oyo ପାଇଁ ଶୁଭଶ୍ରୀଙ୍କ ମୃ-ତ୍ୟୁ ହେଲା…

ଶୁଭଶ୍ରୀଙ୍କ ମୃ-ତ୍ୟୁକୁ ନେଇ ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି। ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁ ଚିତ୍ତରଞ୍ଜନଙ୍କ ହାତ ରହିଥିବା ସୂଚନା ମିଳିଛି। ଆଉ ଯାହାକୁ ନେଇ ପୋ-ଲିସ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଥିବା ଜଣାପଡିଛି। ଯେଉଁ ଘ-ଟଣା କିଛି ଦିନ ହେଲା ବେଶ ଚର୍ଚ୍ଚାରେ ରହିଥିଲା। ଯେଉଁ ଘଟ-ଣା ରାଜଧାନୀର ଶାସ୍ତ୍ରୀ ନଗରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ସେହି ଘଟ-ଣାକୁ ନେଇ ଏବେ ଧୀରେ ଧୀରେ ସାମ୍ନାକୁ ଗୋଟିଏ ପରେ ଗୋଟିଏ କଥା ଆସିବାରେ ଲାଗିଛି। ମୃ-ତ୍ୟୁ ପୂର୍ବରୁ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହୋଇଥିଲେ ଆଉ ଶୁଭଶ୍ରୀଙ୍କ ଶେଷ କିଛି ସେକେଣ୍ଡର ଅଡିଓ ରେ-କର୍ଡ ହିଁ ଅନେକ ଗୁମର ଫିଟାଇବାରେ ସାହାଯ୍ୟ କରିଥିଲା।

ତେବେ ଯାହା କୁହାଯାଉଛି କି ଶୁଭଶ୍ରୀ ମୃ-ତ୍ୟୁ ପୂର୍ବରୁ ଯେଉଁ କିଛି ସେକେଣ୍ଡ ଚିତ୍ତରଞ୍ଜନଙ୍କ ସହ କଥା ହୋଇଥିଲେ ସେହି କଥାକୁ ନେଇ ଶୁଭଶ୍ରୀ ଆ-ତ୍ମହ-ତ୍ୟା ପରି ଏକ କଠୋର ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ ୨୦୧୪ ମସିହାରେ ଶୁଭଶ୍ରୀ ଅନନ୍ତଙ୍କୁ ବିବାହ କରିଥିଲେ ବିବାହର କିଛି ବର୍ଷ ଦାମ୍ପତ୍ୟ ଜୀବନ ବେଶ ହସ ଖୁସିରେ ଚାଲିଥିବା ବେଳେ ଯେତେବେଳେ ଶୁଭଶ୍ରୀ ୨୦୧୯ ମସିହାରେ ତାଙ୍କ ବାପାଙ୍କ ଘରକୁ ଯାଇଥିଲେ ସେତେବେଳେ ତାଙ୍କ ଗ୍ରାମ ନିକଟର ଏକ ପୁରୁଷ ବନ୍ଧୁ ଯାହାଙ୍କ ନାମ ଚିତ୍ତରଞ୍ଜନ ତାଙ୍କ ସହିତ ତାଙ୍କର ସ-ମ୍ପର୍କ ଗଢିଉଠିଥିଲା। ଲୁଚି ଲୁଚି ଦୁହେଁ ଦେଖା ସାକ୍ଷାତ କରୁଥିବା ବେଳେ ହୋଟେଲ ମଧ୍ୟ ଯାଉଥିଲେ।

ତେବେ ଯାହା କୁହାଯାଉଛି କି ଯେଉଁ ଦିନ ଶୁଭଶ୍ରୀ ଙ୍କ ମୃ-ତ ଦେହ ମିଳିଥିଲା ସେହି ଦିନ ହିଁ ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ଜୋର ସୋର ପା-ଟି ତୁ-ଣ୍ଡ ହୋଇଥିଲା ଯାହା ଶୁଭଶ୍ରୀଙ୍କ ଅଡିଓ ରେ-କର୍ଡ ରୁ ସାମ୍ନାକୁ ଆସିଥିଲା। ଆଉ ଯେତେବେଳେ ଶୁଭଶ୍ରୀ ଚିତ୍ତରଞ୍ଜନଙ୍କୁ ଆ-ତ୍ମହ-ତ୍ୟା କରିଦେବା କଥା କହି ଧ-ମକ ଦେଇଥିଲେ ସେତେବେଳେ ଚିତ୍ତରଞ୍ଜନ ଜଣେ ଟିୟୁସନ ମାଷ୍ଟରଙ୍କୁ ଶୁଭଶ୍ରୀଙ୍କ ଘରକୁ ପଠାଇଥିଲେ ଓ କହିଥିଲେ କି ଯାଇକି ଶୁଭଶ୍ରୀଙ୍କୁ ଦେଖି ଆସିବାକୁ କଣ ପାଇଁ ଶୁଭଶ୍ରୀ ଆ-ତ୍ମହ-ତ୍ୟା କରିବାର କଥା କହୁଛନ୍ତି ।

ତେବେ ଏସବୁ ଭିତରେ ଯେତେବେଳେ ଟିୟୁସନ ମାଷ୍ଟର ଶୁଭଶ୍ରୀ ରହୁଥିବା ଶାସ୍ତ୍ରୀନଗର ଘରେ ପହଞ୍ଚିଥିଲେ ଦେଖିଥିଲେ କି ଶୁଭଶ୍ରୀଙ୍କ ଘରେ ତାଲା ପଡିଛି ତେବେ ତାଙ୍କର ସ-ନ୍ଧେହ ହୋଇଥିଲା ସେ ଝରକା ପଟେ ଯାଇ ଦେଖିଥିଲେ ଓ ଝରକାରେ ସେ ଯାହା ଦେଖିଲେ ସେ ଭ-ୟଭୀ-ତ ହୋଇ ଗଲେ। ଶୁଭଶ୍ରୀ ଝୁଲି ରହିଥିଲେ। ତେବେ ସେ ଏହି ଘ-ଟଣା ଚିତ୍ତରଞ୍ଜନଙ୍କୁ ଜଣାଇବା ସହ ଘର ମାଲିକଙ୍କୁ ମଧ୍ୟ ଜଣାଇଥିଲେ। ଚିତ୍ତରଞ୍ଜନ ଘଟ-ଣା ସ୍ଥଳରେ ପହଞ୍ଚି ଥିଲେ ଓ ଯେତେବେଳେ ଏପରି ପରିସ୍ଥିତି ଦେଖିଥିଲେ ସେ ଭ-ୟଭୀ-ତ ହୋଇ ଫେ-ରାର ହୋଇଯାଇଥିଲେ। ତେବେ ବର୍ତ୍ତମାନ ପୋ-ଲିସ ଚିତ୍ତରଞ୍ଜନଙ୍କୁ ଗିର-ଫ କରିଥିବା ବେଳେ କୋର୍ଟ ଚାଲା-ଣ କରିଛି।

Leave a Reply

Your email address will not be published. Required fields are marked *