ମାଉସୀର ଜା କୁ ଭଲପାଇ ଶାରି-ରୀକ ସ-ମ୍ପର୍କ ରଖି ଫସିଗଲେ ଯୁବକ।

ମାଉସୀର ଜା ସହିତ ଯୁବକଙ୍କ ଗଢିଉଠିଲା ସ-ମ୍ପର୍କ। ଧୀରେ ଧୀରେ କଥା ବାର୍ତା ବଢ଼ୁଥିଲା ଆଉ ସ-ମ୍ପର୍କ ନିବିଡ଼ ହେଉଥିଲା।ଆଉ ମାଉସୀଙ୍କ ଜା ଯେବେ ଯୁବକ ମୁହଁରେ ଭଣ୍ଡା ମା-ରିଦେଲେ ବାସ ସେବେ ଠୁ ଆମେ ଦୁହେଁ ଦୁହିଁଙ୍କୁ ଛାଡି ଆଉ ରହି ପାରିଲୁ ନାହିଁ।

ଏଭଳି ସାଙ୍ଘା-ତିକ ଘ-ଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ବଳଙ୍ଗା ଥା-ନା ଅନ୍ତର୍ଗତ ବୁଢ଼ାକେଳା ଗ୍ରାମରୁ ତେବେ ଏହି ଗ୍ରାମର ସୁଶାନ୍ତ ସାହୁ ନାମକ ଏକ ଯୁବକ ମାଉସୀଙ୍କ ଜା କୁ ପ୍ରେମ କରି ଫ-ସିଯାଇଥିବା ଅଭି-ଯୋଗ କରିଛନ୍ତି । ସୁଶାନ୍ତଙ୍କ କହିବା ଅନୁଯାୟୀ ସେ ଯୁବତୀଙ୍କ ସହ ଦୀର୍ଘ ୧୦ ବର୍ଷ ଏକାଠି ରହିବା ପରେ ସେ ନିଜର ସର୍ବସ୍ୱ ହରାଇ ବସିଛନ୍ତି। ଓ ଯୁବତୀ ତାଙ୍କ ଘର ଦ୍ୱାରା ଟଙ୍କା ପଇସା ଛଡାଇ ନେଇ ତାକୁ ମାନସିକ ନିର୍ଯା-ତନା ଦେଉଥିବା ସେ ଅଭି-ଯୋଗ କରିଛନ୍ତି।

ପ୍ରଥମେ ସୁଶାନ୍ତ ଯେବେ ତାଙ୍କ ମାଉସୀଙ୍କ ଘରକୁ ଯାଉଥିଲେ ସେବେ କଥା ବାର୍ତା ଦେଖା ସାକ୍ଷାତ ରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଯୁବତୀ ଜଣଙ୍କ ପୂର୍ବରୁ ବିବାହିତା ଏବଂ ତାଙ୍କର ସ୍ୱାମୀ ଦୁଇ ଝିଅ ମଧ୍ୟ ଅଛନ୍ତି ହେଲେ କିନ୍ତୁ ସ୍ୱାମୀ ଓ ଦୁଇ ଝିଅଙ୍କୁ ଛାଡି ସୁଶାନ୍ତଙ୍କ ପ୍ରେମରେ ଉବୁଟୁବୁ ହୋଇ ଦୁହେଁ ଘର ଛାଡ଼ି ଥିଲେ। ଅନେକ ଦିନ ଅନେକ ଜାଗାରେ ଦୁହେଁ ଏକାଠି ରହୁଥିଲେ। ସୁଶାନ୍ତଙ୍କ କହିବା ମୁତାବକ ପୁରୀରେ ସେମାନେ ଦୀର୍ଘ ୪ ମାସ କାଳ ଏକ ହୋଟେଲରେ ରାତ୍ରୀ ଯାପନ କରିଥିଲେ। ସବୁକିଛି ଠିକ ଠାକ ଚାଲିଥିବା ବେଳେ ଓ ଦୁହେଁ ପ୍ରେମ ଆକାଶର ଦୁଇ ମୁକ୍ତ ବିହଙ୍ଗ ଭାବେ ଉଡି ବୁଲୁଥିବା ବେଳେ ହଟାତ ପ୍ରେମରେ ଆସିଥିଲା ଏକ ବିରାଟ ମୋଡ଼।

