ନାର୍କୋ ଟେଷ୍ଟ ସାଜିଲା କାଳ , ଏପର୍ଯ୍ୟନ୍ତ ଫେରି ନାହିଁ ଅଭି-ଯୁକ୍ତ ଗୋପାଳ ଦାସର ଚେତା , ଚିନ୍ତାରେ ….

ରି-ମାଣ୍ଡ ଅବଧି ସରି ସରି ଆସୁଛି । ଆଉ ମାତ୍ର ଦୁଇ ଦିନ ମଧ୍ୟରେ ଗୋପାଳ ଦାସର ରି-ମାଣ୍ଡ ଅବଧି ସରିଯିବ । ପୁଣିଥରେ ସେ ଜେ-ଲ ଫେରିଯିବେ । କିନ୍ତୁ ଏହା ମଧ୍ୟରେ ଏକ ଚିନ୍ତିତ କରିଦେବା ଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଆପଣ ସମସ୍ତେ ଜାଣିଥିବେ କି , ଦୁଇ ଦିନ ଆଗରୁ ଅଭି-ଯୁକ୍ତ ଗୋପାଳ ଦାସଙ୍କୁ ଗାନ୍ଧୀ ନଗର ନେଇ ଯିବା ପାଇଁ ତଥା ତାଙ୍କର ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ କରାଇବା ପାଇଁ କୋର୍ଟ ନି-ର୍ଦ୍ଦେଶ ଦେଇଥିଲା ।

ଆଉ ଯାହା ପାଇଁ ଗୋପାଳ ଦାସ ମଧ୍ୟ ରାଜି ହୋଇ ଯାଇଥିଲେ । କିଛି ଦିନ ଆଗରୁ ତାଙ୍କୁ ବିମାନ ମାଧ୍ୟମରେ ନିଆ ଯାଇଥିଲା ଗାନ୍ଧୀ ନଗର । ଆଉ ସେଠାରେ ପହଞ୍ଚି ତାଙ୍କର ପଲିଗ୍ରାଫ ଟେଷ୍ଟ କରା ଯାଇଥିଲା । ଆଉ ଆଜି ତାଙ୍କର ନାର୍କୋ ଟେଷ୍ଟ ମଧ୍ୟ କରା ଯାଇଥିଲା ।

ତେବେ ଏହା ମଧ୍ୟରେ ଏକ ଦୁଃ-ଖଦ ଖବର ଆସି କରି ପହଞ୍ଚି ଯାଇଛି । ନାର୍କୋ ପରେ ଆଉ ଚେତା ଫେରି ନାହିଁ ଗୋପାଳଙ୍କର । ଘଣ୍ଟା ପରେ ଘଣ୍ଟା ଗଡି ଚାଲିଛି । କିନ୍ତୁ ଗୋପାଳ ଏପର୍ଯ୍ୟନ୍ତ ଆଖି ଖୋଲି ନାହାନ୍ତି । ବର୍ତ୍ତମାନ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି । ଡାକ୍ତର ମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ପୁରାପୁରି କ-ଡାକ-ଡି ଭାବରେ ନଜର ରଖିଛନ୍ତି । ଯଥାଶୀଘ୍ର ତାଙ୍କର ଚେତା ଫେରି ଆସୁ ବୋଲି ସମସ୍ତେ ଅନାଇ ବସିଛନ୍ତି । କିନ୍ତୁ କିଛି ବି ହେଉ ନାହିଁ ।

ଦୀର୍ଘ ସମୟ ଧରି ସମସ୍ତେ ଅପେକ୍ଷା କରି ରହିଛନ୍ତି । କେତେବେଳେ ଗୋପାଳ ଦାସଙ୍କ ଚେ-ତା ଫେରି ଆସିବ । କାହିଁକି ନା ରବିବାର ଦିନ ତାଙ୍କୁ ଓଡ଼ିଶା ଫେରିବାର ଅଛି । ଆଉ କୋର୍ଟର ଆଦେଶ ସମୟ ମଧ୍ୟ ସରି ଯାଉଛି । ତେଣୁ ବର୍ତ୍ତମାନ ଯାହାକୁ ନେଇ ସମସ୍ତେ ତତ୍ପର ହୋଇ ଉଠୁଛନ୍ତି । କଣ କରିବେ ବୋଲି ଜାଣି ପାରୁ ନାହାଁନ୍ତି ।

