ଦେଖୁ ଦେଖୁ ମାଡି ଆସିଲା ପାଣି ଭାଙ୍ଗିଗଲା ରାସ୍ତା,କଣ ମାଳିକା ବଚନ ହେବ କି ସତ !

ସୁ ସୁ ଗର୍ଜନ କରି ମାଡି ଆସିଲା ପାଣି କେହି କିଛି ବୁଝିବା ପୂର୍ବରୁ ଜଳମଗ୍ନ ହୋଇଯାଇଥିଲା ସାରା ପରିବେଶ। ସମସ୍ତେ ଖାଲି କହୁଥିଲେ ବଞ୍ଚାଅ ବଞ୍ଚାଅ।ପାଣିରୁ ର-କ୍ଷା ପାଇବାକୁ କେହି କେହି ଧାଇଁ ଯାଇ ରାସ୍ତା ଉପରେ ଆଶ୍ରୟ ନେଇଥିଲେ ମାତ୍ର ବିକଟାଳ ଶବ୍ଦ କରି ଫା-ଟିପଡିଥିଲା ରାସ୍ତା। ଏମିତି ଲୋକେ ଅନୁଭବ କରୁଥିଲେ ସତେ ଯେପରି କଳିଯୁଗ ଶେଷ ହେବାକୁ ଯାଉଛି। ବୋଧେ ହୁଏ ପାଣିରେ ଜଗତସିଂହପୁର ଲୀ-ନ ହୋଇଯିବ। ଏମିତି ଲୋକେ ଭାବୁଥିବା ନିଜ ନିଜ ଜୀବନ ବଞ୍ଚାଇବାକୁ କିଏ କୁଆଡେ ଧାଇଁ ଚାଲିଯାଇଥିଲେ।

ଏ କଣ ହେଉଛି ? ମାଳିକା ବଚନ ହେବନି ତ ସତ । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ଉପରେ ଚିଲ ଉଡିଥିଲେ ଯାହାକୁ ନେଇ ଲୋକଙ୍କ ମନରେ ଭ-ୟ ସୃଷ୍ଟି ହୋଇଥିଲା। ଲୋକେ ଆତ-ଙ୍କିତ ହୋଇ କହୁଥିଲେ ପ୍ରଭୁ ଏ କେଉଁ ବିପ-ଦର ସ-ଙ୍କେତ ? କେବଳ ଚିଲ ଉଡିବା ନୁହେଁ ପୁରୀ ଶ୍ରୀମନ୍ଦିର ବାଇସି ପାହାଚରେ ବି ପାଣି ଲହଡି ଭା-ଙ୍ଗିବାର ଦୃ-ଶ୍ୟ କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ତେବେ ଏହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଲାଗିରହିଥିବା ବେଳେ କେହି କେହି ଏହାକୁ କହୁଛନ୍ତି କି ମାଳିକା ବଚନ ହୋଇବ ସତ। ଆଉ କେହି କେହି କହୁଛନ୍ତି କି ରାଜ୍ୟ ଉପରକୁ ମାଡି ଆସୁଛି ମହାବିପତ୍ତି।

ତେବେ ଏହାରି ମଧ୍ୟରେ ଜଗତସିଂହପୁରର ସେହି ଭୟଙ୍କର ବିକଟାଳ ପାଣିର ଦୃ-ଶ୍ୟ ଯେ କେହି ବି ଦେଖୁଛନ୍ତି ସେ ଡ଼ରିଯାଉଛନ୍ତି। ଓ ଡରି-ବା ମଧ୍ୟ ସ୍ୱାଭାବିକ କାରଣ ସୁ ସୁ ଗ-ର୍ଜନ କରି ପାଣି ମାଡି ଆସୁଥିବା ବେଳେ ରାସ୍ତା ମଧ୍ୟ ଫାଟି ପଡୁଥିଲା। ଲୋକେ ଜୀବନ ବିକଳରେ ଧାଇଁ ବାକୁ ଲାଗିପଡିଥିଲେ। ଚାରି ଆଡ଼େ ପାଣି ଆଉ ପାଣି ଦେଖି ସମସ୍ତେ କହିଲେ ମାଳିକା ବଚନ ସତ ହେବାକୁ ଆଉ ଜମା ମୋତେ ବେସି ଦୂର ନୁହେଁ।

ଏ ପ୍ରଳୟଙ୍କରୀ ବନ୍ୟାର ବିଭୀଷିକା ଯିଏ ଦେଖିବ ତାର ଲୋମ ଟାଙ୍କୁରି ଉଠିବ। ତେବେ ବନ୍ୟାର ଦୃ-ଶ୍ୟ କାହା ଆଖିରୁ ନିଦ ହଜାଇ ଦେଉଛି ତ ଆଉ କିଏ ଖାଇବାକୁ ନପାଇ ଭୋକ ବିକଳରେ ପଡିରହିଛନ୍ତି ମାତ୍ର ଏପଟେ କିନ୍ତୁ ସେହି ବନ୍ୟା ପାଣିକୁ ଦେଖିବାକୁ ଛାତି ଫଟା ଭିଡ଼ ହେଉଛି। କିଏ ପାଣି ସହ ସେଲ୍ଫି ନେଇ ଖୁସି ହେଉଛି ତ ଆଉ କିଏ ପାଣି ଦେଖି କା-ନ୍ଦିବାପକାଉଛି।

Leave a Reply

Your email address will not be published. Required fields are marked *