ଯୁବତୀ ଜଣଙ୍କ ସୁଶାନ୍ତଙ୍କୁ ଧୋ-କା ଦେଇ ଅନ୍ୟ ଯୁବକ ସହ ସମ୍ପ-ର୍କ ରଖିଥିବା ବେଳେ ସୁଶାନ୍ତଙ୍କୁ ତାଙ୍କ ଘରୁ ତଡି ଦେଇଥଲେ ଏହାକୁ ନେଇ ସୁଶାନ୍ତ ଥା-ନାର ଦ୍ୱାରାସ୍ତ ହୋଇଥିବା ବେଳେ ପୋଲିସ କିଛି ସୁଫଳ ଦେଇନଥିବା ସୁଶାନ୍ତ କହିଛନ୍ତି।

ସେପଟେ ଯୁବତୀ ଜଣଙ୍କ ନିଜ ଆଧାର କାର୍ଡରେ ସ୍ୱାମୀଙ୍କ ସୁଶାନ୍ତଙ୍କ ସୁଶାନ୍ତ ସାହୁ ପକାଇଥିବା ବେଳେ ସୁଶାନ୍ତ କହୁଛନ୍ତି କି ଯଦି ମୁଁ ତାଙ୍କ ସ୍ୱାମୀ ତେବେ ସେ ମୋ ପାଖକୁ ଆସୁ ମୁଁ ତାକୁ ଗ୍ରହଣ କରିବି। ଅନ୍ୟପଟେ ତ୍ରିକୋଣୀୟ ପ୍ରେମ କାହାଣୀରେ ସୁଶାନ୍ତ ଫ-ସିଯାଇ ନିଜର ସର୍ବସ୍ୱ ହରାଇ ଭା-ଙ୍ଗି ପଡିଥିବା ଗଣମାଧ୍ୟମ ଆଗରେ ଅତି ଦୁଃ-ଖ ସହକାରେ ପ୍ରତି-କ୍ରିୟା ରଖିଛନ୍ତି।

ଯେଉଁ ପ୍ରେମ ଦିନେ ଅନେକ ସ୍ୱପ୍ନ ଦେଖାଇଥିଲା ସୁଶାନ୍ତଙ୍କୁ। ଯେଉଁ ଯୁବତୀ ଦିନେ କହୁଥିଲେ ସୁଶାନ୍ତ ମୁଁ ତୁମ ବିନା ଗୋଟେ ମୁହୂର୍ତ୍ତବି ରହିପାରିବିନି ସେହି ଯୁବତୀ ଆଜି ଅନ୍ୟ କାହା ପାଇଁ ସୁଶାନ୍ତଙ୍କୁ ଧୋ-କା ଦେଇଥିବା ସୁଶାନ୍ତ ଅଭି-ଯୋଗ ଆଣିଛନ୍ତି। ସେପଟେ ବର୍ତ୍ତମାନ ସୁଶାନ୍ତ ଚାହୁଁଛନ୍ତି କି ଭୁବନେଶ୍ୱର ଭରତପୁରରେ ଯେଉଁ ଜାଗା ସୁଶାନ୍ତ ନିଜେ କିଣି ଘର କରିଥିଲେ ସେହି ଜାଗା ତାଙ୍କୁ ଫେରସ୍ତ କରାଯାଉ ଓ ତାଙ୍କୁ ନ୍ୟା-ୟ ମିଳୁ। ତେବେ ଦେଖିବାକୁ ବାକି ରହିଲା ବିବାହିତା ମହିଳାଙ୍କୁ ପ୍ରେମ କରି ଧୋ-କା ଖାଇଥିବା ସୁଶାନ୍ତଙ୍କୁ କେବେ ନ୍ୟା-ୟ ମିଳୁଛି।

Leave a Reply

Your email address will not be published. Required fields are marked *