ଏହି ଟେଷ୍ଟ ପରେ ସାଧାରଣ ଭାବରେ ଅଳ୍ପ ସମୟ ମଧ୍ୟରେ ଚେତା ଫେରି ଆସିଥାଏ । କିନ୍ତୁ ଗୋପାଳ କ୍ଷେତ୍ରରେ ଏପରି ହୋଇ ନାହିଁ । ଏଯାଏଁ ଚେତା ନ ଫେରିବା କଥା ଶୁଣି ସମସ୍ତେ ଭ-ୟଭୀ-ତ ହୋଇ ଉଠିଛନ୍ତି । କାହିଁକି ନା ଗୋପାଳର କିଛି ହୋଇ ଗଲେ ସାଧାରଣ ଜନତା ମନରେ ନି-ଆଁ ଜ-ଳିବ । ଯେଉଁ ମାନେ ତାଙ୍କୁ ସମର୍ଥନ କରିବାରେ ଲାଗିଥିଲେ , ସେମାନେ ଆଉ କାହାକୁ ଛାଡ଼ିବେ ନାହିଁ ।

କିଛି ଲୋକଙ୍କ ପାଇଁ ଗୋପାଳ ଭଲ ଅଟନ୍ତି , ତେଣୁ ସେମାନେ ନିଜର ରା-ଗ ଆଉ ଅଟକାଇ ପାରିବେ ନାହିଁ । ତେବେ ଏହାରି ମଧ୍ୟରେ ସମସ୍ତେ ଅନାଇ ବସିଛନ୍ତି । କେତେବେଳେ ସେହି ସମୟ ଆସିବ , ଯେତେବେଳେ ପୁରାପୁରି ସୁସ୍ଥ ହୋଇ ଘରକୁ ଫେରିବେ ଗୋପାଳ । ଆଉ ସମସ୍ତେ ତାଙ୍କ ଠାରୁ ସବୁ ସତ ବାହାର କରିବେ । ସବୁ ଗୋଟି ଗୋଟି ସତ ସାମ୍ନାକୁ ଆସିବ । ଆଉ ଜଣା ପଡ଼ିବ କାହିଁକି ଏପରି କାମ କଲେ ଗୋପାଳ ।

ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବୁ କି , ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଗୋପାଳ ଦାସ । ଯିଏ କିଛି ଦିନ ଆଗରୁ ହ-ତ୍ୟା କରିଥିଲେ ମନ୍ତ୍ରୀ ନବ ଦାସଙ୍କୁ । ସମସ୍ତେ ଦେଖୁ ଦେଖୁ ଫୁଟାଇ ଦେଇଥିଲେ ନିଜର ବନ୍ଧୁ-କର ଗୁ-ଳି ଆଉ ଯାହା ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜି ଥିଲା । ଆଉ ସେହି ଘ-ଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ନବ ଦାସ ।

ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନଥିଲା । ତେବେ ହ-ତ୍ୟାକା-ଣ୍ଡ ମାମ-ଲାରେ ବର୍ତ୍ତମାନ ପୋଲିସ ଏଏସଆଇ ଗୋପାଳ ଦାସ ଜେ-ଲ ଦ-ଣ୍ଡ ଭୋଗିବାକୁ ଲାଗିଛନ୍ତି । ତାଙ୍କ ପାଟିରୁ ସବୁ ସତ ବାହାର କରିବା ପାଇଁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମା-ଣ୍ଡରେ ନେଇଥିଲା । ତେବେ କିଛି ବି ସତ ସାମ୍ନାକୁ ଆସିବା ଆଗରୁ ଗୋପାଳ ଦାସଙ୍କ ଚେତା ଫେରି ନାହିଁ । ନାର୍କୋ ଟେଷ୍ଟ ସମୟରେ ତାଙ୍କର ଏପରି ଅବସ୍ଥା ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *