇଯାଇଛି ପୁଅ । କୁହାଯାଏ ନା ସତ କେବେ ବି ଲୁ-ଚି ରହେ ନାହିଁ । ଠିକ୍ ସେହିପରି ଆଜି ମଧ୍ୟ ସବୁ ସତ ଧରା ପଡ଼ି ଯାଇଛି । ଆଉ ବର୍ତ୍ତମାନ ପୁରା ଗାଆଁ ଆଗରେ ଆଉ ରାଜ୍ୟ ଆଗରେ ସାନାଲୋଚିତ ହେଉଛନ୍ତି ବ୍ୟକ୍ତି ଜଣକ ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ ହେଉଛନ୍ତି ମହେଶ୍ୱର ନାୟକ । ଯିଏ ଜାତିରେ ଖଣ୍ଡାୟତ ଅଛନ୍ତି । କିନ୍ତୁ ସରକାରୀ ଚାକିରି କରିବା ପାଇଁ ତାଙ୍କର ଏତେ ଇଚ୍ଛା ରହିଥିଲା ଯେ , ତା ପାଇଁ ସେ କିଛି ବି କରିବାକୁ ରାଜି ଥିଲେ । ଆଉ ସେଥିପାଇଁ ସେ ନିଜ ଜାତିଗତ ପ୍ରମାଣପତ୍ର ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ସେ ଜାଲିଆତି କରି ନିଜ ଜାତି ପରିବର୍ତ୍ତନ କରି ଦେଇଥିଲେ ଆଉ ଖଣ୍ଡାୟତ ବଦଳରେ ହୋଇ ଯାଇଥିଲେ ସେ ଭୂମିଜ ବା ଏସଟି। ଯାହା ପରେ ସେ ପାଇ ଯାଇଥିଲେ ଶିକ୍ଷକ ଚାକିରୀ । ନିଜ ବାପା ଭାଇକୁ ସେ ବଞ୍ଚି ଥାଉ ଥାଉ ସରକାରୀ ଚାକିରୀ ପାଇଁ ମା-ରି ଦେଇଥିଲେ ।

ଆଉ ମହେଶ୍ୱର ନାୟକ ନାମକ ଏହି ବ୍ୟକ୍ତି ନୃସିଂହ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ପିତା ବୋଲି କରି ପକାଇ ଥିଲେ । ଆଉ ନିଜ ବାପା ଭାଇଙ୍କ ସହିତ କିଛି ବି ସମ୍ପ-ର୍କ ରଖି ନଥିଲେ । ତେବେ ସେ ସିନା ସରକାରୀ ଚାକିରି କରି ପକାଇ ଥିଲେ । କିନ୍ତୁ ଏପରି କା-ଣ୍ଡ କରିବା ଥିଲା ଦଣ୍ଡ-ନୀୟ ଅପ-ରାଧ । ଯାହା ବିଷୟରେ ତାଙ୍କ ବାପା ଭାଇ ପଦକ୍ଷେପ ନେବାକୁ ପାଦ ବଢାଇ ଥିଲେ ।

ତେବେ କୁହାଯାଇଛି କି , ଗତ ଦୁଇ ବର୍ଷ ହେଲା ଏ ବିଷୟରେ ଅଭି-ଯୋଗ କରାଯାଉଛି କିନ୍ତୁ କେହି ଶୁଣୁ ନାହାଁନ୍ତି । ତେଣୁ ବର୍ତ୍ତମାନ ସମୟରେ ଅଭି-ଯୋଗ କରା ଯାଇଥିଲା ଆଉ ଅଭି-ଯୋଗ କରିଥିବା ବ୍ୟକ୍ତି ଖୋଦ୍ ମହେଶ୍ୱରଙ୍କର ବାପା ଆଉ ଭାଇ ଥିଲେ । ତେବେ ବର୍ତ୍ତମାନ ସମୟରେ କୋର୍ଟରେ ଏହି କଥା ବିଚା-ରାଧୀନ ଅଛି ।

ଆଉ ଏହାକୁ ନେଇ ଏକ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ମହେଶ୍ୱରଙ୍କର ସମସ୍ତ ପ୍ରମାଣ ପତ୍ର ଆଉ ଡକ୍ୟୁମେଣ୍ଟ ଗୁଡ଼ିକ ଯାଞ୍ଚ କରିବା ପାଇଁ ନିଆଯାଇଛି । ଆଉ କାହା ଏପରି ଦଣ୍ଡ-ନୀୟ ଅପ-ରାଧ ପାଇଁ ତାଙ୍କୁ କେଉଁ ଦ-ଣ୍ଡ ଦିଆଯିବ , ତାହା ତ ଆଗକୁ ଜଣା ପଡ଼ିବ । ବର୍ତମାନ ମହେଶ୍ୱରଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *