ବିଧାୟକଙ୍କ ବିବାଦ ଥମି ନାହିଁ , ସେପଟେ ଆଉ ଜଣେ ଯୁବତୀଙ୍କ ସହ ଅନ୍ତ-ରଙ୍ଗ ମୁହୂର୍ତ୍ତରେ ଫୋଟ ହେଲା ଭାଇରାଲ

ପ୍ରେମ ଆଉ ପ୍ରତା-ରଣା ମଧ୍ୟରେ ଏ ଦୁନିଆଁ ଆଗକୁ ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଦେଉଛି । କିଏ କାହାକୁ ପ୍ରେମ କରି ଲୁ-ଚି ଲୁ-ଚି ବିବାହ କରିଲାନି ତ ଆଉ କିଏ କେଉଁଠି କାହାକୁ ହ-ତ୍ୟା କରିବାକୁ ବି ପଛାଉ ନାହିଁ । ତେବେ ଏହି ପ୍ରେମ ପ୍ରତା-ରଣାର ମାମ-ଲା ଥମିବା ନାମ ନେଉ ନାହିଁ ।

କିଏ ଗୋଟିଏ ପଟେ ପ୍ରେମ ଆଉ ଗୋଟିଏ ପଟେ ପରିବାର ସହିତ ସଂ-ଘର୍ଷ କରୁଥିବା ବେଳେ ଆଉ କିଏ ପ୍ରେମକୁ ଦେଉଛି ଧୋ-କା । ତେବେ ଗୋଟିଏ ପଟେ କହିବାକୁ ଗଲେ ଆଜିକାର ଦୁନିଆଁ ପୁରାପୁରି ପ୍ରତାରଣାର ଦୁନିଆଁ ହୋଇ ଯାଇଛି । ଆଉ ଏହା ମଧ୍ୟରେ ପ୍ରେମ କରିବା ପୁରାପୁରି ସାଧାରଣ କଥା । ଯାହାକୁ ଦେଖିବେ ସେ ପ୍ରେମ ନିଶ୍ଚିତ କରୁଥିବ ।

ତେବେ ଏହାରି ମଧ୍ୟରେ କାହାର ଭାଗ୍ୟ ଭଲ ତ ଆଉ କାହାର ଖରାପ ହୋଇଥାଏ । କିଏ ପ୍ରେମ କରି ନିଜ ଜୀବନକୁ ବଦଳି ଦେଇଥାଏ ତ ଆଉ କାହାର ଜୀବନ ପ୍ରେମ ପାଇଁ ବ-ର୍ବାଦ ହୋଇଯାଏ । କିଏ ରାଜା ସୁଖ ପାଇଥାଏ ଆଉ କିଏ ସାରା ଜୀବନର ଦୁଃ-ଖ ଏକା ସହିତ ପାଇ ଯାଇଥାଏ । ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ଘ-ଟଣା ଆଗକୁ ଆସିଛି , ଯାହା କିଛି ମାସ ଧରି ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣେ ବିଧାୟକଙ୍କ ପ୍ରେମ କାହାଣୀ ଆଉ ତା ମଧ୍ୟରେ ତାଙ୍କ ନାମରେ ରହିଛି ପୂର୍ବତନ ପ୍ରେମିକାଙ୍କ ଅଭି-ଯୋଗ । ଆଉ ସେ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । କିଛି ମାସ ପୂର୍ବରୁ ପ୍ରେମିକା ସୋମାଲିକାଙ୍କ ସହିତ ପ୍ରତା-ରଣା କରିଥିବାର ଖବର ସାମ୍ନାକୁ ଆସିଥିଲା । ଆଉ ସେତେବେଳ ପ୍ରେମିକା ତାଙ୍କ ନାମରେ ଥା-ନାରେ ଯାଇ ଅଭି-ଯୋଗ ଦେଇଥିଲେ ।

ବର୍ତ୍ତମାନ ସମୟରେ ମଧ୍ୟ ସେହି ମାମ-ଲା ବିଚ-ରାଧିନ ଚାଲିଛି । ପ୍ରେମିକା ସୋମାଲିକା ଅନେକ ଥର କା-ନ୍ଦି କା-ନ୍ଦି ନ୍ୟା-ୟ ପାଇବା ପାଇଁ କୋର୍ଟ ଧାଇଁବାରେ ଲାଗିଛନ୍ତି । ନିଜ ପ୍ରେମିକା ବିଜୟ ଶଙ୍କର ନାମରେ ସୋମାଲିକା ଦୁଇ ଦୁଇ ଥର ଗ-ର୍ଭପା-ତ ଏବଂ ଦୁ-ଷ୍କର୍ମ କରିଥିବାର ଅଭି-ଯୋଗ ଆଣିଥିଲେ । ଆଉ ସେତେବେଳେ ଗଣମାଧ୍ୟମ ଆଗକୁ ଆସିଥିଲେ ବିଜୟ ।

ତେବେ ସେହି ମାମ-ଲା ଟିକିଏ ଥଣ୍ଡା ନ ପଡୁନୁ ପୁଣିଥରେ ଏପରି କିଛି କଥା ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ସୋସିଆଲ ମିଡ଼ିଆରେ ଜଣେ ଯୁବତୀଙ୍କ ସହିତ ଏକ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରଲ ଫୋଟରେ ଦେଖିବାକୁ ମିଳିଛି କି , ବିଜୟ ଶଙ୍କର ଶୋଇଛନ୍ତି ଆଉ ତାଙ୍କ ଉପରେ ତାଙ୍କ ପ୍ରେମିକା ।

ତେବେ ଦୁହିଁଙ୍କର ଏହି ଫୋଟ କେମିତି ଭାଇରାଲ ହେଲା , ତାକୁ ନେଇ ପ୍ରଶ୍ନ ଉଙ୍କି ମାରି-ବାରେ ଲାଗିଛି । ତଥାପି ଜଣା ନାହିଁ ଏହି ଫୋଟ କେଉଁ ଠାରୁ ଆସିଲା । ତେବେ ଏହାକୁ ନେଇ ସମସ୍ତେ ଅନେକ କଥା କହୁଥିବା ସମୟରେ ଜଣା ନାହିଁ ସେହି ଝିଅ ଜଣକ କିଏ , ଯାହାଙ୍କ ସହିତ ବିଧାୟକ ନିଜର ରାତି କଟାଉଛନ୍ତି ।

ଜଣକ ସହିତ ମାମ-ଲା ଠିକ୍ ନ ହେଉ ହେଉ ଆଉ ଜଣକ ସହିତ ରାତି କଟା-ଇବାକୁ ତାଙ୍କୁ କିପରି ଖରାପ ଲାଗୁନାହିଁ ବୋଲି ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି । ଜଣେ ବିଧାୟକ ହୋଇ ଏପରି କାମ କରିବାକୁ ସମସ୍ତେ ନି-ନ୍ଦା କରିବାରେ ଲାଗିଛନ୍ତି । ଜଣେ ପ୍ରେମିକା ଥାଉ ଥାଉ ଆଉ ଜଣକ ସହିତ ସ-ମ୍ପର୍କ ରଖିବା ତାଙ୍କର ଅଭ୍ୟାସ ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *